ବୁର୍ଲାରେ ବିଶ୍ଵ ମାନବଧିକାର ଦିବସ ପାଳିତ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) -ବିଶ୍ଵ ମାନବାଧିକାର ଦିବସ ଉପଲକ୍ଷେ ଭାରତ ମାନବ ସମନ୍ୱିତ ମିଶନ ସୋସାଇଟି  ବୁର୍ଲା ପକ୍ଷରୁ  ସ୍ଥାନୀୟ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ପରିସରରେ ପାଳନ କରାଯାଇଥିଲା। ପ୍ରତିମୂର୍ତ୍ତି ସମ୍ମୁଖରେ ଦ୍ଵୀପ ପ୍ରଜ୍ବଳନ ଓ ପୁଷ୍ପ ମାଲ୍ୟ ଅର୍ପଣ ପରେ…

ଵଡାମତଳିଆ ହାତୀବାରୀ ଜଙ୍ଗଲ ନିକଟରେ ଓଲଟିଲା ବସ ; ୧୦ ଗୁରୁତର,୨୫ରୁ ଉର୍ଦ୍ଧ୍ବ  ଆହତ

ବାରିପଦା(ଦିଲ୍ଲୀପ ମହାନ୍ତି )--ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତରାଇରଙ୍ଗପୁର- ବିଶୋଇ ରାସ୍ତା ବଡ଼ଝରଣ  ହାତୀବାରୀ ଜଙ୍ଗଲ ସନ୍ନିକଟ ରେ ଭାରସାମ୍ୟ ହରାଇ ରାଇରଙ୍ଗପୁର-ଉଦଳା ଯାଉଥିବା  ଓଡି୧୧ଏ୦୦୭୮ ନମ୍ବର ବିଶିଷ୍ଟ ଆପ୍ପୁ ଯାତ୍ରୀବାହୀ ବାସ ରାସ୍ତାକଡକୁ ଓଲଟି…

ନରବଳି ପାଇଁ ଛୁଆଙ୍କୁ ଧରିବା ଅଭିଯୋଗ: ଜଣେ ଗିରଫ।

ଗ୍ରାମବାସୀ ଘେରିଲେ କ୍ୟାମ୍ପ,  ଘଟଣା ସ୍ଥଳରେ ପହଞ୍ଚିଲେ ଡିଏସପି ବାରିପଦା (ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ କଳାବାଡିଆ , କୁଳିଅଣା ବ୍ଲକ ର କୁଳିଅଣା ଠାରେ ନିର୍ମାଣ ହେବାକୁ ଯାଉଛି ତିନୋଟି ଗଳାପୋଲ। ହରିଆନା ର ଏକ କମ୍ପାନୀ ଇ5 ଇନଫ୍ରାଷ୍ଟ୍ରକଚର  22 କୋଟି…

ଉତ୍କଳିୟମ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ l 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:  ଆଜି ବିଶ୍ୱ ମାନବାଧିକାର ଦିବସ l ଏହି ଅବସରରେ ମାନବ ଅଧିକାର ଉପରେ କାର୍ଯ୍ୟ କରୁଥିବା ସର୍ବ ଭାରତୀୟ ଉତ୍କଳିୟମ ଫାଉଣ୍ଡେସନର ସମ୍ବଲପୁର ଜିଲ୍ଳା ଶାଖା ପକ୍ଷରୁ  ଆନ୍ତର୍ଜାତିକ ମାନବାଧିକାର ଦିବସ ପାଳିତ ହୋଇଛି l ଜ଼ିଲ୍ଲା ର ଆଦିବାସୀ ଅଧ୍ୟୁଷିତ ଯୁଯୋମୁରା…

ବିବାହ ଭୋଜିରେ ସମ୍ବଲପୁରୀ ବହି “ନିଝିର୍‌ଲା ଲହର୍‌ କଥା” ଉନ୍ମୋଚିତ।

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ବୁର୍ଲାର ପରିଚିତ ବ୍ୟବସାୟୀ, କବି, ଗୀତିକାର ଅର୍ଜୁନ ମେହେରଙ୍କ ପୁଅ ବିବାହ ଭୋଜିରେ ତାଙ୍କ ଦ୍ୱାରା ସମ୍ବଲପୁରୀ ଭାଷାରେ ଲିଖିତ କାହାଣୀ ବହି "ନିଝିର୍‌ଲା ଲହର୍‌ କଥା" ଉନ୍ମୋଚନ ହୋଇ ଯାଇଛି। ପୁତ୍ରବଧୂ ବସିଥିବା ପେଣ୍ଡଲରେ ଶିକ୍ଷାବିତ ପ୍ରେମଚାନ୍ଦ…

ଚାଷି ପ୍ରସଙ୍ଗରେ ଲୋକଙ୍କୁ ଭ୍ରମିତ କରୁଛି କଂଗ୍ରେସ : ପ୍ରଦୀପ ପୁରୋହିତ 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-ଚାଷି ଆନ୍ଦୋଳନ କୁ ବିରୋଧୀ କଂଗ୍ରେସ ରାଜନୈତିକ ଫାଇଦା ହାସଲ ପାଇଁ ଭିନ୍ନ ମୋଡ ଦେଇ ଲୋକଙ୍କୁ ଭମ୍ରିତ କରୁଛି ବୋଲି ବିଜେପି କୃଷକ ମୋର୍ଚ୍ଚା ର ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ  । …

ବିବାହ ନିମନ୍ତ୍ରଣ ପତ୍ର ସହ ବୃକ୍ଷ ଚାରା। 

ଭିନ୍ନ ଭାବରେ ବିବାହକୁ ସ୍ମରଣୀୟ କଲେ ଅରବିନ୍ଦ ଓ ସିଲୁ  । ସମ୍ବଲପୁରୀ ପୋଷାକର ପ୍ରୋତ୍ସାହନ ନିମନ୍ତେ ପିନ୍ଧିଲେ ସମ୍ବଲପୁରୀ ବିବାହ ବସ୍ତ୍ର।  ବିବାହୋତ୍ସବ ଦିନ ରକ୍ତଦାନ କଲେ ବର।  ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ସହରର ସରବାହାଲ ବାସିନ୍ଦା ଶ୍ରୀ ଫକୀର…

ବନ ବିଭାଗର ଚଢ଼ାଉ: ଜବତ ହେଲେ ତିନି ଜୀବନ୍ତ ପକ୍ଷୀ,  ଧରାପଡ଼ିଲା ପକ୍ଷୀ ମାଂସ ବେପାରୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ବିଦେଶୀ ପକ୍ଷୀଙ୍କ ପାଇଁ ସ୍ବର୍ଗ ଭାବରେ ପରିଗଣିତ ହେଉଥିବା ହୀରାକୁଦ ଜଳଭଣ୍ଡାର ପକ୍ଷୀ ଶିକାରୀଙ୍କ ପାଇଁ ବେପାରର ବିଷୟ ହୋଇଛି। ବାରମ୍ବାର ଏହିପରି ଘଟଣା ଯୋଗୁଁ ପକ୍ଷୀଙ୍କ ଆଗମନ କମ ହୋଇଯାଉଥିବା ବେଳେ ଏପରି ପକ୍ଷୀ ଶିକାରୀଙ୍କ ଦୌରାତ୍ମ୍ଯକୁ ସହି ପାରୁ…

ବିଶ୍ୱ ମାନବ ଅଧିକାର ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବୋଷ ଡେନ୍ସ ଷ୍ଟୁଡ଼ିଓ ଠାରେ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ୍ , ଗଜପତି ଜିଲ୍ଲା ୟୁନିଟ ତରଫରୁ ବିଶ୍ବ ମାନବ ଅଧିକାର ଦିବସ ନିଡାମ୍ବର ଭାବରେ ପାଳିତ ହୋଇଯାଇଛି।  ମଞ୍ଜୁଳା ଚୌଧୁରୀଙ୍କ…

 ଗଜପତିରେ କପା ମଣ୍ଡି ଉଦଘାଟନ : କପାଚାଷୀ ସଚେତନତା ଓ କପାର ଗୁଣାତ୍ମକ ମାନ ପରୀକ୍ଷା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ  ପରିସରରେ କମିଟି ମାଧ୍ୟମରେ  ଭାରତୀୟ କପା ନିଗମ ଲିମିଟେଡ଼ , ରାୟଗଡା ପକ୍ଷରୁ  ଚାଷୀଙ୍କ କପା କ୍ରୟ ନିମନ୍ତେ କପାମଣ୍ଡି ଉଦ୍ ଘାଟନ ହୋଇଯାଇଛି ।  …