ଟ୍ରକ ଧକ୍କାରେ ମହିଳା ମୄତ
ସମ୍ବଲପୁର,ରମାକାନ୍ତ ବିଶ୍ବାଳ: ସମ୍ବଲପୁର ସରଳା ନିକଟସ୍ଥ ଟାଙ୍ଗରପାଲି ବ୍ରିଜ ନିକଟରେ ପୁଣି ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଏକ ଟ୍ରକ ବାଇକ କୁ ଧକ୍କା ଦେବାରୁ ଘଟଣା ସ୍ଥଲରେ ଜଣେ ମହିଳା ଙ୍କ ମୄତ୍ୟୁ ଘଟିଥିବା ଜଣାପଡିଛି । ମୄତକ ମହିଳା ଜଣକ ହେଲେ ୫୫ ବର୍ଷିୟ କୋଶଲ୍ୟା…