ବାଦାମପାହାଡ ବହୁ ଚର୍ଚ୍ଚିତ ଶିଶୁ ମୃତ୍ୟୁ ମାମଲା: ୯୬ ଘଣ୍ଟା ଭିତରେ ବନ୍ଧାହେଲା ଅଭିଯୁକ୍ତ
ବାରିପଦା(ଦିଲ୍ଲୀପ ମହାନ୍ତି )--ମୟୂରଭଂଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ ବାସାଘୁଟୁ ଗ୍ରାମର ଦେଵେନ୍ଦ୍ର ହେମ୍ରମ ଙ୍କ ୮ବର୍ଷର ନାବାଳକ ପୁଅ ଦଶରଥ ଶନିବାର ଛେଳି ଚରାଇବାକୁ ଯାଇ ଘରକୁ ଫେରି ନ ଥିଲା ।ଆଜି ଘର ପାଖରୁ ୧ କିମି ଦୂର ଵାସାଘୁଟୁ-ତୁଣ୍ଟିପାଣି ଗାଁ ରାସ୍ତାକଡରୁ ରକ୍ତ…