ସରକାରୀ ସହାୟତାରୁ ବଞ୍ଚିତ ଜନ୍ମରୁ ଦିବ୍ୟାଙ୍ଗ ରଞ୍ଜୁ, “ମୋ ସରକାର ଟିକେ” ବୁଝିବେ କି !!!!

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ପୌରାଞ୍ଚଳ ଅନ୍ତର୍ଗତ ଯୋରାବଗା ଗ୍ରାମର ରଞ୍ଜୁ ନାୟକ। ଜନ୍ମରୁ ଠିକ୍ ଭାବରେ ଚଲାବୁଲା କରି ପାରନ୍ତି ନାହିଁ। ୧୭ ବର୍ଷର ରଞ୍ଜୁ ଦିବ୍ୟାଙ୍ଗ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳି ନାହିଁ।…

ହିର୍ମାସ୍ଥିତ ଏସ ଏମ ସି ସମ୍ମୁଖରେ ସ୍ଥାନୀୟନିବାସୀଙ୍କ ବିରୋଧ ପ୍ରଦର୍ଶନ । 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ହିର୍ମାଠାରେ ସ୍ଥାପିତ ଏସ ଏମ ସି ପାୱାର ଜେନେରେସନ କମ୍ପାନୀ ସମ୍ମୁଖରେ ସ୍ଥାନୀୟ ପଞ୍ଚାୟତର ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ। କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରେ ସେମାନେ ବିଭିନ୍ନ ଦାଵୀକୁ ପୂରଣ କରିବା ପାଇଁ ଚାପ ପ୍ରୟୋଗ କରିଛନ୍ତି।…

ସବସିଡ଼ି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବାର ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ…

କେନ୍ଦ୍ର କ୍ୟାବିନେଟର ଆଖୁଚାଷୀଙ୍କ ପାଇଁ ୩୫୦୦ କୋଟିର ସବସିଡି ମଞ୍ଜୁରକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ  ଭାରତବର୍ଷର ପ୍ରାୟ ୫ କୋଟି ଆଖୁଚାଷୀ ହେବେ ଉପକୃତ  ଦେଶରେ ଚିନିର ଉତ୍ପାଦନ ବଢ଼ିବା ସହ ଅତିରିକ୍ତ ଇଥାନଲ ତିଆରି ହେବ  ରୋଜଗାର ସୃଷ୍ଟି ହେବ ଏବଂ ଆଖୁ ଚାଷୀଙ୍କ ଆୟ ବୃଦ୍ଧି…

 “ଚାଷର ‘ଅ’ ‘ଆ’ ଜାଣି ନଥିବା ଲୋକେ ଏହା ବିଷୟରେ ଲୋକଙ୍କୁ ଜ୍ଞାନ…

ସାଂସଦ ସୁରେଶ ପୂଜାରୀଙ୍କୁ ମହେନ୍ଦ୍ରଙ୍କ ପାଲଟା ଜବାବ  ସାଂସଦ ମହୋଦୟ ପ୍ରଥମେ  ଚାଷର ପ୍ରାରମ୍ଭିକ ଶବ୍ଦ ଯଥା "ବାହାରି ଭିତରି", "ହର ତ ତ", "ହ ହ" କୁ ଶିଖନ୍ତ ଓ ତା ପରେ ଚାଷୀଙ୍କୁ ଜ୍ଞାନ ପ୍ରଦାନ କରନ୍ତୁ  ଝାରସୁଗୁଡ଼ା :(ସୁଭାଷ ସହାରେ):କୃଷକ ବିଲକୁ ନେଇ ସାରା ଦେଶରେ ଝଡ଼ ସୃଷ୍ଟି…

ପୂର୍ବ ତଟ ରେଳପଥର ପ୍ରାଚୀର ପତ୍ରିକା “ଅତସୀ କୁସୁମ” ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର : ପୂର୍ବ ତଟ ରେଳପଥର ପ୍ରାଚୀର ପତ୍ରିକା “ଅତସୀ କୁସୁମ”ର “ଶକ୍ତି ସଂରକ୍ଷଣ” ଉପରେ ଆଧାରିତ ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ପୂର୍ବ ତଟ ରେଳପଥର ବରିଷ୍ଠ  ଉପମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ହେମନ୍ତ କୁମାର ଦତ୍ତଙ୍କ ଉପସ୍ଥିତିରେ ପ୍ରମୁଖ ମୁଖ୍ୟ ବିଦ୍ୟୁତ…

ଋୁଦ୍ର ପ୍ରସନ୍ନଙ୍କୁ ମିଳିଲା ଜାତୀୟ ଲାଡଲୀ ମିଡିଆ ଆୱାର୍ଡ

ଭୁବନେଶ୍ୱର: ବରିଷ୍ଠ  ସ୍ତମ୍ଭକାର ଏବଂ ସମାଜସେବୀ ରୁଦ୍ରପ୍ରସନ୍ନ ରଥଙ୍କୁ ଚଳିତ ବର୍ଷର ସମ୍ମାନଜନକ ଜାତୀୟ ଲାଡଲୀ ମିଡିଆ ଆୱାର୍ଡ ପ୍ରଦାନ କରାଯାଇଛି । ସାମାଜିକ ଲିଙ୍ଗଗତ ସମସ୍ୟା ଏବଂ ଏହାକୁ ଦୂରକରିବାକୁ ଚେଷ୍ଟା କରୁଥିବା ଜାତୀୟ ସ୍ତରର ସାମ୍ବାଦିକମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଏହି…

ପାଇକମାଳ ବ୍ଲକସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ପ୍ରସ୍ତୁତି ବୈଠକ ଓ ସ୍ଵାଗତ ସମ୍ବର୍ଦ୍ଧନା

ପଦ୍ମପୁର,:  ବରଗଡ଼ ଜିଲ୍ଳା ପାଇକମାଳ ବ୍ଲକ ଅନ୍ତର୍ଗତ ମିଠାପାଲି ପଞ୍ଚାୟତ ଲଉଡମାଳ ଗ୍ରାମରେ ଅବସରପ୍ରାପ୍ତ ଉଚ୍ଚ ବିଭାଗ ଅଧିକାରୀ ତଥା ସମାଜସେବୀ ଶ୍ରୀ କ୍ଷେତ୍ରୀ ଲୁହାର ଙ୍କ ସଭାପତିତ୍ବରେ ଏକ ଲକ୍ଷେ ଘର ଗଣ୍ଡା ସମାଜ ର ପ୍ରସ୍ତୁତି ବୈଠକ ତଥା ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା…

ରାଜା ଗୌର ଚନ୍ଦ୍ର ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ସ୍ଥିତ ରାଜା ଗୌର ଚନ୍ଦ୍ର ହାଇସ୍କୁଲର ଅବସର ପ୍ରାପ୍ତ ସହକାରୀ ଶିକ୍ଷକ ପାଣ୍ଡବ ଚରଣ ପ୍ରଧାନଙ୍କ ବୁଧବାର ସକାଳେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇ ଥିଲା। ସେ ଅବସର ପରେ ନିଜ ଗ୍ରାମ  ରେଢାଖୋଲ…

କୋଶଳିଆ ମାଳି ସମାଜ ବରଗଡ଼ ଜିଲ୍ଲା କମିଟି ତରଫରୁ ସମ୍ବର୍ଦ୍ଧନା ସଭା 

ପଦ୍ମପୁର: କୋଶଳିଆ ମାଳି ସମାଜ ବରଗଡ଼ ଜିଲ୍ଲା କମିଟି ତରଫରୁ ଆଜି ବୁଧବାର ଦିନ ପାଇକମାଲ ବ୍ଲକ ମାଣ୍ତୋସିଲ ପଞ୍ଚାୟତ ଭୂତମୁଣ୍ତା ଗ୍ରାମରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା  । ଉକ୍ତ ସମ୍ବର୍ଦ୍ଧନା ସଭାରେ ଶ୍ରୀ ଭ୍ରମରାଜ ପଟେଲ,ପିତା - ଲମ୍ବୋଦର ପଟେଲଙ୍କ ତୃତୀୟ ପୁତ୍ର ୨୦୧୬ ( OSSC…

ବ୍ରେକିଙ୍ଗ : ଜେଇଇ ମେନ 2021: ଫେବୃଆରୀ 23 ରୁ 26 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପରୀକ୍ଷା: କେନ୍ଦ୍ର ଶିକ୍ଷା ମନ୍ତ୍ରୀ |

ନୂଆଦିଲ୍ଲୀ (ଶାସକ ପ୍ରଶାସକ )  : ଜେଇଇ ମେନ ୨୦୨୧  ପ୍ରଥମ ସାଇକଲ ଫେବୃଆରୀ ୨୩  ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ପରୀକ୍ଷା ହେବ ବୋଲି କହିଛନ୍ତି  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ | କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ  ନିଶଙ୍କ ଜେଇଇ ମେନ ୨୦୨୧  ସମ୍ପର୍କରେ…