ମାନ୍ୟତା ମିଳିଛି, ହେଲେ ବିକାଶକୁ ପଛଘୁଞ୍ଚା କିଆଁ 

ଅବହେଳିତ ମୟୂରଭଞ୍ଜର ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନସ୍ଥଳୀ ସୀତାକୁଣ୍ଡ ବାରିପଦା(ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ୧୯ଟି ସ୍ପଟଗୁଡିକ  ମଧ୍ୟରେ ସୀତାକୁଣ୍ଡ ଅନ୍ୟତମ । ଏହା ଶାମାଖୁଣ୍ଟା ବ୍ଲକର ଗୋବିନ୍ଦପୁର ପଞ୍ଚାୟତରେ ଅଧୀନରେ ରହିଥିବା ବେଳେ…

ଶ୍ରମ ଅଧିକାରୀଙ୍କ ମଧ୍ୟସ୍ଥତାରେ  ନେସ୍କୋ ଠିକା କର୍ମଚାରୀମାନଙ୍କ ଆନ୍ଦୋଳନ  ସ୍ଥଗିତ ଓ ସ୍ୱାକ୍ଷରିତ ହେଲା…

ବାରିପଦା(ଦିଲ୍ଲୀପ ମହାନ୍ତି )- ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିଅନ ପକ୍ଷରୁ ୧୧ ଦଫା ଦାବି ନେଇ ଆରମ୍ଭ ହୋଇଥିବା ଆନେ୍ଦାଳନ ଆଜି ମୟୂରଭଞ୍ଜ ଜିଲ୍ଲା ଶ୍ରମ ଅଧିକାରିଣୀ ମୋନାଲିସା ନାୟକଙ୍କ ମଧ୍ୟସ୍ଥତାରୁ ୟୁନିୟନ ଆନ୍ଦୋଳନକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରହିବା ସାଙ୍ଗକୁ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦ: କଂଗ୍ରେସ ପକ୍ଷରୁ ଏସପି ଅଫିସ ସମ୍ମୁଖରେ ଧାରଣା…

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ,…

“ଓଡ଼ିଆ ଭାଷାର ସୁରକ୍ଷା କରିବା ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତବ୍ୟ ।”

ମାଟିଲଗ୍ନା ସାହିତ୍ୟ ସଂସଦ ସୁବର୍ଣ୍ଣପୁର ଜିଲ୍ଲା ଶାଖାର ବନ୍ଧୁମିଳନ । ବିରମହାରାଜପୁର/ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ : ଯେଉଁ ଜାତିର ଭାଷା ଯେତିକି ଉନ୍ନତ, ସେହି ଜାତି ସେତିକି ସମୃଦ୍ଧ । ଭାଷା ଭିତ୍ତିରେ ପ୍ରଦେଶ ଗଠନରେ ଓଡ଼ିଶା ହେଉଛି ସମଗ୍ର ଭାରତରେ ପ୍ରଥମ । ଓଡ଼ିଆ ଭାଷାର…

ଚର୍ଚ୍ଚକୁ ବଡ଼ଦିନରେ ଦୁଇଘଣ୍ଟା ପାଇଁ ଖୋଲିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରି ଜିଲ୍ଲାପାଳଙ୍କୁ ଦରଖାସ୍ତ। 

ଝାରସୁଗୁଡ଼ା:(ସୁଭାଷ ସହାରେ) :ଝାରସୁଗୁଡ଼ା ସହରସ୍ଥିତ ସେଣ୍ଟ ଡେଭିଡ ସିଏନଆଇ ଚର୍ଚ୍ଚ ଗତ ମାର୍ଚ୍ଚ ମାସରୁ କୋରୋନା ଯୋଗୁଁ ବନ୍ଦ ରହିଛି। ଆଗକୁ ବଡ଼ଦିନ ପର୍ବ। ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ପାଇଁ ଏହି ଦିନ ସବୁଠାରୁ ପବିତ୍ର ଦିବସ। ତେଣୁ ଆସନ୍ତା ୨୫ ଡିସେମ୍ବରରେ ଚର୍ଚ୍ଚକୁ ଉପାସନା ପାଇଁ…

ବେଲପାହାଡ଼ ସହରରେ ନିର୍ମାଣ ହେବ ବହୁ ପ୍ରତିକ୍ଷିତ ରେଲୱେ ଓଭରବ୍ରିଜ୍

ଝାରସୁଗୁଡ଼ା :(ସୁଭାଷ ସହାରେ)-ବେଲପାହାଡ଼ ସହରରେ ବହୁ ଦିନରୁ ଦାବୀ ହୋଇ ଆସୁଥିବା ଏକ ରେଲୱେ ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ଶେଷରେ ରାଜ୍ୟ ସରକାର ନିଜର ସ୍ବୀକୃତି ଦେଇଛନ୍ତି। ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଉଦ୍ୟମ ଯୋଗୁଁ ଶେଷରେ ବେଲପାହାଡ଼ବାସୀଙ୍କ ଅନେକ ଦିନରୁ ଦାବୀ…

ବାଗଡିହିରେ ପୁଣି ଅଟକିବ ସାଉଥ ବିହାର ଏକ୍ସପ୍ରେସ୍ : କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ହେଲା ସମ୍ଭବ! 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ବିଜେପି ନେତା ଟଙ୍କଧରଙ୍କ ଉଦୟ,ପାଇଁ ନାଗରିକ କମିଟି ତରଫରୁ ଧନ୍ୟବାଦ ଝାରସୁଗୁଡ଼ା :(ସୁଭାଷ ସହାରେ) -କୋରୋନା ମହାମାରୀ ସମୟରେ ଲକଡାଉନ ଯୋଗୁଁ ସମସ୍ତ ଟ୍ରେନ ଚଳାଚଳକୁ ବନ୍ଦ କରିଥିଲେ ସରକାର। କୋହଳ ହେବା ପରେ କିଛିଟା ଟ୍ରେନକୁ ଚଳାଇଥିଲେ ରେଳ…

‘ଏଇତ ଜୀବନ’ ଅନୁଷ୍ଠାନ ତରଫରୁ ରକ୍ତଦାନ ଶିବିର, ୫୧ ୟୁନିଟ୍ ରକ୍ତ ସଂଗ୍ରହ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ାର ସାମାଜିକ ସଂସ୍ଥା 'ଏଇତ ଜୀବନ' ତରଫରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବିଗ ବଜାର  ପରିସରରେ ଥିବା ସନ ସିଟି ସେଣ୍ଟରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସର୍ବମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି।  ଏହି…

 ବିଶ୍ୱ ବଜାରରେ ଆଗାମୀ ସମ୍ଭାବନାକୁ ଉପଯୋଗ କରିବାକୁ ପ୍ରସ୍ତୁତ ଓଡିଶା– ଧର୍ମେନ୍ଦ୍ର

ଚାଟାର୍ଡ୍ ଆକାଉଂଟାଂଟ୍ ସମୂହଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ସମ୍ବୋଧନ  ବିଶ୍ୱ ଅର୍ଥନୀତିର ପେଣ୍ଠସ୍ଥଳି ହେବା ପାଇଁ ପ୍ରସ୍ତୁତ ଓଡ଼ିଶା   ଦେଶରେ ପୁଞ୍ଜିନିବେଶ ଅଭିବୃଦ୍ଧିର ଲାଭ ପାଇବା ମଧ୍ୟରେ ଆଗରେ ରହିବ ଓଡିଶା  କୃଷି କ୍ଷେତ୍ରକୁ ନୂଆ ବଜାର ସହ ଯୋଡ଼ିବା ପାଇଁ ଆହ୍ୱାନ  ଓଡିଶାର…

ଯୁବରେଡକ୍ରସ ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ଭଞ୍ଜନଗର ( ନିଲୁ ବିଷୋୟୀ ) -ଗଞ୍ଜାମ ଜ଼ିଲ୍ଲା ସ୍ତରୀୟ କାର୍ଯକାରିଣୀ ବୈଠକ ଅନଲାଇନରେ ଅନୁଷ୍ଠିତ ହୋଇଯାଇଛି |ଏହି ବୈଠକରେ ଛତ୍ରପୁର ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ କିଶୋର ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ |ମୁଖ୍ୟଅତିଥିରୂପେ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ଼ ଅଜୟ କୁମାର…