୯ମ ଓ ୧୧ଶ ଶ୍ରେଣୀ ପାଠପଢା ୩୦ ଏପ୍ରିଲ ଯାଏଁ ବନ୍ଦ

0 2

 ହଷ୍ଟେଲ ଅନ୍ତେବାସୀଙ୍କୁ ଘରକୁ ଫେରି ଯିବାକୁ ପରାମର୍ଶ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟର ସ୍କୁଲ ଗଣଶିକ୍ଷା ବିଭାଗ  ଅଧୀନସ୍ଥ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ୯ମ ଓ ୧୧ଶ ଶ୍ରେଣୀ ପାଠପଢା ୩୦ ଏପ୍ରିଲ ଯାଏଁ ବନ୍ଦ ରହିବ। ଏହି ଶ୍ରେଣୀର ହଷ୍ଟେଲ ଅନ୍ତେବାସୀଙ୍କୁ ଘରକୁ ଫେରି ଯିବାକୁ ପରାମର୍ଶ ଦିଆଯାଇଛି। ତେବେ ମେଟ୍ରିକ ଓ ୧୨ଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ୨୫ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ।

Leave A Reply

Your email address will not be published.