ଦୁର୍ଗାପ୍ରସାଦ ରୁ ଗଞ୍ଜେଇ ଓ କାର ଜବତ ସହ ୨ ଗିରଫ

  ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଂଜାମ - କନ୍ଧମାଳ ସୀମାନ୍ତ ଦୁର୍ଗା ପ୍ରସାଦ ଠାରେ ଭଞ୍ଜନଗର ପୋଲିସ ସୋମବାର ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ହୋଣ୍ଡାସିଟି କାରରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା। ପୋଲିସ ଉକ୍ତ କାରଟିକୁ ଅଟକାଇ ଜବତ କରିବା ସହ ସେଥିରୁ ୫୪.୪୬୦…

କ୍ରିଷ୍ଣା କପ୍ କ୍ରିକେଟ୍ ଉଦଘାଟିତ: କୁଚିପାଲି ସେମିରେ

ପଦ୍ମପୁର(ଶାସକ ପ୍ରଶାସକ):ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଖଇରପାଲି ଦଳ ଚିଙ୍ଗେରବନ୍ଧ ଦଳ ଦଳକୁ  ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ କୁଚିପାଲି ଦଳ ସିଂହନପୁର…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ।

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ସହର ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରି ଥିବା ନେଇ ପିଡିତାଙ୍କ ବାପା ରେଢାଖୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ପୋଲିସ ଥାନା କେସ ନମ୍ବର ୨୨୩/୨୦୨୦ ପୋକ୍ସ ଆକ୍ଟରେରେ ଏକ ମାମଲା ରୁଜୁ କରିଛି।…

ଛୋଟିଆ ଅନୁରୋଧ ଭିତରେ ସମ୍ମିଳିତ କୋଟିଏ ହୃଦୟର ଭାବନା 

                                                                                                       file photo ଭୁବନେଶ୍ୱର (ଶାସକ ପ୍ରଶାସକ) : କାହିଁ କେବେଠୁ ସେ ମାର୍ଗଦର୍ଶନକାରୀ ସାଇନେଜଟି ଅଛି | ଅନେକ ଓଡ଼ିଆଙ୍କ ନଜର ପଡ଼ିଥିବ ଯିବା ଆସିବା ବେଳେ |…

ଆନ୍ଧ୍ର ଓଡିଶା ସୀମାନ୍ତ ସ୍ବାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ  ।

  ମାଲକାନଗିରି(ବି ଶ୍ରୀନିବାସ ପାତ୍ର): ମାଲକାନଗିରି ସ୍ବାଭିମାନ ଅଞ୍ଚଳରୁ ଡିଭିଏଫ ଯବାନମାନେ କମ୍ବିଂ ଅପରେସନ କରିବା ସମୟରେ ବିପୁଳ ପରିମାଣରେ ମାଓ ସାମଗ୍ରୀ,ବିଦ୍ଯୁତ ତାର ସହ ବିସ୍ଫୋରକ ଜବତ କରାଯାଇଥିବା ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ହୃଷିକେଶ ଡି ଖିଲାରୀ ପ୍ରକାଶ…

ସ୍ୱାଭିମାନ ଅଚଂଳ ରେ ପୁଣି ନକ୍ସଲଙ୍କ ପତିଆରା ଆରମ୍ଭ 

ପ୍ରଜାକୋଟରେ ନିସ୍ପତି ନେଲେ, ଗୋଟିଏ ପରିବାରକୁ ଗାଁରୁ ବିତାଡିତ କଲେ । ମାଲକାନଗିରି (ବି ଶ୍ରୀନିବାସ ପାତ୍ର ) :  ଗତ ନଭେମ୍ବର ମାସ ୨୬ ତାରିଖ ଦିନ ହୋଇଥିବା ଏନକାଉଣ୍ଟରକୁ ପାଇଁ ପୋଲିସ ଇନଫର୍ମର ସନ୍ଦେହ କରି ମାନୁ ଗଲୋରୀଙ୍କୁ ବିତାଡିତ କଲେ ସ୍ଥାନୀୟ ବାସିନ୍ଦା | ତିନିଦିନ ପୁର୍ବରୁ…

ଭୁବନେଶ୍ୱରରେ ଖୋଲିଲା ମୋଣ୍ଟେକାର୍ଲୋର ଦ୍ୱିତୀୟ ଏକ୍ସକ୍ଲୁସିଭ୍ ଷ୍ଟୋର୍ 

ଭୁବନେଶ୍ୱର (ଶାସକ ପ୍ରଶାସକ) ସମସ୍ତ ୠତୁରେ ବ୍ୟବହାର ଉପଯୋଗୀ ଏବଂ ଅତି ଆରାମ ଦାୟକ ପୋଷାକ ପତ୍ର ନିର୍ମାତା ତଥା ଭାରତର ଅନ୍ୟତମ ପ୍ରିମିୟମ୍ ପୋଷାକ ବ୍ରାଣ୍ଡ - ମୋଣ୍ଟେକାର୍ଲୋ ଫେଶନ୍ସ ଲିମିଟେଡ୍ ଓଡ଼ିଶାର ପୋଷାକ ପ୍ରେମୀ ଗ୍ରାହକଙ୍କ ଚାହିଦାକୁ ସମ୍ମାନ ଜଣେଇ ଏବଂ ଗ୍ରାହକଙ୍କ ସୁବିଧା…

କିଶୋର ମନ ଏତେ ବିଭତ୍ସ ଯେ ହୋଇପାରେ…..!!!

‘ପରୀକୁ ହତ୍ୟା କରିବା ପରେ ତା’ ମୃତଦେହ ସହ ଦୁଷ୍କର୍ମ କରିଥିଲା ସରୋଜ ମୁଖ୍ୟ ଅଭିଯୁକ୍ତ ସରୋଜକୁ ରିମାଣ୍ଡରେ ଆଣିବ ଏସଆଇଟି  ପରୀର ଲେଗଇନ୍ସ ଖୋଜିବା ପାଇଁ ଶୁଖାଯାଉଛି ପୋଖରୀ ଭୁବନେଶ୍ଵର: କିଶୋର ମନ ଏତେ ବିଭତ୍ସ ହୋଇପାରେ ! ଏତେ ନୃସଂଶତା ତା ମନ ଭିତରେ ବାସ ବାନ୍ଧିଥାଏ |…

ସାକ୍ଷୀ ରହିଲା ସମ୍ବିଧାନ : ବିବାହ ଡୋରିରେ ବାନ୍ଧି ହେଲେ ଦୁଇଟି ଜୀବନ

ବରଣମାଳା ଦେଇ ଜୀବନ ସାଥୀ ହେଲେ ଅନ୍ତର୍ଯ୍ୟାମୀ ଓ ମଞ୍ଜୁଲତା। ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ଆଜିର ଆଧୁନିକ ଯୁଗରେ ବିଭିନ୍ନ ସମ୍ପ୍ରଦାୟରରେ ବିବାହ ବନ୍ଧନର ପରମ୍ପରା ବହୁ ନିରାଡମ୍ବର ଭାବରେ ହେବା ସହିତ ବହୁଳ ଅର୍ଥ ଖର୍ଚ୍ଚ କରା ଯାଇ ବିବାହ ଉତ୍ସବ କରାଯାଉଛି। ହେଲେ କରୋନା ମହାମାରୀ…

ଇନଷ୍ଟିଚ୍ୟୁଟ ଅଫ ସ୍କଲାର୍ସ ଦ୍ୱାରା ସୋଆର ଗବେଷକ ସମ୍ମାନିତ

ଭୁବନେଶ୍ୱର,(ଶାସକ ପ୍ରଶାସକ)  : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ଲେସମେଂଟ ଅଫିସର ଶ୍ରୀ ସତିଶ କୁମାର ସାମଲ ଇନଷ୍ଟିଚ୍ୟୁଟ ଅଫ ସ୍କଲାର୍ସ ଦ୍ୱାରା ୨୦୨୦ ପାଇଁ ୟଙ୍ଗ ରିସର୍ଚ୍ଚର (ଯୁବ ଗବେଷକ) ସମ୍ମାନରେ ସମ୍ମାନିତ ହୋଇଛନ୍ତି ।  ଗତ ଶନିବାର ଦିନ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ…