୭୦ ବର୍ଷର ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଣେଶନଗର ବାବାପଡ଼ାରେ ଜଣେ ୭୦ ବର୍ଷ ବୟସ୍କ ବରିଷ୍ଠ ନାଗରିକ ବେକରେ ଲୁଙ୍ଗି ଗୁଡ଼ାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସମିଲ ତାଣ୍ଡି ନାମକ ଏହି ବରିଷ୍ଠ ନାଗରିକ କିଛିଦିନ ହେଲା ମାନସିକ ଚାପରେ ଥିଲେ  ବୋଲି…

ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୃତି ରକ୍ଷା ନ କରିବା ସହିଦମାନଙ୍କ ପ୍ରତି ଅପମାନ :ମହାସଭା। 

ଶହୀଦଙ୍କ ୧୬୦ତମ "ଆତ୍ମୋତ୍ସର୍ଗ" ଦିବସ ପାଳିତ। ଝାରସୁଗୁଡ଼ା :(ସୁଭାଷ ସହାରେ)-କୋଲାବିରା ଗଢ଼ଠାରେ ଆଜି କୋଲାବିରା ଜମିଦାର କରୁଣାକର ସିଂହ ନାଏକ ଭାଇ ଖଗ ନାଏକ ଓ ପୁତୁରା କହ୍ନେଇ ନାଏକଙ୍କ ୧୬୦ ତମ "ଆତ୍ମୋତ୍ସର୍ଗ" ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା, ସମ୍ମିଲିତ ଆଦିବାସୀ ସମାଜ ଓ…

ସମ୍ବଲପୁର ଡିଭିିଜନ ଜୀବନ ବୀମା କର୍ମଚାରୀ ସଂଘର ୩୫ତମ ବାର୍ଷିକ ସମ୍ମିଳନୀ।

କମରେଡ ରତ୍ନାକର ପ୍ରଧାନଙ୍କୁ ନାଗରିକ ବୀମା ସମ୍ମାନ।  ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ଝାରସୁଗୁଡ଼ାର ବେହେରାମାଲସ୍ଥିତ ଜୀବନଜ୍ୟୋତି ଭବନଠାରେ ଜୀବନ ବୀମା କର୍ମଚାରୀ ସଂଘର ୩୫ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସଭାର ଅଧ୍ୟକ୍ଷତା କରିଥିଲେ ସଂଘର ସଭାପତି କମ୍ରେଡ ଅରୁନ…

ଅପରାଧିଙ୍କ ପାଇଁ ସ୍ବର୍ଗ ପାଲଟିଛି ରମ୍ପେଲା ବ୍ରିଜ। 

ଝାରସୁଗୁଡ଼ାରେ ସକ୍ରିୟ ହେଲେ ଲୁଟେରା ଗ୍ୟାଙ୍ଗ  ଝାରସୁଗୁଡ଼ା :(ସୁଭାଷ ସହାରେ) - ଦିନକୁ ଦିନ ଅପରାଧୀମାନଙ୍କ ପ୍ରଭାବ ଝାରସୁଗୁଡ଼ା ଜିଲ୍ଲାରେ ବଢ଼ି ଚାଲିଛି। କୌଣସି ସ୍ଥାନରେ ଏକାକୀ ରାତ୍ରିରେ ଯାତ୍ରା କରିବାକୁ ସୁରକ୍ଷିତ ମନେ କରୁନାହାଁନ୍ତି ଲୋକେ। ଏବେ ପୁଣି ଥରେ ସକ୍ରିୟ ହୋଇପଡ଼ିଛନ୍ତି…

ସମାଜ ସେବିକା ମହିଳା ସଂଗଠନ ପୁଣି ଆଗେଇ ଆସିଲେ ମହିଳାଙ୍କ ସହାୟତା ପାଇଁ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ପରୋପକାରକୁ ବ୍ରତ ଭାବରେ ଗ୍ରହଣ କରିଥିବା "ସମାଜ ସେବିକା ମହିଳା ସଂଗଠନ" ବାରମ୍ବାର ଲୋକଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇ ସେମାନଙ୍କ ବିପଦ ସମୟର ସାଥୀ ହୋଇ ଛିଡ଼ା ହେଉଛନ୍ତି। ଆଜି ମଧ୍ୟ ଏହିପରି ଏକ ମହାନ କାର୍ଯ୍ୟ କରି ସଂଗଠନ ଓ ଏହାର ସଭାପତି…

ନଅ ମାସର ବ୍ୟବଧାନ ପରେ ଖୋଲିଲା ଶ୍ରୀମନ୍ଦିର ଦରଜା , ଏଥର ଦର୍ଶନ ଦେବେ କାଳିଆ ରାଜା 

ପ୍ରଥମେ ସେବାୟତ, ତାପରେ ପୁରୀ ସହରବାସୀ ଜାନୁଆରୀ ୩ରୁ ଦର୍ଶନ ସୁଯୋଗ ପାଇବେ ପୁରୀ ବାହାରର ଶ୍ରଦ୍ଧାଳୁ ପୁରୀ (ସ୍ୱତନ୍ତ୍ର ପ୍ରତିନିଧି ) ନୀତି ପ୍ରତିଦିନ ଯାହାକୁ ଗହଳଚହଳ ଲୋଡ଼ା, ଭକ୍ତମାନଙ୍କ ସହ ଆଖିରେ ଆଖି ନ ମିଳେଇଲେ ଯାହାର ମନ ଅଥୟ ହୋଇ ଉଠେ, ସେ ବା ଆଉ କେତେଦିନ ତା…

୨୨ ଦିନ ପରେ ନାଳରୁ ଉଦ୍ଧାର ହେଲା ନିଖୋଜ ଯୁବକର ମୃତଦେହ; ହତ୍ୟା ସନ୍ଦେହ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଂଜାମ ଜିଲ୍ଲା ତାରସିଂ ଥାନା ଅଧିନ ଟାଙ୍ଗଣ ଗ୍ରାମ  ନିକଟସ୍ଥ କତରା ନାଳ ନିକଟରୁ ଆଜି ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଛି ତାରସିଂ ପୋଲିସ। ମୃତ ଯୁବକ ଜଣକ ହେଉଛନ୍ତି ଟାଙ୍ଗଣ ଗ୍ରାମର କୋକ ସାହୁଙ୍କ ପୁଅ ମିଥୁନ ସାହୁ(୨୪)। ପ୍ରକାଶ ଯେ ମିଥୁନ ଚଳିତ ମାସ ୨…

ଭଞ୍ଜନଗର ଏନ.ଏ.ସି ଅଂଚଳରେ ଏସ୍ଏଚଜି ର ବିକାଶ ପାଇଁ ଯୋଜନା 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର  ଏନ.ଏ.ସିର ବିଭିନ୍ନ ୱାର୍ଡ ରେ ଥିବା ୧୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିକାଶ ପାଇଁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି। ଏଣୁ ଏନ.ଏ.ସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ପୂର୍ବାପେକ୍ଷା ସେମାନେଙ୍କୁ ବର୍ତ୍ତମାନ ଅଧିକ ଗୁରୁତ୍ୱ ଦିଆଯାଇଛି।…

ଭାରତ ଜ୍ଞାନ ବିଜ୍ଞାନ ସମିତିର ୩୨ ତମ ସ୍ଵନକ୍ଷତ୍ର ଦିବସ ପାଳିତ।

ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀ ) -  ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ଭାରତ ଜ୍ଞାନ ବିଜ୍ଞାନ ସମିତିର ୩୨ ତମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଡ଼଼ଃ  ଜୟ ଦେବ ଗୌଡ଼ଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ…

ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ଦୁଇ ୧୯୯୬ ବ୍ୟାଚର ବନ୍ଧୁମିଳନ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ୧୯୯୬ ବ୍ୟଚ ର ଛାତ୍ର ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଲଗୁଣ୍ଠା ବ୍ରାହ୍ମଣୀ ଦେବୀ ଙ୍କ ପୀଠରେ ସମସ୍ତେ ଏକାଠି ହୋଇଥିଲେ । ଚାରିମାସ ପୂର୍ବରୁ ଶୁଭେନ୍ଦୁ ଗୈଡ ସମସ୍ତ ସହପାଠୀ…