ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ନାଁ ବଦଳିଲା ପରେ ଅସନ୍ତୁଷ୍ଟ ଭାରତ ମୁଣ୍ଡା ସମାଜ 

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ସହୀଦ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିବାକୁ ଦାବି  ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି ଭଙ୍ଗା ଯିବାକୁ ନିନ୍ଦା , ନୂଆ ମୂର୍ତ୍ତି ସ୍ଥାପନା ଦାବି   ବାରିପଦା(ଦିଲ୍ଲୀପ ମହାଂରି)- - ଭାରତ ମୁଣ୍ଡା ସମାଜ ଓଡିଶା ରାଜ୍ୟ ସଭାପତି…

”ବିଶ୍ୱାସଘାତକତା କରିଛନ୍ତି ସୁଦାମ ମାରାଣ୍ଡି” 

ଆଦିବାସୀ ଯୁବଛାତ୍ର ସଂଗଠନ ପକ୍ଷରୁ ରାଜସ୍ୱମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ  ବାରିପଦା(ଦିଲ୍ଲୀପ ମହାନ୍ତି)-  ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ନାମରେ ନାମିତ କରାଇବା ନିମନ୍ତେ ବାଙ୍ଗିରିପୋଷି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତ୍ରୀ…

ଏସସି ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍ ପରବର୍ତୀ ବୃତ୍ତି ଯୋଜନାରେ ୬୦% ଅର୍ଥ କେନ୍ଦ୍ର ଯୋଗାଇଦେବା ନିଷ୍ପତି ଐତିହାସିକ…

ଏସସି ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ରର ୫୯ ହଜାର କୋଟିର ମାଟ୍ରିକ ପରବର୍ତୀ ବୃତ୍ତି ଯୋଜନା ମଞ୍ଜୁରିକୁ ସ୍ୱାଗତ   ନୂଆଦିଲ୍ଲୀ/ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୫୯…

ଜିଲ୍ଲାସ୍ତରୀୟ ଧାନ କ୍ରୟ ମଣ୍ଡି ଉଦଘାଟିତ : ୩୬,୪୧୭ ମେଟ୍ରିକ ଟନ୍ ଧାନ ସଂଗ୍ରହର  ଲକ୍ଷ୍ୟ ଧାର୍ଯ୍ୟ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ୨୦୨୦-୨୧ ଖରିଫ ବର୍ଷର ଏଫ:ଏ:କ୍ୟୁ: ମାନର ଧାନ ବିଭିନ୍ନ ସମବାୟ ସମିତି ମାଧ୍ୟମରେ ଧାନ ସଂଗ୍ରହ ନିମନ୍ତେ , ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟର ମୁଖ୍ୟ ବଜାର ପ୍ରାଙ୍ଗଣ ଠାରେ ପାରଳାଖେମୁଣ୍ଡି…

 “ପୁରୀ ଜଗନ୍ନାଥ ମନ୍ଦିର ଖୋଲିଲାଣି, ଏଥର ଆମ ମନ୍ଦିର ବି ଖୋଲୁ”

ବ୍ରଜରାଜନଗରର ଆରାଧ୍ୟା ଦେବୀ ରାମଚଣ୍ଡୀ ମନ୍ଦିର ଖୋଲିବା ପାଇଁ ଦାବି।  ଝାରସୁଗୁଡ଼ା :(ସୁଭାଷ ସହାରେ)-ଆସନ୍ତା ଜାନୁଆରୀ ୩ ତାରିଖରୁ ଖୋଲା ହେବ ପୁରୀ ଜଗନ୍ନାଥ ମନ୍ଦିର। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିର ପ୍ରତିକ୍ରିୟା ବର୍ତ୍ତମାନ ଆସିବାକୁ ଆରମ୍ଭ ହୋଇଯାଇଛି।ଏହି ନିଷ୍ପତ୍ତିକୁ ସ୍ବାଗତ…

ଢ଼ୋଲ ଖାଉଛି ପାହାର, ପଇସା ଖାଉଛି ହାଡ଼ି 

 ରାସ୍ତାରେ ଚାଲୁଛି ଏମସିଏଲର ଭାରୀଯାନ, ଗ୍ରାମବାସୀ ଖାଉଛନ୍ତି ଧୂଳି।  ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରସ୍ଥିତ ମଧୁବନନଗର ବାଇପାସ୍ ରାସ୍ତା ପାଲଟିଛି ଲୋକଙ୍କ ପାଇଁ ଘୋର ସମସ୍ୟାର କାରଣ। ଲଚକୁରା କୋଇଲା ଖଣିଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ବାଇପାସ୍ ରାସ୍ତାରେ…

କିଏ ଭାବିବ ଏଇ ଜନ୍ତୁ ଜଣକ ବାଇକ ଚୋର ବୋଲି !!!

ଅପରାଧର ନିଆରା ଶୈଳୀ ଆପଣେଇଥିଲେ ଯୁବକ  ଯୁବତୀ ବେଶରେ ଅପରାଧ କରୁଥିଲେ, ଆଜି ବନ୍ଧା ହେଲେ   ଝାରସୁଗୁଡ଼ା :(ସୁଭାଷ ସହାରେ)-ଅପରାଧପ୍ରବଣତା ମଣିଷକୁ ନୂଆ ନୂଆ ଉପାୟ ଅବଲମ୍ବନ କରି ଅପରାଧ କରିବାକୁ ପ୍ରୋତ୍ସାହନ ଯୋଗାଏ। ଅପରାଧି ଥରେ ଥରେ ଏପରି ଉପାୟ ଅବଲମ୍ବନ କରେ ଯେ ଶୁଣିଲେ ଆଶ୍ଚର୍ଯ୍ୟ…

ବଦଳିଲେ ଝାରସୁଗୁଡା ଏସପି 

ଝାରସୁଗୁଡ଼ା :(ସୁଭାଷ ସହାରେ) - ବଦଳିଲେ ଝାରସୁଗୁଡା ଏସପି | ପୋଲିସ ବିଭାଗରେ ରାଜ୍ୟ ସରକାର କରିଥିବା ବଡ଼ ଧରଣର ଅଦଳବଦଳ କ୍ରମରେ  ଝାରସୁଗୁଡ଼ା ଏସପି ରାହୁଲ ପି ଆରଙ୍କୁ ଯାଜପୁରକୁ ବଦଳି କରାଯାଇଛି | ଭଦ୍ରକର ଆଇୟୁସିଏଡବ୍ଲୁର ଅତିରିକ୍ତ ଏସ ପି ବିକାଶ ଚନ୍ଦ୍ର ଦାସ,ଓପିଏସଙ୍କୁ ଝାରସୁଗୁଡ଼ା…

“ସତ୍ୟକୁ ଉନ୍ମୋଚିତ କରିବା ପାଇଁ ଐତିହାସିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି’ : ମନ୍ତ୍ରୀ ଡ.…

ନବନିଯୁକ୍ତ ଅଧ୍ୟାପିକ ଓ ଅଧ୍ୟାପିକାମାନଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ନିମନ୍ତେ ୮୦ ଜଣ ଅଧ୍ୟାପକଙ୍କ ନିଯୁକ୍ତି "ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ନିମନ୍ତେ ବ୍ୟାପକ ପ୍ରକ୍ରିୟା ଚାଲିଛି'…

 ବିଜେପି ହାତରୁ ଜିଲ୍ଲା ପରିଷଦ ଆସନ ଛଡାଇ ନେଲା ବିଜେଡି 

କମୁଛି କନକଙ୍କ ଧାକ, ବଢିଛି ସରୋଜଙ୍କ ପତିଆରା   ବଲାଙ୍ଗୀର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର): ବଲାଙ୍ଗୀର ଜିଲ୍ଲାରେ ଅନୁଷ୍ଠିତ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେପିକୁ ଲାଗିଛି ଶକ୍ତ ଝଟକା | ବିଜେପି ହାତରେ ଥିବା ଜିଲ୍ଲା ପରିଷଦ ଆସନଟିକୁ ଛଡାଇ ନେଇଛି ବିଜେଡି | ଚାରି…