ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପତ୍ର ଲେଖି ଦାବି ଜଣାଇଲେ ଜିଲ୍ଲା ବିଜେଡି ଏସସି ସେଲ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଅନୁସୂଚିତ ଜାତିର ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜେଡି ଜିଲ୍ଲା ଏସସି ସେଲ ତରଫରୁ ଝାରସୁଗୁଡ଼ାର ନିର୍ମାଣଧୀନ ନୂତନ ବସଷ୍ଟାଣ୍ଡକୁ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗୀୟ ବିହାରୀ ରାମ ତନ୍ତୀଙ୍କ ନାମରେ ନାମିତ କରିବା ପାଇଁ ଝାରସୁଗୁଡ଼ା ବିଧାୟକ ତଥା…

ରାତ୍ରିକାଳୀନ ଅସ୍ଥାୟୀ ଆଶ୍ରୟ ଶିବିର ନିର୍ମାଣ ନେଇ ଦାବି ଜଣାଇଲା ବ୍ରଜରାଜନଗର ବିକାଶ ମଞ୍ଚ। 

ଝାରସୁଗୁଡ଼ା :(ସୁଭାଷ ସହାରେ):  ବ୍ରଜରାଜନଗରଠାରେ ଏକ ଶୀତକାଳୀନ ରାତ୍ରିରେ ଗୂହହୀନ ଲୋକଙ୍କ ପାଇଁ ଏକ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ବ୍ରଜରାଜନଗର ପୌରାଞ୍ଚଳର ମୂଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରି ଏକ ଦାବିପତ୍ର ଆଜି ଝାରସୁଗୁଡ଼ା ବିକାଶ ମଞ୍ଚ ଦେଇଛନ୍ତି। ପତ୍ରରେ…

ଦେବାଂଶୀ ନୃତ୍ୟାନୁଷ୍ଠାନ  ସାଂସ୍କୃତିକ ଆନ୍ଦୋଳନର ବାହକ ହେଉ-ମନ୍ତ୍ରୀ ରଘୁନନ୍ଦନ ଦାସ 

ସପ୍ତଶଯ୍ୟା ଉତ୍ସବ-୨୦୨୦ ଉଦ୍ଘାଟିତ  ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ନୃତ୍ୟାନୁଷ୍ଠାନ  ଦେବାଂଶୀ ଡ୍ୟାନ୍ସ ଏକାଡେମୀର ଭୁବନେଶ୍ୱର ଶାଖା  ତରଫରୁ ସପ୍ତଶଯ୍ୟା ଉତ୍ସବ-୨୦୨୦ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ସୁର୍ ଭାଇବ୍ରେସନ ଷ୍ଟୁଡିଓ,ଭୁବନେଶ୍ୱର ଠାରେ…

କ୍ରିଷ୍ଣା କପ୍ କ୍ରିକେଟ୍: ମହୁଲପାଲି ସେମିରେ

ପଦ୍ମପୁର:ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ ପ୍ରଥମ ମ୍ୟାଚରେ ବୁଧାପାଲି ଦଳ କୁଧରେନପାଲି ଦଳକୁ  ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ମହୁଲପାଲି ଦଳ ସରଗାଡ଼  ଦଳକୁ ହରାଇ କ୍ବାଟର ଫାଇନାଲ ରେ…

ଶିକୁଳିରେ ବନ୍ଧା ହୋଇ ବିତୁଛି ଦୁଇଟି ଜୀବନ ।

  ମାଲକାନଗିରି: (ବି ଶ୍ରୀନିବାସ ପାତ୍ର): ମାଲକାନଗିରି ଜିଲ୍ଲ ଅନ୍ତର୍ଗତ ମାଥିଲି ବ୍ଲକର ବଲଦିଆଗୁଡାରେ ବାସ କରୁଛନ୍ତି କୃଷ୍ଣ ଦାସ। କୃଷ୍ଣ ଦାସଙ୍କର ଏକ ସୁଖୀ ପରିବାର ଥିଲା। ଦୁଇ ପୁଅ ଏବଂ ଗୋଟିଏ ଝିଅ ସହ କୃଷ୍ଣ ସୁଖରେ ଦିନ କାଟୁଥିଲେ। ବ୍ଲକର ଜଳ ଓ ପରିମଳ ବିଭାଗରେ ଏସିଏମ ଭାବେ କାମ…

ସହରାଞ୍ଚଳ ବିକାଶରେ ଓଡିଶା ହେବ ରୋଲ ମଡେଲ – ମୁଖ୍ୟମନ୍ତ୍ରୀ

ସହାରାଞ୍ଚଳର ଯୋଜନାବଦ୍ଧ ବିକାଶ ଦିଗରେ ନୂଆ ପଦକ୍ଷେପ ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଗ୍ରାମବାସୀଙ୍କୁ ପଟ୍ଟା ବଣ୍ଟନ ଭୁବନେଶ୍ବର, (ଶାସକ ପ୍ରଶାସକ)- ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ବର ଉପକଣ୍ଠର ୪ଟି ଗାଁ ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର…

ଗଛରୁ ପଡ଼ି ନାବାଳକ ମୃତ l 

କାଲିମେଳା(ବି ଶ୍ରୀନିବାସ  ପାତ୍ର): ବରକୋଳି ଗଛରୁ ଖସିପଡ଼ିବାରୁ ଜଣେ ନାବାଳକ ମୃତ୍ୟୁ ହୋଇଛି। ଘଟଣାଟି ଘଟିଛି କାଲିମେଳା ବ୍ଲକ ଅନ୍ତର୍ଗତ ବେଜାଙ୍ଗିବାଡ଼ା ପଞ୍ଚାୟତର  ବେହେରାଗୁଡ଼ା ଗ୍ରାମରେ । ମୃତକଜଣକ ହେଲେ ଭଗବାନ ବେହେରାଙ୍କ ୯ ବର୍ଷର ପୁଅ ସୁମନ ବେହେରା। ସୁମନ ନିଜ ସାଙ୍ଗମାନଙ୍କ ସହ…

“ଛାତ୍ର ବିଜେଡି ଏକ ମସ୍ତକ ବିହୀନ ସଂଗଠନ”

 ଛାତ୍ର ବିଜେଡି ଛାତ୍ର ବା ରାଜ୍ୟ ସ୍ୱାର୍ଥ ପାଇଁ କେବେ ଲଢ଼ିନି : ୟାସିର ନୱାଜ ଭୁବନେଶ୍ୱର (ଶାସକ ପ୍ରଶାସକ)– ବିଜେଡିର ଛାତ୍ର ସଂଗଠନ ଛାତ୍ର ସ୍ୱାର୍ଥ ପାଇଁ କେବେ ଲଢ଼ି ନଥିବା ଏକ ମସ୍ତକବିହୀନ ସଂଗଠନ । ରାଜ୍ୟରେ ୨୦ ବର୍ଷର ନବୀନ ଶାସନର ଭ୍ରଷ୍ଟାଚାର  ଓ ଦୁର୍ନୀତି ଓ ମୋଦିଙ୍କର…

ଜାନୁଆରୀରେ ୧ ‘କୋଶଳ କଳା ମଣ୍ଡଳ’ର ପ୍ଲାଟିନମ୍‌ ଜୁବ୍‌ଲି 

ବଲାଙ୍ଗୀର(ନିରୋଜ ମିଶ୍ର) :  ଆସନ୍ତା ଜାନୁଆରୀ ୧ ତାରିଖ ଦିନ ବଲାଙ୍ଗିର ସହରରେ ଅବସ୍ଥିତ ଐତିହ୍ୟ ସଂପନ୍ନ ପୀଠ ‘କୋଶଳ କଳା ମଣ୍ଡଳ’ର ପ୍ଲାଟିନମ୍‌ ଜୁବ୍‌ଲି ପାଳିତ ହେବ । ଏହି ଅବସରରେ ଏକଦା କୋଶଳ କଳା ମଣ୍ଡଳରୁ ପ୍ରକାଶ ପାଉଥିବା ଏବଂ ସାରା ଓଡ଼ିଶାରେ ସୁନାମ ଅର୍ଜନ କରିଥିବା ମାସିକ…

ଅମିତ ଶାହାଙ୍କ ଆସାମ ଗସ୍ତ ପୂର୍ବରୁ  ବୈଜୟନ୍ତ ପଣ୍ଡାଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

  ଭୁବନେଶ୍ବର- ଆସନ୍ତା ୨୬ ତାରିଖରେ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଆସାମ ଗସ୍ତ କରୁଥିବା ପରିପ୍ରେକ୍ଷୀରେ ବିଭିନ୍ନ ଯୋଜନାର ତଥା ବିଜେପି ଆସାମ ପ୍ରଦେଶର ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଶ୍ରୀ ବୈଜୟନ୍ତ ପଣ୍ଡା ବୁଧବାର ଆସାମରେ…