ବଣିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

ବୁଗୁଡା: (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଏକ ଗ୍ରାମପଞ୍ଚାୟତ ହେଲେ ମଧ୍ୟ ଏହାର ଆଖପାଖ ପ୍ରାୟ ପଚାଶ ଖଣ୍ଡ ଗାଁ ର ବ୍ୟବସାୟିକ ପେଣ୍ଠସ୍ଥଳୀ ଅଟେ । ଗତ ଦିନମାନଙ୍କରେ କରୋନା ପ୍ରଭାବିତ ହୋଇ ବାଲିପଦର ଗ୍ରାମବାସୀ ତଥା ବ୍ୟବସାୟୀମାନେ ନାହିଁ ନ ଥିବା ଭୟ ଓ…

ଗଂଜାମ ଜିଲ୍ଲା ସ୍ୱଚ୍ଛତାଗ୍ରାହୀ ସଂଙ୍ଗଠନର ପ୍ରଥମ ବୈଠକ

ବୁଗୁଡା: (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଦ୍ଧଖୋଲ ପାଦଦେଶରେ ରବିବାର ଦିନ ଗଂଜାମ ଜିଲ୍ଲାର ୨୨ଟି ବ୍ଲକର ସ୍ୱଚ୍ଛତାଗ୍ରାହୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତାରିଣୀ ଭୂୟାଁ ଅଧ୍ୟକ୍ଷତା କରି ସ୍ୱଚ୍ଛତାଗ୍ରାହୀମାନଙ୍କ ବିଭିନ୍ନ ସମସ୍ୟା ସଂପର୍କେ ଆଲୋଚନା କରିଥିଲେ । ଏହି…

ଦିବଂଗତ  କରୋନାଯୋଦ୍ଧାଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୦ ଲକ୍ଷ ପ୍ରଦାନ

ମାଲକାନଗିରି (ବି ଶ୍ରୀନିବାସ ପାତ୍ର)- ମହାମାରୀ କୋରନାରେ ପ୍ରାଣ ହରାଇଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ବିଜାପଦରରେ କାର୍ଯ୍ୟରତ ଥିବା ଫାର୍ମାସିଷ୍ଟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତାଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ବୀମାରାଶି ପ୍ରଦାନ କରାଯାଇଛି ।  …

 ମାଲକାନଗିରି ବନାଞ୍ଚଳ ଦ୍ୱାରା ଗୁରୁତର ଆହତ ହେଟାବାଘ ଉଦ୍ଧାର ।

ମାଲକାନଗିରି ଜିଲ୍ଲା(ବି ଶ୍ରୀନିବାସ ପାତ୍ର) : ମାଲକାନଗିରି ବନାଞ୍ଚାଳ ନିକଟସ୍ଥ ଏମଭି-୧୩ ପାର୍ଶ୍ବରେ ଥିବା ଦରିଗୁଡା ଗ୍ରାମ ନିକଟରେ ଆଜି ବନାଞ୍ଚଳ କର୍ମଚାରୀମାନେ ଏକ ହେଟା ବାଘକୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଛନ୍ତି  । ଗତ ରାତିରେ ହେଟା ବାଘଟି ଖାଦ୍ଯ ଅନ୍ବେଷଣରେ ଜଙ୍ଗଲରେ ବିଚରଣ…

୩ୟ ଦିନରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ପୁରୀବାସୀ

ପୁରୀ/ସ୍ୱତନ୍ତ୍ରପ୍ରତିନିଧି: ତୃତୀୟ ଦିନରେ ମହାପ୍ରଭୁଙ୍କ ଦୂର୍ଲଭ ଚକାନୟନକୁ ଦର୍ଶନ କରୁଛନ୍ତି ପୁରୀବାସୀ  । ଆଖିରେ ଆଖି ମିଶାଇ ଦୀର୍ଘ ଦିନର ଦୁଃଖ, ସମସ୍ୟା, ଅଭିମାନ ଆଦିକୁ ହାତଟେକି ବଖାଣୁଛନ୍ତି ଶ୍ରୀକ୍ଷେତ୍ରବାସୀ ।ହଜି ଯାଉଛନ୍ତି ମହାପ୍ରଭୁଙ୍କର ଚକାଚକା ଆଖି ଓ ହସହସ ଶ୍ରୀମୁଖରେ । …

ଲାଡ଼ରେ ମଶାରୀ ବଣ୍ଟନରେ ଅନମିୟତା ଅଭିଯୋଗ

କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମପଞ୍ଚାୟତ ଲାଡ଼ ଅଙ୍ଗନବାଡି କେନ୍ଦ୍ର-୧ ଠାରେ ଚାଲିଥିବା ମଶାରୀ ବଣ୍ଟନରେ ଅନମିୟତା ହେଉଥିବା ଗ୍ରାମବାସୀଙ୍କ ଅଭିଯୋଗ ହୋଇଛି l ଏ ଏନ ଏମ୍ କର୍ମୀ ସଂଯୁକ୍ତା ପଣ୍ଡାଙ୍କ ତତ୍ତ୍ଵାବଧାନରେ…

 ବାଲେଶ୍ୱର ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମି ଏବଂ ଏସ୍.ଟି.ପି.ଆଇ. କେନ୍ଦ୍ର ଅଗ୍ରଗତି ସମୀକ୍ଷା କଲେ  ମନ୍ତ୍ରୀ…

ଭୁବନେଶ୍ୱର(ଶାସକ ପ୍ରଶାସକ) ;  ଇଲେକ୍ଟ୍ରୋନିକ୍ସ , ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ବାଲେଶ୍ୱର ଜିଲ୍ଲା ଗସ୍ତ କରି କ୍ରୀଡ଼ା ଭିତ୍ତିଭୂମି ସହିତ ଏସ.ଟି.ପି.ଆଇ. କେନ୍ଦ୍ରର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ୨୭ ତାରିଖ ଅପରାହ୍ନରେ…

ଢାକା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି’କୁ 2 ପୁରସ୍କାର 

ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ,  ଏ.କେ ବୀର ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକ   ଭୁବନେଶ୍ୱର (ଶାସକ ପ୍ରଶାସକ): 24 ଡିସେମ୍ବରରୁ 26 ଡିସେମ୍ବର ଯାଏ ଢାକା ଠାରେ ଆୟୋଜିତ ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ 'ଅନ୍ତର୍ଧ୍ୱନି'କୁ 2ଟି ପୁରସ୍କାର ମିଳିଛି |…

ବାହାଡ଼ାପଦର ଚକରା ବିଷୋୟୀ ସାର୍କିଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ; ଘୁମୁସର ନୂଆଗାଁ ଟ୍ରଫି ବିଜୟୀ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ବ୍ଳକ ବାହାଡ଼ାପଦର ହାଇସ୍କୁଲ ପଡିଆ ଠାରେ ଗତକାଲି ଆରମ୍ଭ ହୋଇଥିବା ଚକରା ବିଷୋୟୀ କ୍ରିକେଟ ଟୁର୍ଣ୍ଣାମେଂଟ ରବିବାର ଉଦଯାପିତ ହୋଇଯାଇଛି। ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟରେ ରାତ୍ରି ଓ ଦିନରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଟୁର୍ଣ୍ଣାମେଂଟରେ ମୋଟ…

ବଦାଙ୍ଗି ଠାରେ ହାତୀ ଆକ୍ରମଣରେ ଜଣେ ମୃତ  ଜଣେ ଗୁରୁତର 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଲେରି ନିକଟସ୍ଥ ବଦାଙ୍ଗି ନୂଆଁପଲ୍ଲୀ ରେ ହାତୀଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ଭାବେ ଥିବା ଖବର ମିଳିଛି । ୨୨ ଟିକିଆ ହାତୀପଲ ସେହି ଅଞ୍ଚଳରେ ଗତକିଛିଦିନ ଧରି ଉପଦ୍ରବ ଚଳାଇଆସୁଥିଲେ । ଆଜି ହାତୀ ପଲକୁ ଘଉଡାଉଥିବା ବେଳେ ହାତୀ…