“ରାଜ୍ୟ ସରକାର ଅନୁସୁଚିତ ଜାତି ବର୍ଗର  ଆର୍ଥିକ ବିକାଶ ରେ ରାଜ୍ୟ ସରକାର ବାଧକ ସାଜିଛନ୍ତି “

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ପାଇଁ ପୋଷ୍ଟମାଟ୍ରିକ ସ୍କୋଲାରସିପ ପାଞ୍ଚ ଗୁଣା ବୃଦ୍ଧି  ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ରାଜ୍ୟର ଅନୁସୂଚିତ ଜାତିର ସାମାଜିକ ଓ ଆର୍ଥିକ ବିକାଶ ରେ ରାଜ୍ୟ…

ମାହାଙ୍ଗା ଡବଲ ମର୍ଡର ଘଟଣାରେ ନୂଆ ମୋଡ

 "ମତେ ଘରେ ପଶି ଲଙ୍ଗଳା କରି ବାପା ପୁଅ ମାରିଥିଲେ" କଟକ (ଶାସକ ପ୍ରଶାସକ) : ମାହାଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କ ଜଘନ୍ୟ ହତ୍ୟାକାଣ୍ଡ ପଛରେ କୌଣସି ରାଜନୈତିକ ଶତ୍ରୁତା ନାହିଁ | ଏହା ବ୍ୟକ୍ତିଗତ ଶତ୍ରୁତା ଓ ପ୍ରତିଶୋଧ ପରାୟଣତା ଯୋଗୁ ହୋଇଛି | ଏ କଥା ସ୍ଵୀକାର କରିଛି…

ସୋଆରେ ଆୟୋଜିତ ହେବ ଦୂରଗାମୀ ପାଇପଲାଇନ ସମ୍ପର୍କିତ ଆନ୍ତର୍ଜାତୀୟ କର୍ମଶାଳା

ଭୁବନେଶ୍ୱର: ଖଣିଜ ପଦାର୍ଥ ପରିବହନ ନିମନ୍ତେ ରୂପରେଖ, ନିର୍ମାଣ ଏବଂ  କାର୍ଯ୍ୟ ଦୃଷ୍ଟିରୁ ଦୂରଗାମୀ ପାଇପ୍ଲାଇନ ସମ୍ପର୍କିତ ଏକ ଦୁଇ ଦିନିଆ ଭର୍ଚୁଆଲ୍ କର୍ମଶାଳା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଜାନୁଆରୀ  ୮ ତାରିଖରୁ ଆୟୋଜନ କରାଯାଉଛି ।  ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ୍…

ପକ୍ଷରୁ ଧନବାଦ ଏଲେପି ଏକ୍ସପ୍ରେସର ପୁନଃ ରହଣି ଦାବି 

 8 ତାରିଖ ରେଙ୍ଗାଲି ବନ୍ଦ ସହ ରେଲ ରୋକୋ ପାଇଁ ଚେତାବନୀ। ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ରେଙ୍ଗାଲି ନାଗରିକ କ୍ରିୟାନୁଷ୍ଠାନ  କମିଟି ପକ୍ଷରୁ କମିଟି ଆବାହକ ଅନ୍ତର୍ଯ୍ୟାମୀ ପାଣିଙ୍କ ଅଧ୍ୟକ୍ଷତାରେ ଏକ କମିଟି ବିଭାଗୀୟ ରେଳ ପରିଚାଳକ ଅଧିକାରୀଙ୍କୁ ଭେଟି  ଧନବାଦ ଏଲେପି ଏକ୍ସପ୍ରେସର…

ଆଶାର ଆଲୋକ ସାଜିଛି ପ୍ରୋଜେକ୍ଟ ସକ୍ଷମ

ମହିଳାଙ୍କ ଜୀବନକୁ ଉଜ୍ୱଳ କରୁଛି ଆଦିତ୍ୟ ଆଲୁମିନିୟମର ଏହି ମାହାତ୍ତ୍ୱାକାଂକ୍ଷୀ ପ୍ରକଳ୍ପ  ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଦିତ୍ୟ ବିର୍ଲା ଗ୍ରୁପ୍ କଂପାନି ଆଦିତ୍ୟ ଆଲୁମିନିୟମର ସିଏସ୍ଆର୍ କାର୍ଯ୍ୟକ୍ରମ ପ୍ରୋଜେକ୍ଟ ସକ୍ଷମ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ରେଙ୍ଗାଲି  ବ୍ଲକ୍ ଛଅଟି ଗ୍ରାମ…

ଝିଅକୁ ନେଇ ପୁଣି ବିବାଦରେ ସ୍ବାସ୍ଥ୍ୟମନ୍ତ୍ରୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ତାଙ୍କ ଝିଅଙ୍କ ପାଇଁ ସମସ୍ୟା ପିଛା ଛାଡ଼ୁ ନାହିଁ । ବାରମ୍ବାର ନୂଆ ନୂଆ ସମସ୍ୟା ଆସି ତାଙ୍କ ସାମନାରେ ଛିଡ଼ା ହୋଇ ଯାଉଥିବାରୁ ମିଡିଆ ସାମନାରେ ହଟହଟା ହେବାକୁ ପଡ଼ୁଛି ନବଙ୍କୁ।  ଗତକାଲି 'ଗାଁ'କୁ କାମ, ମା'ଙ୍କୁ…

ମନ୍ତ୍ରୀଙ୍କ ଗିରଫଦାରୀ ପାଇଁ ଦାବୀ କଲା ଝାରସୁଗୁଡ଼ା ବିଜେପି। 

ଝାରସୁଗୁଡ଼ା :(ସୁଭାଷ ସହାରେ) କଟକ ଜିଲ୍ଲାର ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ  ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ପାଇଁ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ତାଙ୍କର ଗିରଫଦାରୀ ଦାବି କରି ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ…

ଝାରବନ୍ଧ ରେ ଜୀବିକା ଓ ବ୍ୟବସାୟିକ ବିକାଶ ତାଲିମ ଶିବିର

ଝାରବନ୍ଧ/ ମନୋହର ଦାସ :- ବରଗଡ ଜ଼ିଲ୍ଲା ଝାରବନ୍ଧ ବ୍ଲକ ରାଜୀବ ସେବା ଭବନ ଠାରେ ସାମାଜିକ ଭିତ୍ତିଭୂମି ବିକାଶ ସଙ୍ଗଠନ ଏବଂ ନାବାର୍ଡ ର ମିଳିତ ଆନୁକୂଲ୍ୟରେ ଜୀବିକା ଓ ବ୍ୟବସାୟିକ ବିକାଶ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟିକା ଗୋଷ୍ଠି ର ମହିଳା ମାନେ ଜୈବିକ ପଦ୍ଧତି ରେ ପନିପରିବା ଚାଷ ଏବଂ…

ଗୋଳାବନ୍ଧ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ ପରିବାର ସର୍ବସାନ୍ତ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ବ୍ଲକ ଅନ୍ତର୍ଗତ ହରିଗଡ ପଞ୍ଚାୟତର ଗୋଳାବନ୍ଧ ଗ୍ରାମରେ ମଙ୍ଗଳବାର ମଧ୍ୟ ରାତ୍ରି ରେ  ଅଗ୍ନିକାଣ୍ଡଘଟି ୫ ପରିବାରର ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ମଧ୍ୟ ରାତ୍ରିରେ ସମସ୍ତେ ଶୋଇଥିବା ସମୟରେ କୈଣସି ଏକ…

ଲାଞ୍ଚ ମାମଲାରେ ଭିଜିଲାନ୍ସଦ୍ୱାରା ଗିରଫ ହେଲେ ଏନଆରଏଚଏମ୍  ଡିପିଏମ ସୁଦୀପ କେଶ । 

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଭିଜିଲାନ୍ସ ଜାଲରେ ସ୍ୱାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ ଏନ ଆର ଏଚ ଏମ ଡିପିଏମ ସୁଦୀପ କେଶ । ଖବର ଅନୁସାରେ ସୂଚନା ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ଠାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା  ଚଢ଼ାଉ ସମୟରେ ଏନଆରଏଚଏମ୍…