ଫିଟିଲା ସମାଧାନର ବାଟ, ରାସ୍ତା ରୋକରୁ ହଟିଲେ ଚାଷୀ
ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ଦୀର୍ଘ ୪୦ ଘଣ୍ଟା ରୁ ଉର୍ଦ୍ଧ୍ଵ ସମୟ ପରେ ଫିଟିଲା ସମାଧାନର ବାଟ। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଲିଖିତ ପ୍ରତିଶୃତି ପରେ ଜାତୀୟ ରାଜପଥ ଅବରୋଧର ଆନ୍ଦୋଳନରୁ ଓହରିଲେ ଆନ୍ଦୋଳନକାରୀ । ଆସନ୍ତା ୪ ଦିନ ମଧ୍ୟରେ ପ୍ରତିଶୃତି ଫଳପ୍ରଦ ନହେଲେ କୁଚିଣ୍ଡା…