ପୋଲିସ ଧରିଲା ଖିଅ : ଗିରଫ କଲା ଝିଆରୀ ହନ୍ତା ଖୁଡ଼ିକୁ
ଯୋଗେନ୍ଦ୍ରନାଥପୁର ନାବାଳିକା ହତ୍ୟା କାଣ୍ଡ ତଦନ୍ତରେ ପୋଲିସକୁ ସଫଳତା
ବରଗଡ :- ଗତ କିଛିଦିନ ଧରି ବରଗଡ଼ ପୋଲିସ ପାଇଁ ମୁଁଣ୍ଡ ବ୍ୟଥାର କାରଣ ପାଲଟି ଥିବା ପାଇକମାଲ ବ୍ଲକ ଯୋଗେନ୍ଦ୍ରନାଥପୁର ନାବାଳିକା ହତ୍ୟା କାଣ୍ଡର ଖୁଲାସା କରିଛି ପୋଲିସ । ଆଜି ସନ୍ଧ୍ୟା ରେ ବରଗଡ଼ ଏସ୍ପି ପଦ୍ମିନୀ…