ମହଙ୍ଗା ପଡ଼ିଲା ହସ୍ପିଟାଲ୍ ଭିତରେ ଲାଞ୍ଚ କାରବାର
ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ମହଙ୍ଗା ପଡ଼ିଲା ହସ୍ପିଟାଲ୍ ଭିତରେ ଲାଞ୍ଚ କାରବାର। ଜଣେ ଏସ୍ଡିଏମ୍ଓଙ୍କୁ ବଦଳି କରାଯାଇଥିବା ବେଳେ ଜଣେ ଆଟେଣ୍ଡାନ୍ସଙ୍କୁ ନିଲମ୍ବନ କରାଯାଇଛି। ଘଟଣା ଦୁଇଟି ବଲାଙ୍ଗୀର ଜିଲ୍ଲାର।ପାଟଣାଗଡ଼ ଏସ୍ଡିଏମ୍ଓ ଡାକ୍ତର ବାଚସ୍ପତି ଦାଶ ଅପରେସନ୍ ପାଇଁ ୨୦…