ଗଡ଼ିଲା “ରାଜସ୍ୱ ରଥ’ : ଲୋକଙ୍କ ହାତ ପାଆନ୍ତାରେ ମିଳିବ ରାଜସ୍ୱ ସେବା
"ଉତ୍ତମ ଶାସନର ଏକ ସର୍ବୋତ୍ତମ ଅଭ୍ୟାସ ଭାବେ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳମାନଙ୍କୁ କୋଭିଡ୍-୧୯ ମହାମାରୀ ସମୟରେ ସେମାନଙ୍କ ଜିଲ୍ଲାରେ "ରାଜସ୍ୱ ରଥ' ମାଧ୍ୟମରେ…