ମୟୂରଭଞ୍ଜରେ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ ଦାବିରେ ଭଞ୍ଜସେନା ପକ୍ଷରୁ ଭର୍ଚ୍ୟୁଆଲ ବୈଠକ

କରୋନା ପରିଚାଳନାରେ ଅବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ରେ ଦେଖା ଦେଇ ଥିବା ମହାମାରୀ କୋରନା ଜନିତ ଭୟାଭୟତା ଶିଖରରେ ପହଞ୍ଚିଲାଣି,କୋଭିଡ୍ ପରିଚାଳନା ଅଧିକାରୀ ଙ୍କ ଦୋଷ ଦୁର୍ବଳତା ହେଉ କିମ୍ବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ…

ଜାତୀୟ ଡେଙ୍ଗୁ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକର ବି.ଖଜୁରିପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାତୀୟ ଡେଙ୍ଗୁ ଦିବସ କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ…

କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା କୋଭିଡ ଆକ୍ରାନ୍ତ: ସମ କୋଭିଡ ହସ୍ପିଟାଲରୁ ହେଲେ ସୁସ୍ଥ

ଭୁବନେଶ୍ୱର: ହାରିବ କରୋନା, ଜିତିବ ମଣିଷ। ଏ  କଥାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ୯୦ ବର୍ଷୀୟା ଜଣେ ବୃଦ୍ଧା | ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କରୋନା ସଂକ୍ରମିତ ହୋଇଥିବା ବାଉରୀ ସାହୁ | ଭୁବନେଶ୍ୱର ୟୁନିଟ ୨ ଅଂଚଳର ବାଉରୀ ଗତ ମେ ୩ ତାରିଖରେ କୋଭିଡ ଆକ୍ରାନ୍ତ…

ସୋହେଲାରୁ ଆସି ପଦ୍ମପୁରରେ ରକ୍ତଦାନ କରି ମହିଳାଙ୍କର ଜୀବନ ବଞ୍ଚାଇଲେ ସୁରେଶ

ବରଗଡ :- ରକ୍ତଦାନ ମହତ ଦାନ । ସଠିକ ସମୟରେ ରକ୍ତ ନ ମିଳିଲେ ଜଣେ ରୋଗୀର ଜୀବନ ମଧ୍ୟ ଯାଇପାରେ କିମ୍ବା ସଠିକ ସମୟରେ ରକ୍ତ ମିଳିଗଲେ ରୋଗୀର ବହୁମୂଲ୍ୟ ଜୀବନ କୁ ବଞ୍ଚେଇ ହେବ ।  ପ୍ରବଳ ଖରା ଓ ବର୍ତ୍ତମାନ ଚାଲିଥିବା ମହାମାରୀର ପ୍ରକୋପ କାରଣରୁ  ଅଧିକାଂଶ ରକ୍ତ ଭଣ୍ଡାରରେ ରକ୍ତ ର ଅଭାବ…

ଟୀକାକରଣକୁ ନେଇ ମିଛ ଗପ ବନ୍ଦ କରୁ ବିଜେପି :ସତ୍ୟ ପ୍ରକାଶ

ଚାରି ମାସ ଭିତରେ ମାତ୍ର ୩ ପ୍ରତିଶତ ଲୋକଙ୍କୁ ଟୀକା ଦିଆଯାଇପାରିଛି ଭୁବନେଶ୍ୱର- ଦେଶର ଟୀକାକରଣକୁ ନେଇ ରାଜ୍ୟର ବିଜେପି ନେତା ଲୋକଙ୍କୁ ମିଛ କହିବା ବନ୍ଦ କରୁ ବୋଲି ପ୍ରଦେଶ କଂଗ୍ରେସ କହିଛି । ଭାରତର ଟୀକାକରଣ ସାରା ବିଶ୍ୱରେ  ସର୍ବବୃହତ ୧ ନମ୍ବର ବୋଲି ବିଜେପି ଛାତି ବାଡେ଼ଇ ପ୍ରଚାର…

ହରିୟାଣାରେ ପାନିପଥ ରିଫାଇନାରୀ ପକ୍ଷରୁ ବୃହତ କୋଭିଡ୍ ହସ୍ପିଟାଲର ଲୋକାର୍ପଣ

ପାନିପଥ ରିଫାଇନାରୀର ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ ମାଗଣାରେ ଅକ୍ସିଜେନ୍ ଯୋଗାଇବ ଇଣ୍ଡିଆନ ଅଏଲ - ଧର୍ମେନ୍ଦ୍ର  ହରିୟାଣା/ନୂଆଦିଲ୍ଲୀ,– କୋଭିଡ-୧୯ର ଦ୍ୱିତୀୟ ଲହରର ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ହରିୟାଣାବାସୀଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପାନିପଥ…

“ସମସ୍ତ କେବୁଲ ଟିଭି କର୍ମଚାରୀ ଓ ଇଣ୍ଟରନେଟ ସେବା ଯୋଗାଉଥିବା କର୍ମଚାରୀମାନଙ୍କୁ ତୁରନ୍ତ ‘କରୋନା…

ଭୁବନେଶ୍ୱର : ରାଜ୍ୟରେ ଥିବା ସମସ୍ତ କେବୁଲ ଟିଭି କର୍ମଚାରୀ ଓ ଇଣ୍ଟରନେଟ ସେବା ଯୋଗାଉଥିବା କର୍ମଚାରୀମାନଙ୍କୁ ତୁରନ୍ତ 'କରୋନା ଯୋଦ୍ଧା' ମାନ୍ୟତା ଦେବାକୁ  ଜନତାଦଳ ୟୁନାଇଟେଡ଼ ର ରାଜ୍ୟ ସାଧାରଣ ସମ୍ପାଦକ ତଥା ପ୍ରବକ୍ତା ସୋମନାଥ ରାଉତରାୟଦାବି କରିଛନ୍ତି l  ଶ୍ରୀ ରାଉତରାୟ କହିଛନ୍ତି…

କୋଭିଡ଼-୧୯ ପରିଚାଳନାରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବିଫଳ-ବାରିପଦା ବିଧାୟକ 

ବାରିପଦା(ଦିଲ୍ଲୀପ ମହାନ୍ତି)-ମୟୂରଭଞ୍ଜ ଜିଲ୍ଲାରେ କୋଭିଡ଼-୧୯ ପରିଚାଳନା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଚିକିତ୍ସା ହେବାକୁ ରୋଗୀ ଯାଉଛନ୍ତି, ହେଲେ ସେମାନଙ୍କ କଥା ଶୁଣିବା, ବୁଝିବା ଓ ଯତ୍ନ ନେବାକୁ କେହି ନାହାନ୍ତି । ବାଙ୍କିଶୋଳ କୋଭିଡ଼ ହସପିଟାଲ ଓ…

ଦିନକରେ ଗଲା ୪ ଜୀବନ,ଭୟରେ ଗ୍ରାମବାସୀ

ସତ୍କାର ନହୋଇ ଗାଁରେ ୫ଘଂଟାରୁ ଅଧିକ ସମୟ ପଡି ରହିଲା ଶବ ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବ୍ଲକ ଗିରିଡି ପଲ୍ଲୀ ପଂଚାୟତ ଝାଡସାହି ଗାଁରେ ଗୋଟିଏ ଦିନରେ ୪ ଜଣଙ୍କ ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ସଂକ୍ରମଣ ଭୟରେ ବନ୍ଧୁ ପରିଜନ ଶବ ସଂସ୍କାର…

ଅକ୍ଷିମୁଠି ଅନୁକୂଳ : କୃଷି କାର୍ଯ୍ୟଶୁଭାରମ୍ଭ

ପଦ୍ମପୁର: ପବିତ୍ର ଅକ୍ଷୟ ତୃତୀୟା ଦିବସରେ କୃଷକ କୃଷି କାର୍ଯ୍ୟ ଅନୁକୂଳ କରିଥାଏ ।ପଦ୍ମପୁର ଉପ ଖଣ୍ତ କନସିଂହା ଗ୍ରାମ ପଂଚାୟତ ବଇଦପାଲି ଗ୍ରାମରେ ତ୍ରିରଂଗା ଯୁବକ ସଂଘ ଓ ବିମଳ କୃଷକ ଉତ୍ପାଦନ କଂପାନୀ ମିଳିତ ସହାୟତାରେ ଧାନ ,କ୍ଷୁଦ୍ର ଶସ୍ୟ ମାଣ୍ତିଆ,କୁଦୋ,ଗୁରଜୀ ବିହନ ବୁଣିବା ମୁଠି…