ଥମୁନାହିଁ ଭୋକର ଭୂଗୋଳ…..
ପେଟର ଭୋକ ସହି ନପାରି ଦାଦନ ଖଟିବାକୁ ଯାଇଥିବା ଶ୍ରମିକର ଶବ ଫେରିଲା ନିଜ ଗାଁକୁ ।
ଶ୍ରମିକ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଜିଲ୍ଲାର ଶ୍ରମିକଙ୍କ ଭାଗ୍ୟ କେମିତି ବଦଳିବ !
କଳାହାଣ୍ଡି/ତୁଳମଣି ନାଗ: ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି, କିନ୍ତୁ…