କରୋନା ମୁକାବିଲା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନକୁ ହିଣ୍ଡାଲକୋ ବଢ଼ାଇଲା ସହଯୋଗର ହାତ
ଭୁବନେଶ୍ୱର: କରୋନା ମହାମାରୀ ଦ୍ୱିତୀୟ ପର୍ଯ୍ୟାୟର ଦୃଢ଼ ମୁକାବିଲା ନିମନ୍ତେ, ଜିଲ୍ଲା ପ୍ରଶାସନ ଝାରସୁଗୁଡ଼ା ସହିତ ସମନ୍ୱୟ ରକ୍ଷା କରି ଆଦିତ୍ୟ ଆଲୁମିନିୟମ ଲପଙ୍ଗା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦ଟି ଅକ୍ସିଜେନ୍ କନ୍ସେନଟ୍ରେଟର, ୨୦୦ଟି ପିପିଇ କିଟ୍ ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ଓ…