ଦ୍ଵିତୀୟ ଥର ପାଇଁ ଆକଳନ ହେଲା ନୟାଗଡ଼ ଚିନିକଳ ସମ୍ପତ୍ତି
ନୟାଗଡ଼ (ବିଶ୍ୱଜିତ ନାୟକ) - ଆଜି ଦ୍ଵିତୀୟ ଥର ପାଇଁ ନୟାଗଡ଼ ଚିନିକଳ ସମ୍ପତ୍ତିର ଆକଳନ କରାଯାଇଛି । ଜିଲ୍ଲା ପ୍ରଶାସନ ସହ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଚିନିକଳ ମାଲିକଙ୍କ ଉପସ୍ଥିତିରେ କରାଯାଇଛି ଆକଳନ । ଆସ୍କା ସମବାୟ ଚିନିକଲରୁ ଡକାଯାଇଥିବା ବିଶେଷଜ୍ଞ ଏହାର ଆକଳନ କରିଛନ୍ତି ।
ଗତ…