ଡ଼ିଏସପି ଭାବେ ପଦୋନ୍ନତି ପାଇବା ପରେ ଶୁଭେଚ୍ଛା ସୂଅ
ଝାରବନ୍ଧ-ମନୋହର ଦାଶ: ଜଗଦଳପୁର ଆଇଆଇସି ଲିଲିମା ଲଲିତା ବାର୍ଳାଙ୍କୁ ଡିଏସପି ଭାବେ ପଦୋନ୍ନତି ମିଳିଛି | ତାଙ୍କର ପଦୋନ୍ନତି ଖବର ଜଣାପଡିବା ପରେ ଜଗଦଲପୁରବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ " ନିଷ୍ଠାର ସହିତ ଲୋକଙ୍କ ପାଇଁ କାର୍ଯ୍ୟ କରି ସେମାନଙ୍କୁ ସେବା ଯୋଗାଇ ଦେବା ମୋ…