ପୁଣିଥରେ ପ୍ରକାଶିତ ହେବ ସପ୍ତାହିକି  ଖବରକାଗଜ ବିନ୍ଧ୍ୟବାସିନୀ ଜ୍ୟୋତି : ବିଧାୟକ ଶ୍ରୀ ବରିହା

ବରଗଡ :- ଇତି ମଧ୍ୟରେ ବିତିଗଲାଣି ଦୀର୍ଘ ପନ୍ଦର ବର୍ଷ । ପଦ୍ମପୁର ଉପଖଣ୍ଡର ଶାଣିତସ୍ୱର କୁହାଯାଉଥିବା ଲୋକପ୍ରିୟ ସପ୍ତାହିକି ଖବରକାଗଜ ବନ୍ଦ ହେବାର । ଅନେକ କାରଣ ଥିଲା ବନ୍ଦ ହେବାର କିନ୍ତୁ ଖୁସି ଖବର ଅତୀତରେ ପଦ୍ମପୁର ଅଂଚଳରୁ ପ୍ରକାଶିତ ହେଉଥିବା ଏହି ଖବର କାଗଜ ପୁଣିଥରେ ଖୁବଶୀଘ୍ର…

ଓଡ଼ିଶାରେ ରାଜପଥ ପ୍ରକଳ୍ପ ନେଇ ଓଡିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା

ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି - ଧର୍ମେନ୍ଦ୍ର   କୋଷ୍ଟାଲ ହାଇୱେର ଗୋପାଳପୁରରୁ ସାତପଡ଼ା ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି  ପାରାଦୀପ…

ମାଙ୍କ ପାଖରେ ଗୁହାରି କଲେ ବିସ୍ଥାପନ ଆଶଙ୍କିତ ପଡାବାସୀ

ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟକରଣକୁନେଇ ବିସ୍ଥାପନ ହେବାକୁ ଥିବା ପଡାବାସୀଙ୍କ ମାଁଙ୍କୁ ପୂଜାର୍ଚ୍ଚନା ସହ ଆକୁଲ ନିବେଦନ। ସମ୍ବଲପୁର(ରମାକାନ୍ତ ବିଶ୍ବାଳ): " ମାଆ ତୋର ପାହା ତଲେ ଦେବୁ ଗୋ ସରନ" ଏମିତି କୋହ ଆବେଗ ଭରା ସ୍ୱର ଶୁଣିବାକୁ ମିଳିଛି ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ବରୀ…

ସିଲ ହେଲା ଏକ୍ସିସ୍ ବ୍ୟାଙ୍କ।

ଟିଟିଲାଗଡ,( ଗୌରବ ଦର୍ଜୀ  )-ଆଜି ଟିଟିଲାଗଡ ପୌର ପରିଷଦ ସିଲ୍ କରିଛି ଟିଟିଲାଗଡ ସହର ମଧ୍ୟସ୍ଥ ଏକ୍ସିସ୍ ବ୍ୟାଙ୍କ କୁ। ଟିଟିଲାଗଡ ସହର ର ସମସ୍ତ ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ସହର ର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମୁଖ୍ୟ ରାସ୍ତା କୁ ଲାଗି ରହିଛି। ସହର ମଧ୍ୟରେ …

ଆଇ.ଏମ.ଏସ ଓ ସମ୍ ହସପିଟାଲରେ  ନୂତନ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ

ଭୁବନେଶ୍ୱର : ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ୍ ସାଇନସେସ ଆଣ୍ଡ ସମ୍ ହସପିଟାଲର ୧୪ ତମ ଏମ.ବି.ବି.ଏସ (୨୦୨୦-୨୧) ବ୍ୟାଚର ନୂତନ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କର ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋଆ କୁଳପତି ପ୍ରଫେସର ଡ. ଅଶୋକ…

ଫେବୃଆରୀ ୧୦ରୁ ପିଜି ପାର୍ଟ ୱାନ ଓ ପ୍ରି-ଫାଇନାଲ ଇୟର କ୍ଲାସ : ପରୀକ୍ଷା ତାରିଖ ହେଲା ଘୋଷଣା

ଭୁବନେଶ୍ୱର (ଶାସକ ପ୍ରଶାସକ) ଆସନ୍ତା ଫେବୃଆରୀ ୧୦ ତାରିଖରୁ ପିଜି ପାର୍ଟ ୱାନ ଓ ପ୍ରି-ଫାଇନାଲ ଇୟର କ୍ଲାସ ଆରମ୍ଭ ହେବ |  ତେଣୁ ହଷ୍ଟେଲ ସବୁ ୮ ତାରିଖରୁ ଖୋଲାଯିବ | କୋଭିଡି ଗାଇଡ଼ଲାଇନ ପାଳନ କରି କ୍ଲାସ କରାଯିବ ବୋଲି ସୂଚନା ଦେଇଛନ୍ତି ଉଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ | …

୫-ଟି ଅନୁପାଳନ ପୂର୍ବକ ଧାର୍ଯ୍ୟ ସମୟରେ କାର୍ଯ୍ୟ ସାର, ନହେଲେ କାର୍ଯ୍ୟାନୁଷ୍ଠାନ 

ପୌର ଅଧିକାରୀମାନଙ୍କୁ ନଗର ଉନ୍ନୟନ ପ୍ରମୁଖ ସଚିବ ମାଥିଙ୍କ ତାଗିଦ   ୪ ଟି ଜିଲ୍ଲାର ଏନ୍.ଏ.ସି ଓ ପୌରପାଳିକା ଗୁଡିକର ସମୀକ୍ଷା: ସହରାଂଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡ଼ିକ ନିଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଉପରେ ଗୁରୁତ୍ୱ ଭୁବନେଶ୍ୱର…

ସାବାସ ଅଶୋକ : ସତରେ, ଯିଏ ଅଙ୍ଗେ ନିଭେଇଛି ସିଏ ଵୁଝିବ

ବଲାଙ୍ଗୀର/ ସ୍ୱତନ୍ତ୍ର ପ୍ରତିନିଧି :  ପୁଣି ଚର୍ଚ୍ଚାରେ ଖପ୍ରାଖୋଲ ସାମାଜିକ ସୁରକ୍ଷା ଓ କଲ୍ୟାଣ ବିଭାଗର ପ୍ରୋଗ୍ରାମିଙ୍ଗ ଆସିଷ୍ଟାଣ୍ଟ ଅଶୋକ କୁମାର ଦାସ, ନିଜେ ଭିନ୍ନକ୍ଷମ ହୋଇ ମଧ୍ୟ ଭିନ୍ନକ୍ଷମ ବୈଲୋଚନ କୁ ବଢ଼ାଇଲେ ସହାୟତା ର ହାତ | ଘଟଣାଟି ଦେଖିବାକୁ ମିଳିଛି ପାଟଣାଗଡ ରୁ ଖପ୍ରାଖୋଲ…

ଚର୍ଚାରେ ସ୍ୱାମୀଙ୍କ ତେଲ ଟୁଇଟ : ରାବଣ ରାଜ୍ୟରେ ଶସ୍ତା 

ନୁଆଦିଲ୍ଲୀ : ସବୁବେଳେ ରୋକଠୋକ ବୟାନ ଆଉ "ଜରା ହଟକେ" କାର୍ଯ୍ୟ ପାଇଁ ଚର୍ଚାରେ ରହୁଥିବା ବିଜେପି ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ ପୁଣି ଆଜି ତେଲ ଟୁଇଟକୁ ନେଇ ଚର୍ଚାରେ | ସେ ଆଜି ଏକ ରୋଚକ ଟୁଇଟ କରିଛନ୍ତି ତେଲକୁ ନେଇ | ଦେଇଛନ୍ତି ତୁଳନାତ୍ମକ ଚିତ୍ର | ସେ ବିଶେଷ କିଛି ଲେଖି…

ପାଇଖାନା ପଇସା ବି : ମହାଦୁର୍ନୀତିର ଅଭିଯୋଗ ଆଣିଲେ ଯୁବ ସମାଜ ସେବୀ

କଣ୍ଟାବାଞ୍ଜି(ଚୁଡାମଣି ସୁନା): ସରକାର ଲୋକଙ୍କ ଜନମଂଗଳ କାମ ପାଇଁ ଅନେକ ଯୋଜନା କରିଛନ୍ତି । ଯୋଜନାରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଂକା । ହେଲେ ପ୍ରଶାସନିକ ଉଦାସିନତା ଓ ଦୁର୍ନିତିଖୋର ଅଧିକାରିଙ୍କ ଯୋଗୁ ଏହି ସବୁ ଯୋଜନା ସତେ ଯେମିତି ବାଟ ମାରଣା ହେଇ ଯାଉଛି । ଯୋଜନାରେ ଆସୁଥିବା…