ମୋହନାରେ ଅସହ୍ୟ ଜାଡ,ଘନ କୁହୁଡ଼ି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଳକରେ କିଛି ଦିନ ହେଲା ଶୀତର ପ୍ରକୋପ କମିଜାଇଥିବା ବେଳେ ପୁଣି ଶୀତ ଲେଉଟିଛି। କ୍ରମାଗତ ଭାବେ ପାଞ୍ଚ ଦିନ ହେଲା ଅସହ୍ୟ ଜାଡ ଉପାନ୍ତ , ଆଭ୍ୟନ୍ତରୀଣ ତଥା ଦୁର୍ଗମ ଅଞ୍ଚଳରେ ଅନୁଭୂତ ହେଉଛି। ଯାହାଫଳରେ ରାତିର ଜାଡ…