“କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ  ସ୍ୱାସ୍ଥ୍ୟ ବୀମା ଯୋଜନା” ଆବେଦନ ଶେଷ ତାରିଖ ଘୁଂଚିଲା 

 ଭୁବନେଶ୍ୱର :  "ଓଡିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ  ସ୍ୱାସ୍ଥ୍ୟ ବୀମା ଯୋଜନା -2016" ଅଧୀନରେ ଆବେଦନ  ଗ୍ରହଣ କରିବାର ଶେଷ ତାରିଖ ୨୬.୦୬.୨୦୧୧  କୁ ବୃଦ୍ଧି କରାଯାଇଛି ସରକାର |  ଏ ବିଷୟରେ ରା଼କ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଞ୍ଜନ…

ପୁଲିସ ମାଓବାଦୀ ଗୁଳିବିନିମୟ, ଜଣେ କ୍ୟାଡର ମାଓବାଦୀ ମୃତ

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଝାଞ୍ଜପାହାଡ଼ ଅଞ୍ଚଳ ର ଜଙ୍ଗଲରେ ରେ ଗତ ରାତିରେ ପୋଲିସ ଓ ମାଓବାଦୀ ମାନଙ୍କର ମଧ୍ୟରେ ଗୁଳିବିନିମୟ ହୋଇ ଜଣେ କ୍ୟାଡର ମାଓବାଦୀ ମୃତ୍ୟୁ ହୋଇଥିବା ପୋଲିସ ଡିଜି ଅଭୟ ଆଜି ସକାଳେ ସୂଚନା ଦେଇଛନ୍ତି । ମୃତ ମାଓବାଦୀ ନିକଟରୁ ଏକ ଏକେ 47 ରାଇଫଲ ସହିତ…

ଉପାନ୍ତ ଅଂଚଳରେ ବିଜେଡିର ରକ୍ତଦାନ ଶିବିର

ବରଗଡ଼ :- ରାଜ୍ୟରୁ ରକ୍ତ ର ଅଭାବକୁ ଦୂର କରିବା ନିମନ୍ତେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ନିର୍ଦେଶରେ ବିଜୁ ଜନତା ଦଳର ଓଡିଶା ମୋ ପରିବାର ତରଫରୁ କ୍ରମାଗତ ଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସଫଳତାର ସହିତ ତାକ୍ତଦାନ ଶିବିରର…

ବିଜୁ ଏକ୍ସପ୍ରେସ ୱେରୁ ଜବରଦଖଲ ଉଚ୍ଛେଦ

ବରଗଡ :- ବିଜୁ ଏକ୍ସପ୍ରେସ ୱେ ରାଜ୍ୟ ସରକାରଙ୍କର ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପ । ଏହି ରାସ୍ତା କାମ ସମ୍ପୂର୍ଣ୍ଣ ହେଲେ ଅଞ୍ଚଳରେ ଗମନାଗମନ ବିକାଶ ହେବା ସହିତ ଲୋକଙ୍କର ଆର୍ଥିକ ଅବସ୍ଥାରେ ଅନେକ ପରିବର୍ତ୍ତନ ଆସିବ । ମୁଖତଃ କହିବାକୁ ଗଲେ ଏହି ରାସ୍ତା କାମ ସମ୍ପୂର୍ଣ୍ଣ ହେବାପରେ ଅଂଚଳର…

କରୋନା କାଳରେ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ। 

ପଦ୍ମପୁର(ଶାସକପ୍ରଶାସକ)-କରୋନା କାଳରେ ସରକାରଂକ କୋଭିଡ ନିୟମ ଅନୁସାରେ ଜନସାଧାରଣ ଲକଡାଉନରେ ରହୁଛନ୍ତି।ଗରିବ,ଅସହାୟ ଲୋକ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି।କାମ କରି ଯାଇ ନ ପାରି ଭୋକ ଉପାସରେ ରହୁଛନ୍ତି।ଏପରି ସ୍ଥିତିରେ ଟାଲ ଗ୍ରାମର ମହେନ୍ଦ୍ର ବଢେଇ ,ଅଧୁନା ଡେଲାଂଗ ତହସିଲଦାର ସହଯୋଗ…

ଅନ୍ତଃ ନଦୀ ଜଳାଶୟ ନିର୍ମାଣ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର:ରାଜ୍ୟରେ ପ୍ରବାହିତ ବଡ ବଡ ନଦୀରୁ ସମୁଦ୍ରକୁ ବୋହିଯାଉଥିବା ଜଳକୁ ସଂରକ୍ଷଣ କରି ରଖିବା  ନିମନ୍ତେ  ନଦୀ ଭିତରେ  କେତେକ ସ୍ଥାନରେ ବଡ ବଡ ଅନ୍ତଃ ନଦୀ ଜଳାଶୟ  ( ଇନ୍ ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍ଚର) ନିର୍ମାଣ ନିମନ୍ତେ  ରାଜ୍ୟ ସରକାରଙ୍କ ତରଫରୁ ଯୋଜନା  ରହିଛି ।  ଏହି ପ୍ରକଳ୍ପର…

ସ୍ୱୟଂ ଅନ ଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡିବା ଘଟଣାରେ କ୍ଷୋଭ ପ୍ରକାଶ କଲେ ମନ୍ତ୍ରୀ ତୁଷାରକାନ୍ତି

   'ଓଡ଼ିଆ ଭାଷାରେ ପାଠ୍ୟ ବିଷୟ ଉପଲବ୍ଧ କରିବା ପାଇଁ  କେନ୍ଦ୍ର ନିକଟରେ ଦାବି ରଖାଯିବ' ଭୁବନେଶ୍ୱର- କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ  ଓଡ଼ିଆ ଭାଷା ବାଦ ପଡିବା ଘଟଣା ନେଇ  ଇଲେକଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ…

୨୪୦ ଲିଟର ଦେଶୀ ରନ୍ଧା ମଦ ସହିତ  ସ୍କୁଟି ଓ ଅଟୋ ରିକ୍ସା ଜବତ : ୩ ଗିରଫ ।

ଭଦ୍ରକ ବ୍ଲକ୍(ସୀତାକାନ୍ତ ପାଢ଼ୀ): ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଓ  ଉପ-ଜିଲ୍ଲାପାଳ ଶ୍ରୀ ପିତାମ୍ବର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭାମ୍ୟମାଣ ସ୍କ୍ୱାଡ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲିକ ଓ ଷ୍ଟାଫମାନଙ୍କୁ ନେଇ…

ବିଶ୍ୱ ପରିବେଶ ଦିବସରେ ସୋଆରେ ପ୍ରଧାନମନ୍ତ୍ରୀଙ୍କ ଲାଇଭ୍ ଷ୍ଟ୍ରିମିଂ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଚଳିତ ସପ୍ତାହରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍)ର ଓଡ଼ିଶା କାର୍ଯ୍ୟାଳୟ ପକ୍ଷରୁ ଜୁନ୍ ୫ ତାରିଖରେ ସୋଆରେ…

‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

33%ବା ତାଠାରୁ ଅଧିକ ଫସଲ  ଷତି ସହିଥିବା ଛୋଟ ଓ  ନାମମାତ୍ର ଚାଷୀ ଙ୍କ ପାଇଁ ଇନପୁଟ ସହାୟତା  । 33% ବା ଅଧିକ ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ  ସ୍ଵଳ୍ପ ମିଆଦୀଋଣ  ମଧ୍ୟମ ମିଆଦୀ ଋଣକୁ ପରିବର୍ତ୍ତନ କୃଷି ଯାନ୍ତ୍ରିକୀକରଣ ପାଇଁ କୋଡ଼ିଏ କୋଟି ଟଙ୍କାର ରିହାତି…