ରାୟଗଡରେ ସୁପର୍ ସ୍ପେଶିଆଲିଟି  ହସ୍ପିଟାଲ ପ୍ରତିଷ୍ଠା ଦାବି ଜୋର ଧରିଲା ଦାବୀ 

୧୦୦ ଘଣ୍ଟିଆ ଅନଶନରେ ବସିଲା ଯୁବ ବିକାଶ ପରିଷଦ  ରାୟଗଡ(ସରୋଜ କୁମାର ସାହୁ) :  ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସୁପର୍ ସ୍ପେଶିଆଲିଷ୍ଟ ହସ୍ପିଟାଲ ସହ ରାୟଗଡା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବୀ ଜୋର ଧରିଲା । ଦୀର୍ଘ ବର୍ଷ ହେଲା ରାୟଗଡାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା…

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ରାୟଗଡ ଗସ୍ତ

ରାୟଗଡ(ସରୋଜ କୁମାର ସାହୁ) : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ରାୟଗଡା ଗସ୍ତରେ ଆସି ବିଜେପି ଜିଲ୍ଲା କାର୍ଯ୍ୟକର୍ତା ଓ ପଦାଧିକାରୀଙ୍କ ସହ ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ମହାନ୍ତିଙ୍କ ସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ଉପ-ସଭାପତି  ଭୃଗୁ…

ରାୟଗଡ ଠାରେ ଯୁବ ଓ ଛାତ୍ର ବିଜେଡିର ମହାସମାବେଶ 

ରାୟଗଡ(ସରୋଜ କୁମାର ସାହୁ) : ରାୟଗଡ ସହରସ୍ଥିତ ତେଜସ୍ୱୀ ହୋଟେଲ ପଡିଆ ଠାରେ ବିଜେଡି ଯୁବ ଓ ଛାତ୍ର ସମାବେଶର ଅନୁଷ୍ଠିତ  ହୋଇଯାଇଅଛି । ସ୍ଥାନୀୟ ସାଇ ଇଂଟରନ୍ୟାସନାଲ ଛକ ନିକଟରୁ ବିଜେଡି ଯୁବ କର୍ମୀ ମାନେ ଅତିଥିମାନଙ୍କୁ ଏକ ବିଶାଳ ମଟରସାଇକେଲ ରାଲିରେ  ପାଛୋଟି ଆଣିଥିଲେ । ବନ୍ଦେ ଉତ୍କଳ…

   ଝାରସୁଗୁଡ଼ା – ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ର ଶୁଭାରମ୍ଭ

ଏକାତାଲି ଯଜ୍ଞ ମଣ୍ଡପରେ ଫାଇଲେରିଆର ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଦ୍ଵାରା ଉଦଘାଟିତ । ଝାରସୁଗୁଡ଼ା :(ସୁଭାଷ ସହାରେ) : ଫାଇଲେରିଆ ହେଉଛି ଏକ ମଶାବାହିତ ରୋଗ ।ଏହା ସଂକ୍ରମିତ ମାଈ କ୍ୟୁଲେକ୍ସ ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ ।ଏହାକୁ ନିରାକରଣ କରିବାକୁ ହେଲେ ଆମ…

 “ଏଇମାନେ ହିଁ ନୟାଗଡ଼ ଦର୍ପଣ”ର ପ୍ରଚ୍ଛଦ ପୂଜନ କାର୍ଯ୍ୟକ୍ରମ

ନୟାଗଡ଼(ବିଶ୍ୱଜିତ ନାୟକ) : ନୟାଗଡ଼ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦର୍ପଣ ପବ୍ଲିକେଶନର ଏକ ସମୟୋପଯୋଗୀ ପୁସ୍ତକ "ଏଇମାନେ ହିଁ ନୟାଗଡ଼ ଦର୍ପଣ"ର ପ୍ରଚ୍ଛଦ ପୂଜନ କାର୍ଯ୍ୟକ୍ରମ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ନାଁ'କୁ ସାରା…

ଉଦୟନାଥ ଫର୍ଣ୍ଣିଚରର ୧୫ତମ ଲକି ଡ୍ର ଉଠାଣ 

       ପଦ୍ମପୁର :- ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୫ତମ ଲକି ଡ୍ର' ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ନୂଆଁପଡ଼ାର ଆଶିଷ ବେହେରା ।          ଏହି ଉଠାଣ କାର୍ଯ୍ୟକ୍ରମରେ…

ସଞ୍ଜୟଙ୍କ ହାତରେ ପ୍ରେମ ପାହାଡ ହେଲା ଆଲୋକିତ 

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସ ବର୍ମାଙ୍କ ରାୟଗଡ ଜିଲ୍ଲା ଗସ୍ତ   ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ ପ୍ରେମ ପାହାଡର ସୌନ୍ଦର୍ଯ୍ୟକରଣ ଆଲୋକିକରଣକୁ କଲେ ଲୋକାର୍ପିତ l  ରାୟଗଡ/ସରୋଜ କୁମାର ସାହୁ; ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ  ସଞ୍ଜୟ ଦାସ ବର୍ମାଙ୍କ…

କୃଷି ଋଣ ପ୍ରଦାନ କ୍ଷେତ୍ରରେ ବ୍ୟବସାୟିକ ବ୍ୟାଙ୍କମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ : ମନ୍ତ୍ରୀ ଡ. ସାହୁ

କୃଷି ଋଣ ନିମନ୍ତେ କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କରମାନଙ୍କ ବୈଠକ ଜାତୀୟ ହାର ତୁଳନାରେ ଓଡ଼ିଶାରେ ବ୍ୟବସାୟିକ ବ୍ୟାଙ୍କର କୃଷି ଋଣ ହାର କମ ଭୁବନେଶ୍ୱର(ଶାସକ ପ୍ରଶାସକ)-ଓଡ଼ିଶାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ ପ୍ରଦାନ ଦିଗରେ ଜାତୀୟକରଣ ବ୍ୟବସାୟିକ ବ୍ୟାଙ୍କ ଓ ଘରୋଇ…

କାଲି ଈଶ୍ୱରଙ୍କ ମାମଲାରେ ଆସିବ ରାୟ 

ବାରିପଦା/ଦିଲ୍ଲୀପ ମହାନ୍ତି : ବହୁ ଚର୍ଚ୍ଚିତ ଆଇଏସଆଇ ଏଜେଣ୍ଟ ଗିରଫ ଘଟଣା । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ଦସ୍ତାବିଜ୍ ପ୍ରଦାନ କରି ଗିରଫ ହୋଇଥିଲେ ବାଲେଶ୍ବର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗର ଠିକା ଫଟୋଗ୍ରାଫର ଇଶ୍ବର ବେହେରା । ବର୍ତ୍ତମାନ…

ବାବୁଙ୍କ ଜାଣତରେ ଚାଲିଛି କି ଠିକାଦାରଙ୍କ ମନମାନି !!!

ନହେଲେ କାର୍ଯ୍ୟାନୁଷ୍ଠାନ ଭୟ ଥାଇ ବି ଠିକାଦାରଙ୍କ ଆଦତ ବଦଳୁନି ! ପଦ୍ମପୁର- ଗ୍ରାମାଞ୍ଚଳକୁ ସିଧାସଳଖ ସହରାଞ୍ଚଳ ତଥା ସଦରମହକୁମା ସହ ଯୋଡିବା ପାଇଁ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପକ୍କା ସଡ଼କ ନିର୍ମାଣ କରାଯାଇଛି । ଯେଉଁ ଯାଗାରେ ଯୋଗାଯୋଗ ପାଇଁ ନଦୀ ବାଧା ସୄଷ୍ଟି କରୁଛି ସେହି…