ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡିଶା ବନ୍ଦ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଗଜପତି ଜିଲ୍ଲା ର ବିଭିନ୍ନ ବ୍ଲକ ରେ ମୋହନା, ନୂଆଗଡ, ଆର୍ ଉଦୟଗିରି , ରାୟଗଡ଼ , ଗୁମ୍ମା, ଗୋଷାଣୀ , କାଶୀନଗର ଏବଂ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ କେନ୍ଦ୍ର ସରକାର ବିରୁଦ୍ଧରେ…