ଭଦ୍ରକରେ ବିଭିନ୍ନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିସି ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ ।
ଭଦ୍ରକବ୍ଲକ୍,(ସୀତାକାନ୍ତ ପାଢ଼ୀ)-ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ନିମନ୍ତେ ଆଜି ଭରଚୁଆଲ ମଧ୍ୟମରେ ବିଭିନ୍ନ ପ୍ରକଳ୍ପର ଭିତ୍ତିି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଉପଲକ୍ଷେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିକୁଇଡ ମେଡିକାଲ ଅକ୍ସିଜେନ (୬ କେଏଲ) ସଂରକ୍ଷଣ ଓ…