ସେବା ପ୍ରଦାନ କରି ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନ ପାଳିଲା ବଲାଙ୍ଗିର କଂଗ୍ରେସ 

ବଲାଙ୍ଗିର(ନିରୋଜ ମିଶ୍ର)- ଭାରତୀୟ ଜାତୀୟ କଂଗ୍ରେସ ର ଶିର୍ଷ ନେତୃତ୍ୱ ତଥା ଯୁବନେତା ରାହୁଲ ଗାନ୍ଧୀଙ୍କର ୫୦ତମ ଜନ୍ମଦିବସ ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ପାଳିତ ହୋଇଯାଇଛି । କରୋନା ମହାମାରୀ ସମୟରେ ସାଧାରଣ ଲୋକ ତଥା କରୋନା ରୋଗୀ ମାନେ ନାହିଁ ନଥିବା ଦୁର୍ଦ୍ଧଶା ଭୋଗୁଛନ୍ତି । ତେଣୁ…

ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ରକ୍ତଦାନ

ବଲାଙ୍ଗିର,/ ନିରୋଜ କୁମାର ମିଶ୍ର - ବର୍ତ୍ତମାନ କରୋନା କାରଣରୁ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଯଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପାଇକସମରା ଗ୍ରାମର ଯଶୋବନ୍ତି ଭୋଇ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ଡେଲିଭରି ୱାର୍ଡରେ…

ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନରେ ଶୁଖିଲା ଖାଦ୍ୟ, ମାସ୍କ ଓ ସାନିଟାଇଜର ବଣ୍ଟନ।

ବୁଗୁଡା :  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଉପଲକ୍ଷେ ବୁଗୁଡା ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ, ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି। ଗଞ୍ଜାମ ଜିଲ୍ଲାର କଂଗ୍ରେସ ସଭାପତି ଦାୟିତ୍ୱ  ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା…

ଦୁର୍ବିପାକ ଉପରେ ବିଜେପିର ରାଜନୀତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ: ବିଜେଡି

ଭୁବନେଶ୍ୱର: ବାତ୍ୟା, ବନ୍ୟା ଓ କୋଭିଡ ମହାମାରୀ ଭଳି ଦୈବୀ ଦୁର୍ବିପାକ ଉପରେ ରାଜନୀତି କରାଯିବା ଉଚିତ ନୁହେଁ କି ବିଜୁ ଜନତା ଦଳ ଏଥିରେ ଆଦୌ ବିଶ୍ୱାସ କରେନାହିଁ । ହେଲେ ଦୁର୍ଭାଗ୍ୟର ବିଷୟ ଯେ ଓଡିଶା ବିଜେପିର ବିଧାୟକମାନେ କୋଭିଡ ମହାମାରୀକୁ ନେଇ ଯେଭଳି ନିମ୍ନମାନର ରାଜନୀତି କରୁଛନ୍ତି…

ପ୍ରକୃତି ଉପରେ ଅଖଣ୍ଡ ବିଶ୍ୱାସ : କନ୍ଧ ଆଦିବାସୀଙ୍କ ନିଆରା ପର୍ବ “ସଡ୍ରା”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କରଚବାଡି ପଞ୍ଚାୟତର ପରମଙ୍ଗା ଗ୍ରାମରେ ବସବାସ କରନ୍ତି କନ୍ଧ ଆଦିବାସୀ ସଂପ୍ରଦାୟର ଲୋକେ । ଏଠାକାର ପରିବେଶ ନିଆରା। ପ୍ରକୃତିର ମନୋଲୋଦ୍ଭା ପରିବେଶ ସାଙ୍ଗକୁ ପାହାଡ଼ ପର୍ବତ ଘେରା ସବୁଜ ବନାନୀ ମଧ୍ୟରେ…

ପାରଳାଖେମୁଣ୍ଡି ବିଧାୟକଙ୍କ ଦ୍ବାରା କିନ୍ନରଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ଭାଜପା ସଭାପତି କେ. ନାରାୟଣ ରାଓ ଶନିବାର ଦିନ ବିଜେପି କାର୍ଯ୍ୟଳୟ ପରିସରରେ କିନ୍ନର ମାନଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ କରିଛନ୍ତି।  ବର୍ତ୍ତମାନ ମହାମାରୀ ସମୟରେ ତୃତୀୟ ଲିଙ୍ଗ ବା କିନ୍ନର ମାନେ…

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୋହନା ବାରିକ ସମାଜର ଦାବିପତ୍ର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବାରିକ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମୋହନା ତହସିଲଦାର ଓ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି । ଉଭୟ ଅଧିକାରୀଙ୍କ  ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ ଓ ଜିପିଇଓ ନରସିଂହ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ

ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ପୁଣି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ, କୋଭିଡ ନିୟମ ପାଳିବାକୁ ନିବେଦନ କଲେ ଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ - ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ରହିଛି କଳାହାଣ୍ଡି – ଅନିଲ ଅଗ୍ରୱାଲ…

ଜୁନ ୨୧ରେ ସୁନାରାମ ସୋରେନ ପ୍ରତିମୂର୍ତ୍ତି  ସମ୍ମୁଖରେ ଆଦିବାସୀ ସରକାରୀ କର୍ମଚାରୀଙ୍କ ସାମୁହିକ କୁଶପୁତ୍ତଳିକା ଦାହ…

ବାରିପଦା(ଦିଲ୍ଲୀପ ମହାନ୍ତି )-ଆସନ୍ତା ଜୁନ ୨୧ ସୋମବାର  ବାରିପଦା ସହରର ଭଞ୍ଜପୁରସ୍ଥିତ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆଦିବାସୀ ସେଙ୍ଗଲ (ସଶକ୍ତି କରଣ) ଅଭିଯାନ ତରଫରୁ ଆଦିବାସୀ ସରକାରୀ କର୍ମଚାରୀମାନଙ୍କୁ ସଚେତନତା ପାଇଁ ସେମାନଙ୍କର ସାମୁହିକ କୁଣ ପୁତ୍ତଳିକା ଦାହ…

ବୁଗୁଡ଼ାରେ ଉଠା ଦୋକାନିଙ୍କୁ ଆର୍ଥିକ ସହାୟତା ପ୍ରଦାନ

ବୁଗୁଡା : (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଠାଦୋକାନୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଲକ ଡାଉନ ଓ ସଟ ଡାଉନ ସମୟରେ ରୋଜଗାର ହରାଇଥିବା ସହରାଞ୍ଚଳର ଉଠା ଦୋକାନୀ ମାନଙ୍କୁ…