ରେଢ଼ାଖୋଲ ଚିକିତ୍ସାଳୟରେ ରକ୍ତଦାନ କରି ଛ‌ଅ ବର୍ଷ ଶିଶୁର ଜୀବନ ବଞ୍ଚାଇଲେ ଆମ୍ବୁଲାନ୍ସ କର୍ମଚାରୀ । 

ରେଢାଖୋଲ ( ଅନିଲ କୁମାର ପୃଷ୍ଟି )  ସମ୍ବଲପୁର ଜିଲ୍ଲା ରେଢାଖୋଲ ଡାକ୍ତରଖାନାରେ ୧୦୮ ଆମ୍ବୁଲାନ୍ସ ହେଲପର ଆଜି ଏକ ୬ବର୍ଷ ଶିଶୁକୁ ରକ୍ତଦାନ କରି ନିଜର ମହାନତା ଦେଖାଇଛନ୍ତି । ସୂଚନାଯୋଗ୍ୟ ଯେ ଚାରମାଳ ଥାନା ରେଙ୍ଗାଲି ପଞ୍ଚାୟତ କୋଷୋଣ୍ଡା ଗ୍ରାମର ଅନୁଭବ ମିର୍ଦ୍ଧା ସିକିଲ ସେଲ  ରୋଗରେ…

ମାଁ ମାଣିକେଶ୍ୱରୀ ମନ୍ଦିର ନିର୍ମାଣ ଭୂମି ପୂଜନ ଅନୁଷ୍ଠିତ ।

କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ): ଆଦୀପିଠ ଶକ୍ତି ପିଠ କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମାଁମା ଣିକେଶ୍ଵରୀଙ୍କ ଥୁଆମୂଳ ରାମପୁର ଠାରେ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଗତ ୨୨ ତାରିଖ ସୋମବାର ଦିନ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ବିରବାଦ୍ୟ ଘୁମୁରା ରେ…

ଗରିବ ପିଲାମାନଙ୍କ ପାଇଁ ସିଆରପିଏଫ ଦ୍ୱାରା କମ୍ପ୍ୟୁଟର କୋଚିଂ 

http://www.youtube.com/watch?v=VgF3s4_QWks  ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ଅଧିକାଂଶ ଗ୍ରାମ ଗୁଡିକରେ ବିଗତ କିଛି ବର୍ଷ ହେଲା ମାଓବାଦୀ ମାନଙ୍କର ଗତିବିଧି ପରିଲକ୍ଷିତ ହେଉଛି । ମାଓବାଦୀ ମାନଙ୍କର ଗତିବିଧି ଉପରେ…

ଫ୍ୟାଲେରିଆ ରୋଗ  ନିରାକରଣ ଅଭିଯାନ ।

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ):- ସମ୍ବଲପୁର ଜିଲ୍ଲା ରେ ଫ୍ୟାଲେରିଆ ରୋଗ ନିରାକରଣ ପାଇଁ ଚଳିତ ମାସ ବିଶେଷ ଅଭିଯାନ ଅନୁଷ୍ଠିତ ହେବ । ଗତ କିଛି ମାସ ପୁର୍ବରୁ ଜିଲ୍ଲାରେ ଫ୍ୟାଲେରିଆ  ରୋଗ ସ୍ଥିତିକୁ ନେଇ ବିଶେଷ ସମିକ୍ଷା ସହ ସର୍ଭେ କରାଯାଇଥିଲା । ସେଥିରୁ ଜିଲ୍ଲାରେ ଫ୍ୟାଲେରିଆ ରୋଗୀ…

ଆଶା କର୍ମୀ ମାର୍ଚ୍ଚ ୧୫ ରେ RDC ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ,୨୦ ଭୁବନେଶ୍ୱରରେ ଧାରଣା ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-ସମ୍ବଲପୁର ଜିଲ୍ଲା ଆଶା କର୍ମୀ ସଂଘ ନେତୃତ୍ୱରେ ପଶ୍ଚିମ ଓଡ଼ିଶା ସ୍ତରୀୟ ଆଶାକର୍ମୀଙ୍କ ସଭା ଲକ୍ଷ୍ମୀ ମହାରଣାଙ୍କ ପରିଚାଳନାରେ ସାକ୍ଷୀପଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ନେତା ତଥା ଆଇନଜୀବୀ ପ୍ରଶାନ୍ତ ପାଢ଼ୀ କହିଛନ୍ତି ଯେ କୋଭିଡ ଯୋଦ୍ଧା ରୂପେ ଆଶା…

ଜିଏସଟି ସରଳୀକରଣ ଦାବିରେ ଫେବୃଆରୀ ୨୬ ବ୍ୟବସାୟୀ ସଂଘର ଭାରତ ବନ୍ଦ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ଜିଏସଟି ସରଳୀକରଣ ଦାବିରେ ସାରାଦେଶରେ ବ୍ୟବସାୟୀ ଆସନ୍ତା ଫେବୃଆରୀ ୨୬ ତାରିଖରେ ଭାରତ ବ୍ୟବସାୟ ବନ୍ଦ ଡାକରା ଦିଆଯାଇଛି । ଏନେଇ ସମ୍ବଲପୁର ଠାରେ ମଧ୍ୟ ବ୍ୟବସାୟ ବନ୍ଦ କୁ ସଫଳ କରିବା ପାଇଁ ସମ୍ବଲପୁର ଜିଲ୍ଲା ବ୍ୟବସାୟ ସଂଘ ପକ୍ଷରୁ ଲୋକଙ୍କୁ ଅପିଳ…

ବାଲ୍ୟ ବିବାହକୁ  ବନ୍ଦ କଲା ପୋଲିସ ବିଭାଗ 

ବୁଗୁଡା:(ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଢୁଙ୍କାପଡା ଗ୍ରାମରେ ଏକ ବାଲ୍ୟ ବିବାହକୁ ରବିବାର ଦିନ ରୋକିଛନ୍ତି ପୋଲସରା ଓ ବୁଗୁଡା ବ୍ଲକ ଓ ଥାନାର ପ୍ରଶାସକ ବୃନ୍ଦ। ବୁଗୁଡା ବ୍ଲକ/ଥାନା ପକ୍ଷରୁ ବାଲ୍ୟ ବିବାହ ଖବର ପାଇ ବେତାରସିଂ ଗ୍ରାମର ଯୋଗୀ ବେହେରାଙ୍କ ଘରେ…

 ଆସୁଥିବା କୋଭିଡ୍ ମହାମାରୀର ଦ୍ବିତୀୟ ରୂପକୁ ନେଇ ଜିଲ୍ଲାସ୍ତରୀୟ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୋମବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆସୁଥିବା କରୋନା ମହାମାରୀର ରୂପାନ୍ତରକୁ କିପରି ମୁକାବିଲା କରାଯିବ ସେଥିପାଇଁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ବୈଠକ…

 ଜିଲ୍ଲାରେ ଶୁଭାରମ୍ଭ ହେଲା ସଘନ ମିଶନ ଇନ୍ଦ୍ରଧନୁଷ୍ ୩.୦

http://www.youtube.com/watch?v=_aoWHLqSlgA  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାର ଓ ରାଜ୍ୟ ସରକାରଙ୍କ ନିଷ୍ପତି ଓ ନିର୍ଦ୍ଦେଶ ପ୍ରକାରେ ଗଜପତି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଆଜି ୨୨ ଫେବୃଆରୀ ଦିନ ସଘନ ମିଶନ ଇନ୍ଦ୍ରଧନୁସ ୩.୦ କାର୍ଯ୍ୟକ୍ରମର ଶୁଭାରମ୍ଭ…

ରାଜ୍ୟରେ ଜଳସେଚନର ସୁପରିଚାଳନା ପାଇଁ ଜଳ ପ୍ରଭାରୀ ନିୟୋଜିତ

ଭୁବନେଶ୍ୱର (ଶାସକ ପ୍ରଶାସକ)- ରାଜ୍ୟର ସମସ୍ତ ଜିଲ୍ଲାରେ ଜଳସେଚନର ସୁପରିଚାଳନା ପାଇଁ  ରାଜ୍ୟ ଜଳ ସମ୍ପଦ  ବିଭାଗ ତରଫରୁ ପ୍ରତି ଜିଲ୍ଲା ପାଇଁ ‘ଜଳ ପ୍ରଭାରୀ’ଙ୍କୁ ନିୟୋଜିତ କରାଯାଇଛି । ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ, ବରିଷ୍ଠ  ପଦାଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲା…