ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା
କିଛିଦିନ ପର୍ବରୁ ପେରୋଲରେ ଜେଲରୁ ଆସିଥିଲେ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଛେଲିଆମାଲ ଗ୍ରାମର ତ୍ରିଲୋଚନ ଗିଧିଲି (୩୦)ନାମକ ଜଣେ ଯୁବକ ଆଜି ସକାଳୁ ଗ୍ରାମ ନିକଟରେ ଥିବା ଛେଳିଆ ଡୁଙ୍ଗୁରିର ଏକ ଗଛରେ ବେକରେ ଗାମୁଛା ଲଗେଇ ଝୁଲୁଥିବା ଅବସ୍ଥାରେ ଦେଖିବା ପରେ ଗ୍ରାମବାସୀ ମାନେ…