ଏକାଥରେ ଚାଲିଗଲା ଦି ଦି ଟା ନିଷ୍ପାପ ଜୀବନ
ଚୁଡାପୁଡୁଗ ଗ୍ରାମରେ ଅଭାବନୀୟ ଘଟଣା ଗାଧୋଇବା ବେଳେ ସୁରୁବାଲି ନଈରେ ବୁଡି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ
ରେଢାଖୋଲ ( ଅନିଲ କୁମାର ପୃଷ୍ଟି) : ମା’ ସହ ଗାଧୋଇବାକୁ ଯାଇ ଦୁଇ ନାବାଳକ ପୁତ୍ର ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ ଚାରମାଳ ଥାନା ଚୁଡାପୁଡୁଗ…