ଶିମିଳିପାଳର ନିଆଁ: ଏଠି ସେଠି ସବୁଠି 

ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ପିସିସିଏଫ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ଶିମିଳିପାଳ ନିଆଁ ପୂର୍ବଦିନ ତୁଳନାରେ ନିଆଁ କମିଥିବା ସୂଚନା ଦେଲେ  ବାରିପଦାରେ ବସି ଜଙ୍ଗଲ ନିଆଁକୁ ଆୟତ କରୁଛନ୍ତି ଏସ୍ଟିଆର କର୍ତ୍ତୃପକ୍ଷ ବାରିପଦା,(ଦିଲ୍ଲୀପ ମହାନ୍ତି): -…

ରାୟଗଡା ଉପ-କାରାଗାରକୁ ଉତ୍କଳ ଆଲୁମିନା ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ

ଭୁବନେଶ୍ୱର / ରାୟଗଡା(ସରୋଜ କୁମାର ସାହୁ)  : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜର ଏକ ୟୁନିଟ୍‍ ଉତ୍କଳ  ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ, ଦୋରାଗୁଡ଼ା ତାହାର ପରିପାର୍ଶ୍ଵିକ ବିକାଶ ପ୍ରୟାସ ଏବଂ କୋଭିଡ୧୯ ମହାମାରୀ ପରିପ୍ରେକ୍ଷୀରେ ରାୟଗଡା ଜିଲା ସ୍ୱାସ୍ଥ୍ୟବିଭାଗକୁ…

ପିଏମ୍‌-କିଷାନ୍‌ : ଅରୁଣ ଦେଲେ ଧର୍ମେନ୍ଦ୍ରଙ୍କ ଚିଟାଉର ଉତ୍ତର 

ପିଏମ୍‌-କିଷାନ୍‌ ଯୋଜନାର ଅବ୍ୟବସ୍ଥାକୁ କଲେ ଆଙ୍ଗୁଳି ନିର୍ଦ୍ଦେଶ ପୋର୍ଟାଲ୍‌ରେ ତଥ୍ୟ ସଂଶୋଧନ ପାଇଁ ରାଜ୍ୟକୁ ମିଳୁ କ୍ଷମତା  ଗୋଟିଏ କିସ୍ତି ପାଇଥିବା ଯୋଗ୍ୟ ଚାଷୀ ପରବର୍ତ୍ତୀ କିସ୍ତିରେ କାହିଁକି ବଞ୍ଚିତ ହେଉଛନ୍ତି ତାହା ବୁଝିହେଉନି ଭୁବନେଶ୍ବର : ଦୁଇ ଦିନ…

କରୋଡ଼ପତି ହେବା ଲୋଭରେ ହରାଇଲେ ଲକ୍ଷ ଲକ୍ଷ ଟଙ୍କା। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଦେଶରେ ସାଇବର ଅପରାଧ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ଦିନ ଏହାର ଶୀକାର ହେଉଛନ୍ତି  ଅନେକ ସାଧାରଣ ଲୋକେ। ଏହାକୁ ରୋକିବାକୁ ଯେତେ ପଦକ୍ଷେପ ନେଲେ ମଧ୍ୟ ଏହାର କୌଣସି ଆଖିଦୃଶିଆ ଫଳ ଦେଖିବାକୁ ମିଳୁନାହିଁ। ନିକଟରେ ଏହିପରି ଅନେକ…

ରବି ଋତୁରେ ଚାଷୀ ପଞ୍ଜିକରଣ ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଡିଏମଏଫ କନଫେରେନ୍ସ ହଲରେ ଆଜି ଚଳିତ ରବି ଋତୁରେ ଚାଷୀଙ୍କ ପଞ୍ଜିକରଣ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ…

ପିତୃମାତୃହୀନ ପିଲାଙ୍କୁ ଥାଇଥାନ  ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ସରକାରଙ୍କ 5T ଅଧିନରେ ଆସୁଥିବା ପିତୃମାତୃହୀନ ପିଲାଙ୍କୁ ଥଇଥାନ କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ ହାତକୁ ନେଇ ପିଲାମାନଙ୍କୁ କିପରି ଥଇଥାନ କରାଯିବ ତାହାଉପରେ କାର୍ଯ୍ୟ ଆରମ୍ଭ କରିଛି।  ପ୍ରଥମେ…

ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତିରେ ଶିକ୍ଷକ ମାନଙ୍କ ଭୂମିକା ସମ୍ପର୍କିତ କର୍ମଶାଳା

https://www.youtube.com/watch?v=KBTvasg0JEw ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାରତୀୟ ଶିକ୍ଷଣ ମଣ୍ଡଳ ଓ ଭାରତ ସରକାରଙ୍କ ନୀତି ଆୟୋଗ ଆନୁକୂଲ୍ୟରେ ଏବଂ ଗଜପତି ଜିଲ୍ଲା ଶିକ୍ଷା ବିଭାଗ ସହଯୋଗରେ…

ଦ୍ୱାରଶୁଣି ପୀଠଠାରେ ଅଚିହ୍ନା ମହିଳାଙ୍କ ମୃତ ଦେହ , ଗୁରୁତ୍ତର ଅବସ୍ଥାରେ ନାବାଳିକା ଉଦ୍ଧାର

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ୫୨ଘାଟିର ଦ୍ୱାରଶୁଣି ଠାକୁରାଣୀ ପୀଠଠାରୁ ବିଶୋଇ ଦିଗରେ ପ୍ରାୟ ୫୦ ମିଟର ଦୂରର ରାସ୍ତାର ଦକ୍ଷିଣ ପାର୍ଶ୍ୱସୁରକ୍ଷା ପାଚେରୀ ତଳେ ପ୍ରାୟ ୩୦ ବର୍ଷ ପାଖାପାଖି ଜଣେ ଅଜଣା…

ଝାରସୁଗୁଡାରେ ରେଳବାଇର ବିକାଶ ପାଇଁ ରେଳବାଇ ଅଧିକାରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ସମୀକ୍ଷା ବୈଠକ

ଝାରସୁଗୁଡା / ସୁବାସ ସାହାରେ : ଝାରସୁଗୁଡାରେ ରେଳବାଇର ବିକାଶ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଆଜି  ରେଳବାଇ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ନେଇଛନ୍ତି | ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ରେଳବାଇରେ ଝାରସୁଗୁଡାର ଯେତେ ବିକାଶ ହେବା କଥା ତାହା ହୋଇ ପାରି…

ଆସିକା ଚିନିକଳରେ ଯୋଗ୍ୟ ପ୍ରଶାସନିକ ଅଫିସରଙ୍କୁ ଏମଡି ଭାବରେ ନିଯୁକ୍ତ କରାଇ ବିଜୁ ବାବୁଙ୍କୁ ଉଚିତ୍ ଶ୍ରଦ୍ଧାଜଂଳି…

ରାଜ୍ୟ ସଭାପତିଙ୍କ ଗଂଜାମ ଜିଲ୍ଲା ଗସ୍ତ : ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ହେଲେ ସାମିଲ ଗଂଜାମ/ଭୁବନେଶ୍ୱର: ଆସିକା ସମବାୟ ଚିନି ଶିଳ୍ପ ଏସିଆ ମହାଦେଶର ପ୍ରଥମ ଚିନି ଶିଳ୍ପ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ୧୯୬୩ ମସିହାରେ ଆରମ୍ଭ ହୋଇଥିବା ଏହି ଚିନି କଳରେ ୨…