ଅଙ୍ଗନୱାଡି କର୍ମୀଙ୍କୁ ହଟାଇବାକୁ ଦାବୀ କଲେ ଗ୍ରାମବାସୀ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ଲୋହିସିଂ ପଞ୍ଚାୟତର ନିକ୍ତିମାଲ ଗ୍ରାମବାସୀ ସ୍ଥାନୀୟ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀଙ୍କୁ ହଟାଇବାକୁ ସିଡିପିଓଙ୍କ ନିକଟରେ ଦାବି ଜଣାଇ ଏକ ଦରଖାସ୍ତ ଦେଇଛନ୍ତି। ଆଜି ଗ୍ରାମର ପୁରୁଷ ଓ ମହିଳାମାନେ ଅଙ୍ଗନୱାଡ଼ି କର୍ମୀଙ୍କ ବିରୋଧରେ…