ମୁଖ୍ୟମନ୍ତ୍ରୀଙ୍କର ନୂଆପଡା ଗସ୍ତର ଏଲସିଡି ମାଧ୍ୟମରେ ସିଧା ପ୍ରସାରଣ
ବରଗଡ :- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆପଡା ଜିଲ୍ଲା ଗସ୍ତରେ ଆସି ନୂଆପଡାବାସୀଙ୍କ ଉନ୍ନତି ଓ ବିକାଶ ପାଇଁ ପ୍ରାୟ ଚାରି ହଜାର କୋଟି ଟଙ୍କାର ଅନେକ ଗୁଡିଏ ପ୍ରକଳ୍ପର ଉଦଘାଟନ ତଥା ଶିଳାନ୍ୟାସ କରିଥିଲେ । ଏହି ଅବସରରେ ମୁଖ୍ୟ ସମାରୋହ ଖରିଆର ଠାରେ ଆୟୋଜନ କରାଯାଇଥିବା ବେଳେ…