ପ୍ରଫେସର ଦୀପକ ବେହେରା କିସ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶିଷ୍ଟ ଶିକ୍ଷାବିତ୍‍ ତଥା ନୃତତ୍ତ୍ୱବିତ୍‍ ଏବଂ ଦକ୍ଷ ପ୍ରଶାସକ ପ୍ରଫେସର ଦୀପକ କୁମାର ବେହେରା କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇଛନ୍ତି । କିସ୍‍ ଓ କିଟ୍‍ ପ୍ରତିଷ୍ଠାତା  ଅଚ୍ୟୁତ  ସାମନ୍ତଙ୍କ ସମେତ ଉଭୟ କିଟ୍‍ ଓ କିସ୍‍ ବିଶ୍ୱବିଦ୍ୟାଳୟର…

ବିଜେଡିରେ ଯୋଗ ଦେଲେ ମାହାଙ୍ଗାର ନିର୍ବାଚନମଣ୍ଡଳୀର ବିଜେପି କର୍ମୀ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ମାହାଙ୍ଗା  ବିଧାୟକ ତଥା ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ  ଦ୍ୱାରା ଜାରି ରହିଥିବା ବିକାଶଧାରାରେ  ଅନୁପ୍ରାଣିତ ହୋଇ ତଥା ତାଙ୍କ ନେତୃତ୍ୱକୁ ସମର୍ଥନ କରି ଲଳିତଗିରି ପଞ୍ଚାୟତରୁ ୧୨ ଜଣ ବିଜପି କର୍ମୀ ବିଜେପି ଦଳ ପରିତ୍ୟାଗ କରି ବିଜେଡିରେ ଯୋଗ ଦେଇଛନ୍ତି |…

ତୃଣମୂଳ କଳାକର୍ମୀ କାଳିଆରୁ ପଦ୍ମଶ୍ରୀ କବିହଳଧର

 ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର "ଦୁରାବସ୍ଥା ଭିତରେ ବି ଜୀବନବ୍ୟାପି ସାରସ୍ୱତ ସାଧନା, ବାଣୀ ନିରାଜନା । ସୃଷ୍ଟି ତାଙ୍କ ବିପୁଳ । କୃତି ତାଙ୍କ ମଂଜୁଳ । ଶୁଣିବାକୁ ଶ୍ରୁତିମଧୁର । କବିତା ତାଙ୍କର ଶୂଣୁଥିବା ବେଲେ ଚଳଚିତ୍ର ଭଳି ଆଖି ଆଗରେ ଝଲସିଯାଏ ଚିତ୍ରପଟ ସବୁ । ମାସକୁ ତିରିଶ ଦିନ…

ଶହୀଦ ରଞ୍ଜନ ଦାଶଙ୍କ ପଞ୍ଚମ ଶହୀଦ ଦିବସ ପାଳନ 

ବରଗଡ :-  ମଂଗଳବାର ଦିନ ସନ୍ଧ୍ୟାରେ ବରଗଡ ଜିଲ୍ଲା ଖଣ୍ଡହଥା ଗ୍ରାମ ରେ ଜନ୍ମ ଗ୍ରହଣ କରିଥିବା ଶହୀଦ ରଞ୍ଜନ ଦାଶ ଙ୍କ ପଞ୍ଚମ ଶହୀଦ ବାର୍ଷିକୀ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆୟୋଜିତ ସଭାରେ  ମୁଖ୍ଯ ଅତିଥି ଭାବରେ ଶ୍ରୀଯୁକ୍ତ ଲାଲଚାନ୍ଦ ଯାଦବ (DIG DC CRPF)ସମ୍ବଲପୁର ଏବଂ ସମ୍ମାନୀତ…

ସୀମାବର୍ତ୍ତୀ ଗ୍ରାମପଞ୍ଚାୟତ ମାନଙ୍କରେ କୋରନା ସଂକ୍ରମଣ ପ୍ରତିରୋଧ ପାଇଁ ପ୍ରସ୍ତୁତି। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଛତିଶଗଡ଼ ସୀମାବର୍ତ୍ତୀ ଲଖନପୁର ବ୍ଲକ ଅନ୍ତର୍ଗତ ୮ଟି ପଞ୍ଚାୟତରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୋଭିଡର ଦ୍ବିତୀୟ ଲହରୀକୁ ପ୍ରତିରୋଧ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ…

ଅଫଲାଇନ ପରୀକ୍ଷାକୁ ବିରୋଧ କଲେ ଇଂଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) କୋରୋନା ସଂକ୍ରମଣର ଭୟାବହତାକୁ ଦେଖି ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀମାନେ ଅଫଲାଇନ ପରୀକ୍ଷାର କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ବିରୋଧ କରି ଆଜି ଧାରଣା ଦେଇଥିଲେ।  ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ଇଂଜିନିୟରିଂ ସ୍କୁଲରେ ୯ ଜଣ…

ନିଶା ନିବାରଣ ସଚେତନତା ନିମନ୍ତେ ପଦଯାତ୍ରା କରି ଫେରିଲେ ଅଭିରାମ। 

ଝାରସୁଗୁଡ଼ା :(ସୁଭାଷ ସହାରେ) ଝାରସୁଗୁଡ଼ା ଜିଲ୍ଲାର ଦୁର୍ଲଗା ଗ୍ରାମର ଅଭିରାମ ଶତପଥୀ ୬୪ ବର୍ଷ ବୟସରେ ଏକ ସାହସିକ କାର୍ଯ୍ୟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଗତ ଜାନୁୟାରୀ ମାସ ୬ ତାରିଖରେ ସେ ଝାରସୁଗୁଡ଼ା ବିମାନବନ୍ଦରରୁ ପୁରୀ ପର୍ଯ୍ୟନ୍ତ ଏକ ସଚେତନତା ମୂଳକ ବାର୍ତ୍ତା ନେଇ ପଦଯାତ୍ରା…

ମନୋରମା ଦାଶଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି /  ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼.ବୃଷକେତୁ ଦାଶ , ପ୍ରଧାନଶିକ୍ଷକ ଗଗନ କୁମାର ଦାଶ , ବୁଗୁଡା ପ୍ରତିଦିନିର ସାମ୍ବାଦିକ ଚିତ୍ତରଞ୍ଜନ ଦାଶ , ବୁଗୁଡା ସମାଜର ସାମ୍ବାଦିକ ମନୋରଞ୍ଜନ ଦାଶ , ମୋହନା ସମାଜର ସାମ୍ବାଦିକ ପଞ୍ଚାନନ…

କୋଭିଡ୍ କଟକଣା ଯୋଗୁଁ ନିରାଡ଼ମ୍ବରରେ ପାଳିତ ହେଲା ” ରଙ୍ଗର ପର୍ବ ହୋଲି “

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଞ୍ଚଳରେ “ରଙ୍ଗର ପର୍ବ ହୋଲି” ଚଳିତ ଥର କୋଭିଡ୍ କଟକଣା ଯୋଗୁଁ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି ।  ସରକାରଙ୍କ ସମେତ ଜିଲ୍ଲା ପ୍ରଶାସନର କୋଭିଡ୍ କଟକଣା ଯୋଗୁଁ  ପ୍ରତିବର୍ଷ ଭଳି ଏ ବର୍ଷ …

ଶ୍ରୀ ଜଗନ୍ନାଥ ନିକେତନରେ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ଶ୍ରୀକୃଷ୍ଣ ଚୈତନ୍ୟ ଗୌରାଙ୍ଗ ମହାପ୍ରଭୁଙ୍କ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ପବିତ୍ର ଦୋଳ ପୂର୍ଣ୍ଣିମା ତଥା ଗୌରାଙ୍ଗ ମହାପ୍ରଭୁଙ୍କ ଜୟନ୍ତୀ ଅବସରରେ ବାଳ ମୁକୁନ୍ଦ କେନ୍ଦ୍ର ପକ୍ଷରୁ ଗୋଷାଣୀ ବ୍ଲକ ରାଜସୀତାପୁର ସ୍ଥିତ ଶ୍ରୀ ଜଗନ୍ନାଥ ନିକେତନ ଅନ୍ତୋବାସୀ ଅନାଥ ପିଲାମାନଙ୍କ ଗହଣରେ ଗୌର ପୂର୍ଣ୍ଣିମା ମହୋତ୍ସବ…