ଆମ୍ବେଦକରଙ୍କ ସାମାଜିକ ଏବଂ ରାଜନୈତିକ ଦୃଷ୍ଟିକୋଣ ଆଜି ବି ଉପଯୋଗୀ – ଧର୍ମେନ୍ଦ୍ର ପ୍ରଧାନ
ଡ.ଭିମରାଓ ଆମ୍ବେଦକରଙ୍କ ଜୟନ୍ତୀରେ କେନ୍ଦ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର - ଭାରତୀୟ ସମ୍ବିଧାନର ନିର୍ମାତା ଏବଂ ସାମାଜିକ ନ୍ୟାୟର ପ୍ରଣେତା ବାବାସାହେବ ଡ. ଭିମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଅବସରରେ ଭୁବନେଶ୍ୱର ସ୍ଥିତ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି…