କୋଭିଡ ନିୟନ୍ତ୍ରଣ ନିମନ୍ତେ 24ଘଂଟିଆ ନିୟନ୍ତ୍ରଣ କକ୍ଷ ଖୋଲିଲେ ଜିଲ୍ଲାପାଳ l

ରାୟଗଡ:-(ସରୋଜ କୁମାର ସାହୁ)-ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗର ନିର୍ଦ୍ଧେଶ ଅନୁଯାୟୀ ରାୟଗଡ ଜିଲାରେ 24ଘଂଟିଆ ନିୟନ୍ତ୍ରଣ କକ୍ଷ୍ୟ ଖୋଲାଯାଉଛି l ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚଦ୍ର ପଣ୍ଡାଙ୍କ ତତ୍ତ୍ୱlବଧାନରେ…

 ପିପିଲି ନିର୍ବାଚନମଣ୍ଡଳୀ ବିଜେଡି  ବରିଷ୍ଠ ନେତା ଦିଲ୍ଲୀପ ଦାସଙ୍କ ପରଲୋକ 

ଭୁବନେଶ୍ୱର(ଶାସକ ପ୍ରଶାସକ) ପିପିଲି ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଯଶୁଆପୁର ଗ୍ରା.ପ ର ସଭାପତି ଦିଲ୍ଲୀପ କୁମାର ଦାସଙ୍କର  ଆଜି  ହୃଦଘାତରେ ପରଲୋକ  ହୋଇଯାଇଛି | ଗତ କିଛି ଦିନ ହେଲା ସ୍ବର୍ଗତ ଦାସ ଅସୁସ୍ଥ ଥିଲେ | ଆଜି ତାଙ୍କୁ ଭୁବନେଶ୍ୱରରେ ମେଡିକାଲ ଚିକତ୍ସା…

ଦେଶରେ ମେଡ଼ିକାଲ ଅକ୍ସିଜେନର ଯୋଗାଣ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା – ଧର୍ମେନ୍ଦ୍ର…

ପିଏମ୍ କେୟାର୍ସ ପାଣ୍ଠିରୁ ୧ଲକ୍ଷ ଅକ୍ସିଜେନ କନସେଟ୍ରେଂଟର କ୍ରୟ କରିବା ନିଷ୍ପତି ପ୍ରସଙ୍ଗ ଭୁବନେଶ୍ୱର, – ପିଏମ୍ କେୟାର୍ସ ପାଣ୍ଠିରୁ ୧ ଲକ୍ଷ ପୋର୍ଟେବଲ ଅକ୍ସିଜେନ କନସେଟ୍ରେଂଟର କ୍ରୟ କରିବା ସହ ଅତିରିକ୍ତ ୫୦୦ଟି ପ୍ରେସର ସ୍ୱିଇଂ ଏଡସରସ୍ପନ (ପିଏସଏ) ଅକ୍ସିଜେନ ପ୍ଲାଂଟ୍ ପ୍ରତିଷ୍ଠା…

ଜୀବନ ଥାଉ ଜୀବିକା ବି ଥାଉ, କାହାର ଯେମିତି କିଛି  ଅସୁବିଧା ନହେଉ : ଜିଲ୍ଲାପାଳ 

ଦୋକାନ ବଜାର ଖୋଲିବା ସମୟ ପରବର୍ତ୍ତନ ନିମନ୍ତେ ପ୍ରଶାସନକୁ ଅନୁରୋଧ ଜଣାଇଲେ ରାୟଗଡର ବିଭିନ୍ନ ବାଣିଜ୍ୟକ ସଂଗଠନ   ରାୟଗଡ/ ସରୋଜ କୁମାର ସାହୁ -ରାୟଗଡ ସହରର ବିଭନ ବଣିକ ସଂଘର କର୍ମକର୍ତ୍ତାମାନେ ଆଜି ଆପରାହ୍ନରେ ଜିଲ୍ଲାପାଳ ରୟାଗଡ଼ ଶ୍ରୀ ସରୋଜ କୁମାର ମିଶ୍ରଙ୍କୁ ନିଜ ଆଡୁ ଆସି ଭେଟି…

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର(ଶାସକ ପ୍ରଶାସକ):ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛିା ଏହି ଅବସରରେ ରାଜଭବନସ୍ଥିତ ଉତ୍କଳଗୌରବଙ୍କ ପ୍ରତିମୂର୍ତ୍ତିରେ ବିଭାଗ ପକ୍ଷରୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାା  ସକାଳ ୭.୩୦ ମିନିଟ୍ ସମୟରେ…

ଦୁଇ ଦିନ ଅନ୍ତର ରେ ମା ପୁଅଙ୍କ ମୃତ୍ୟୁ, ବାପା ଶଯ୍ୟାଶାୟୀ

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ନିଲଜିପତ୍ରା (ପତ୍ରାପାଲି) ଗ୍ରାମ ରେ ପ୍ରଥମେ ଦୁକାଳୁ ସତନାମୀ(୬୫) ଙ୍କ ପତ୍ନୀ ଦୁଇ ଦିନ ପରେ ତାଙ୍କ ପୁଅ ମନିରାମ ସତନାମୀ(୪୫) ଙ୍କ ମୃତ୍ୟୁ ହୋଇଯାଇଅଛି।କେଉଁ କାରଣ ରୁ ଏମାନଙ୍କ ମୃତ୍ୟୁ ଘଟିଛି…

ଆଉ କେତେ ସରି ହେଲେ ଚେତିବା ଆମେ !!!

ଜିଲ୍ଲାରେ କୋଭିଡ-୧୯ କଟକଣାକୁ ମାନୁ  ନାହାଁନ୍ତି  ଜିସିଡି ହାଇସ୍କୁଲ ପଡିଆରେ ଥିବା ମାଛ ଓ ମାଂସ ଦୋକାନୀ  ରାୟଗଡ(ସରୋଜ କୁମାର ସାହୁ): ସମଗ୍ର ଦେଶରେ କୋରନା ଉଗ୍ର ରୂପ ନେଇ ସାରିଛି । ଦିନକୁ ଦିନ କୋରନା ରୋଗୀଙ୍କ ସଂଖ୍ୟା ବଢିବଢି ଚାଲିଥିବା ବେଳେ ଡାକ୍ତରଖାନାରେ ବେଡର ଅଭାବ ଘୋର ସଙ୍କଟ…

କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟକୁ ଭାରତର ସର୍ବୋଚ୍ଚ ସ୍ଥାନ

ଭୁବନେଶ୍ୱର: କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି। ଏହି ରାଙ୍କିଙ୍ଗ ପ୍ରଦାନ କରାଯିବା ପରେ କିଟ୍‍ ବିଶ୍ୱବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ରେଟେଡ୍‍’ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରାପ୍ତ ହୋଇଛି। କ୍ୟୁଏସ୍‍ ମାନଦଣ୍ଡର ସମସ୍ତ…

ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ, ଜଳିଗଲା 4ବଖରା ଘର : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ.

ଆଠମଲ୍ଲିକ (ସନ୍ତୋଷ ମେହେର) : ଆଠମଲ୍ଲିକ ବ୍ଲକ କନ୍ଧପଡା ପଂଚାୟତ ଅନ୍ତର୍ଗତ ପାତ୍ରପଡା ଗ୍ରାମରେ ସର୍ଟସର୍କିଟ କାରଣରୁ ସୌରୀ ନାଏକ ଏବଂ ଭଗବାନ ନାଏକଙ୍କର 4ବଖରା ଘର ପଡିଯିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି I ଖବର ପାଇ ଆରିୟନ ଫାଉଣ୍ଡେସନ ଟ୍ରଷ୍ଟ ର କର୍ମକର୍ତ୍ତା ଘଟଣା…

ଝାରବନ୍ଧ ବ୍ଳକରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ଖୋଲିବା ପାଇଁ ଜିଲ୍ଲା ପରିଷଦ ସଭ୍ୟାଙ୍କ ଦାବିପତ୍ର…

ପଦ୍ମପୁର/ଝାରବନ୍ଧ  (ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡରେ ପ୍ରତ୍ୟେକ ଦିନ ନୁଆଁ ନୁଆଁ ଲୋକ କରୋନା ମହାମାରୀର ଆକ୍ରୋଶର ଶିକାର ହେଉଛନ୍ତି । କରୋନାରେ ଆକ୍ରାନ୍ତ ହେଲା ପରେ କିଛି ଲୋକ ଘରୋଇ ସଙ୍ଗରୋଧରେ ରହୁଛନ୍ତି ଏବଂ ଯାହାର ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେଉଛି ସେମାନେ ବରଗଡ଼ କୋଭିଡ଼…