କରୋନାର ନୂଆ ଷ୍ଟ୍ରେନ ଲକ୍ଷଣ ପରେ ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡ ଜିଲ୍ଳାର ସମସ୍ତ ପ୍ରବେଶ ପଥ ସିଲ: ଯାଚଂ କଡାକଡି
"କେରଡା ପରି ସlନସlନ୍ଧୁ ବାଡ଼ିରେ ମଧ୍ୟ 24ଘଂଟିଆ ଯାଞ୍ଚ କରାଯିବ ଆନ୍ଧ୍ର ତେଲେଙ୍ଗାନା ଫେରନ୍ତାଙ୍କୁ- ଜିଲ୍ଲାପାଳ "
ରାୟଗଡ/ସରୋଜ କୁମାର ସାହୁ: ପଡୋଶୀ ଆନ୍ଧ୍ର ଓ ତେଲଙ୍ଗାନାରେ ଦେଖାଦେଇଥିବା ମହାମାରୀ କରୋନାର ନୂଆ ଷ୍ଟ୍ରେନ ଆହୁରି ମାରାତ୍ମକ ହୋଇଥିବା ନେଇ ଖବର ଜଣାପଡିବା ପରେ କରୋନା…