ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ 22 ଜଣ କନ୍ୟାଙ୍କର ବିବାହ ସମ୍ପନ୍ନ
ନୟାଗଡ଼(ବିଶ୍ୱଜିତ୍ ନାୟକ) :- ନୟାଗଡ଼ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ 22 ଜଣ କନ୍ୟା ମାନଙ୍କର ବିବାହ ସମ୍ପନ୍ନ ହୋଇଯାଇଛି l ନୟାଗଡ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଏକ ଆଡମ୍ବର ପୂର୍ଣ୍ଣ ପରିବେଶ ରେ ଜିଲ୍ଲାର ଆଠ…