ବlତ୍ୟା ମୁକାବିଲା ନିମନ୍ତେ ରାୟଗଡ ଜିଲ୍ଲlପ୍ରଶାନର ବ୍ୟାପକ ପ୍ରସ୍ତୁତି l
ତଳିଆଞ୍ଚଳ ବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ସରକାର ନୀୟମ ଅନୁଯାୟୀ ରନ୍ଧା ଖାଦ୍ୟ ଦିଆଯାଉଛି
ରାୟଗଡରୁ ସରୋଜ କୁମାର ସାହୁ: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ସମ୍ବାବ୍ୟ ବାତ୍ୟା "ଗୁଲାବ"କୁ ମୁକାବିଲା ନିମନ୍ତେ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ…