ପାଣି ସମସ୍ୟା କୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା।
ଟିଟିଲାଗଡ, ( ଗୌରବ ଦର୍ଜୀ)-ଟିଟିଲାଗଡ ଉପଖଣ୍ଡ ରେ ପାଣି ସମସ୍ୟା ଏକ ଉତ୍କଟ ସମସ୍ୟା ପାଲଟିଛି। ସହର ଅଞ୍ଚଳ ରେ ହେଉଥିବା ପାଣି ର ସମସ୍ୟା କୁ ପ୍ରଶାସନ ସମାଧାନ କରିପାରୁନଥିବା ବେଳେ ଗ୍ରାମାଞ୍ଚଳ ରେ ମଧ୍ୟ ସମସ୍ୟା ର ସମାଧାନ ହୋଇପାରୁନାହିଁ। ସହର ସମେତ ଗ୍ରାମାଞ୍ଚଳ ରେ ମଧ୍ୟ ପାଣି ସମସ୍ୟା…