ଏଲଙ୍ଗାଲପାଡୁ ଗ୍ରାମରେ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା ରିତା ବେକେରୀ
ରାୟଗଡ(ସରୋଜ କୁମାର ସାହୁ): ରାୟଗଡ ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ଗ୍ରାମ ପଂଚାୟତର ଏଲଙ୍ଗାଲପାଡୁ ଗ୍ରାମରେ ରିତା ବେକେରୀ ନାମରେ ଏକ ବେକେରୀ କାରଖାନାକୁ ଅନୁସୁଚିତ ଜାତି ଓ ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ମୂଖ୍ୟ ଅତିଥି…