ଅପହରଣ ପରେ ପ୍ଲଟ୍ ବ୍ୟବସାୟୀଙ୍କୁ ହତ୍ୟା : ଅଭିଯୁକ୍ତ ଗିରଫ।

ବ୍ରହ୍ମପୁର : ଗତ ଏକ ସପ୍ତାହ ତଳେ ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିଥିବା ଗୋପାଳପୁର ଥାନା ରେ ଅଭିଯୋଗ ହୋଇଥିଲା ଓ ଅଭିଯୋଗ କୁ ଭିତ୍ତି କରି ପୋଲିସ ତନାଘନା ଚଳାଇ ମଧ୍ୟ ସୁଧୀର ର ଟେର୍ ପାଇନଥିଲେ। ଶେଷରେ ସୁଧୀର ମୃତ ଶରୀରକୁ ସୋରଡ଼ା ଥାନା ଅର୍ନ୍ତଗତ ଘଞ୍ଚ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରକ୍ତପାତ, ଉଭୟ ପକ୍ଷରୁ ୪ ଗିରଫ

ବେଲଗୁଣ୍ଠା-୨୩/୪-(ଶିବରାମ ଚୌଧୁରୀ )-: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବେଲଗୁଣ୍ଠା ଥାନା ଅନ୍ତର୍ଗତ କେବିରିପଲ୍ଲୀ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ପୋଲିସ ଉଭୟ ପକ୍ଷରୁ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ପୋଲିସ ସୂଚନା ଅନୁଯାୟୀ, ଗତ ୨୧ ଓ ୨୨ ତାରିଖ…

କୋଲାବିରାରେ ବିଜେଡିର ବିଶାଳ ପ୍ରତିବାଦ: ବିଡ଼ିଓଙ୍କ କାର୍ଯ୍ୟପ୍ରଣାଳୀ ଉପରେ ତୀବ୍ର ଅସନ୍ତୋଷ:

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକରେ ବିଡ଼ିଓଙ୍କ ମନମୁଖୀ ଶାସନ, ଉନ୍ନୟନ କାର୍ଯ୍ୟରେ ଅବହେଳା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଅସମ୍ମାନ କରାଯାଉଥିବା ଅଭିଯୋଗରେ ଗୁରୁବାର ବିଜେଡି ପକ୍ଷରୁ ଏକ ବିଶାଳ ରେଲି ଓ ଗଣଧାରଣା ଆୟୋଜିତ ହୋଇଥିଲା। ପୂର୍ବତନ ବିଧାୟିକା ଦୀପାଳି…

ସାଂସଦଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ‘ଦିଶା’ ବୈଠକ ଅନୁଷ୍ଠିତ

- 'ଦିଶା' ବୈଠକରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କଲେ ମାନ୍ୟବର ସାଂସଦ "ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣରେ ଅବହେଳା କଲେ ଶିଳ୍ପ ସଂସ୍ଥା ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ" - ସାଂସଦ ପ୍ରଦୀପ ପୁରୋହିତ -ବେଆଇନ ପାଉଁଶ ଫିଙ୍ଗିବା ରୋକିବା ଓ ଜଳାଶୟର ପୁନରୁଦ୍ଧାର ପାଇଁ…

ଦିନଶା ପକ୍ଷରୁ ବିନୋଦ କାମ୍ବଲିଙ୍କୁ ନେଇ ନୂଆ ‘ଦିଲଦାରି’ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଆଇସକ୍ରିମ ବ୍ରାଣ୍ଡ ଦିନଶା ପକ୍ଷରୁ କ୍ରିକେଟ ତାରକା ବିନୋଦ କାମ୍ବଲିଙ୍କୁ ନେଇ ନୂଆ ଦିଲଦାରି ଅଭିଯାନର ଶୁଭାରମ୍ଭ କରାଯାଇଛି । ଏଥିରେ କୋନ ଆଇସକ୍ରିମ ଅନୁଭୂତିକୁ ପୁନଃକଳ୍ପନା କରାଯାଇଛି ଯାହାର ଶେଷ ଆଡ଼କୁ ତିନି ଗୁଣା ଅଧିକ ଶକ୍ତ ଚକୋଲେଟ ରହିଛି । ଏହି…

ଚିଲିକା ପୁସ୍ତକ ମେଳା ପ୍ରସ୍ତୁତି ବୈଠକ

ବାଲୁଗାଁ:(ସେକ୍ କୌସର):ଚଳିତ ଅପ୍ରେଲ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଚିଲିକା ପୁସ୍ତକ ମେଳା ଆୟୋଜନ ର ପ୍ରସ୍ତୁତି ବୈଠକ ସହ ସାମ୍ବାଦିକ ସମ୍ମିଳନୀ ବରିଷ୍ଠ ସାମ୍ବାଦିକ ଶରତ ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

ଶରଣକୁଳ ପୋଲିସ ଦ୍ବାରା ୧୭୨ ଲିଟର ବିଦେଶୀ ମଦ ଜବତ: ବେଆଇନ ବିଦେଶୀ ମଦ କାରବାର ଅଭିଯୋଗରେ ୨ ଭାଇ ଗିରଫ,

ଓଡ଼ଗାଁ ୨୨।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସରଣକୁଳ ଥାନା ପୋଲିସ ମଙ୍ଗଳବାର ସନ୍ଧ୍ୟାରେ ଏଏସଆଇ ସୈନୁଲ ଖାନଙ୍କ ନେତୃତ୍ୱରେ ପାଟ୍ରୋଲିଂ ବେଳେ ପଞ୍ଚିରିଡା, ବ୍ରାହ୍ମଣସାହିରୁ ମୋଟ ୨୦ଟି ସିଲ୍ ହୋଇଥିବା କାର୍ଟନ୍ ଆଇଏମଏଫଏଲ (୦୮ କାର୍ଟନ୍ ମ୍ୟାକଡୋୱେଲ୍ସ ନମ୍ବର ୧…

ନକଲି ସାର୍ଟିଫିକେଟରେ ୧୨ ବର୍ଷ ଚାକିରୀ: ଶିକ୍ଷକ ଗିରଫ

ଓଡ଼ଗାଁ, ୨୨।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଥାନା ପୋଲିସ ନକଲି ଶିକ୍ଷାଗତ ସାର୍ଟିଫିକେଟ ଓ ମାର୍କସିଟ୍ ଦେଇ ଦୀର୍ଘ ୧୨ ବର୍ଷ ଧରି ଚାକିରୀ କରି ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ବୁଧବାର ଗିରଫ କରିଛି। କୋର୍ଟରେ…

ସାମ୍ୱାଦିକଙ୍କ ମାତୃ ବିୟୋଗ : ବିଭିନ୍ନ ମହଲରେ ଶୋକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମ୍ୱାଦିକ ବିବେକାନନ୍ଦ ବେହେରାଙ୍କ ମାତା ପ୍ରତିମା କୁମାରୀ ବେହେରାଙ୍କ ପାରଳାଖେମୁଣ୍ଡିର ଦୋଳବନ୍ଧ ନିକଟସ୍ଥ ନିଜ ବାସଭବନ ଠାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ମାତା ସ୍ୱର୍ଗତା ପ୍ରତିମା କୁମାରୀ ବେହେରା ଜଣେ…

ରାଜ୍ୟରେ ୯.୮ ଲକ୍ଷ ଭୋଟର ବାଦ୍ ପଡ଼ିବା ପ୍ରସଙ୍ଗ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ଘେରିଲା ବିଜେଡି

ଏସଆଇଆର ମାଧ୍ୟମରେ ଯୋଗ୍ୟ ଭୋଟରମାନଙ୍କୁ ବାଦ୍ ଦିଆଯିବାର ଆଶଙ୍କା ସୃଷ୍ଟି ହେଉଛି ସ୍ୱଚ୍ଛ ଓ ନିର୍ଭୁଲ ଯାଞ୍ଚ କରି ବାଦ୍ ପଡ଼ିଥିବା ଭୋଟରଙ୍କୁ ପୁଣି ତାଲିକାଭୁକ୍ତ କରାଯାଉ ଭୁବନେଶ୍ୱର, ୨୨/୦୪/୨୦୨୬: ଓଡ଼ିଶାରେ ସ୍ପେସିଆଲ ଇଣ୍ଟେନସିଭ ରିଭିଜନ ପୂର୍ବରୁ ଭୋଟର ତାଲିକାରୁ ୯.୮…