ନେହେରୁ ଯୁବ କେନ୍ଦ୍ର ଏବଂ ଜୟ ଜଗନ୍ନାଥ ୟୁଥ କ୍ଲବ ରୋକାଲ ପକ୍ଷରୁ ସ୍ବଚ୍ଛତା ଭାରତ ଏବଂ ପ୍ଲାଷ୍ଟିକ ମୁକ୍ତ ଭାରତ…
ନୂଆପଡ଼ାରୁ ଯଶୋବନ୍ତ କୁମାର: ନେହେରୁ ଯୁବ କେନ୍ଦ୍ର ଏବଂ ଜୟ ଜଗନ୍ନାଥ ୟୁଥ କ୍ଲବ ରୋକାଲ ପକ୍ଷରୁ ସ୍ବଚ୍ଛତା ଭାରତ ଏବଂ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନର ଆହ୍ବାନ ଦେଇଛନ୍ତି। ବୋଡେ଼ନ ବ୍ଲକ ମାଝିପଡା ଗ୍ରାମ ରେ ଏହି ଉପଲକ୍ଷେ ଏକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି | ରୋକାଲ ଗ୍ରାମର…