କାଳୀପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ : ବାଣ ବିକ୍ରି ଓ ବ୍ୟବହାର ସମ୍ପୁର୍ଣ୍ଣ ନିଷିଦ୍ଧ

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) : ଆଗାମୀ ନଭେମ୍ବର ୪ ତାରିଖରେ ପାଳିତ ହେବାକୁ ଥିବା କାଳୀପୂଜା ପାଇଁ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ମଧୁ ସୂଦନ…

ଗଜପତିର ଆଲୋକ ବୋଷ ଓ ରାୟଗଡା ଜିଲ୍ଲାର ବୋମାଲି କାନ୍ତା ରାଓଙ୍କୁ ପାରଳାଖେମୁଣ୍ଡିରେ ଭବ୍ୟ ସମ୍ବର୍ଦ୍ଧନା

https://youtu.be/13cEHogtDHo ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତାମିଲନାଡୁ ଚେନାଇର ମଦୁରାଇ ମଦୁରାଭୋୟାଲ–ସ୍ଥିତ "ପପୀ” ହୋଟେଲ ପରିସରରେ ଫିଉଚର କଲାମସ ବୁକ ଅଫ ରେକର୍ଡସ ଏବଂ ତାମିଲନାଡୁ ସ୍ଥିତ ଦି ୟୁନିଭରସାଲ ତାମିଲ ୟୁନିଭରସିଟିର ମିଳିତ ଆନୁକୂଲ୍ୟରେ ଗତ ୧୪ ତାରିଖ ଦିନ…

ପାଟକୁଲୁଣ୍ଡା ରେ ରକ୍ତଦାନ ଶିବିର ଅନୁଷ୍ଠିତ ।

ଝାରବନ୍ଧ/ ମନୋହର ଦାସ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ର ପାଟକୁଲୁଣ୍ଡା ପଂଚାୟତ ରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଅନୁକୁଲ୍ୟରେ ବିଜୁ ଯୁବ ଜନତା ଦଳ ଏବଂ ଗ୍ରାମବାସୀ ଙ୍କ ତରଫରୁ ବିଧାୟିକା ରିତା ସାହୁ ଙ୍କ ନେତୃତ୍ୱ ରେ ଏକ…

କରୋନା କଟକଣା ମଧ୍ୟରେ ରାୟଗଡରେ ମା ଗଜଲକ୍ଷ୍ମୀ ପୂଜା

ରାୟଗଡ(ସରୋଜ କୁମାର ସାହୁ): ରାୟଗଡ ସହରରେ କୋଭିଡ କଟକଣା ମଧ୍ୟରେ ଚାଲିିଛି ମା ଗଜଲକ୍ଷ୍ମୀ ପୂଜା । କୋଭିଡ କଟକଣା ଯୋଗୁଁ ବିନା ଜାକଜମକରେ ଓ ବିନା ଆଲୋକସଜ୍ଜାରେ ଚାଲିଛି ମା ଗଜଲକ୍ଷ୍ମୀ ପୂଜାର୍ଚ୍ଚନା । ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ରାୟଗଡା ସହରସ୍ଥିତ ନ୍ୟୁ କଲୋନୀ ଠାରେ ମା ଗଜଲକ୍ଷ୍ମୀ…

କାଶିପୁର ଆଦିବାସୀ ସମାଜ କଲା ଗର୍ଜ୍ଜନ :୩ଟି ଜିଲ୍ଲା ପରିଷଦ ଆସନରେ ଆଦିବାସୀଙ୍କୁ ସଂରକ୍ଷଣ ନଦେଲେ ଭୋଟ ବର୍ଜ୍ଜନ

କାଶିପୁର ବ୍ଲକ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସଂରକ୍ଷଣକୁ ନେଇ ତୀବ୍ର ଅସନ୍ତୋଷ ରାୟଗଡ(ସରୋଜ କୁମାର ସାହୁ): ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ୨୦୨୨ ପାଇଁ କାଶୀପୁର ବ୍ଲକରେ ଥିବା ୩ଟି ଜିଲ୍ଲା ପରିଷଦ ଆସନରେ ଆଦିବାସୀଙ୍କୁ ଯଦି ସଂରକ୍ଷଣ ନ ଦିଆ ଯାଏ, ତା ହେଲେ ୨୦୧୨ ମସିହା…

୭ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ ସହ ଜଣେ ଗିରଫ

ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ )- ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ,ବେଲପଡା ଓ ପାଟଣାଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ କିନ୍ତୁ ଅବକାରୀ ବିଭାଗ ଏକ୍ସନ ମୋଡ଼କୁ ଆସିଯାଇ ଥିବାର ଦେଖିବାକୁ ମିଳିଛି | ତେବେ ଆଜି ବେଆଇନ ନିଶା କରବାର ସମ୍ପକରେ ବିଶ୍ୱସ୍ତ…

ଗନ୍ଧମାର୍ଦ୍ଦନ ପାରମ୍ପରିକ ବୈଦ ମହାସଂଘର ନୂଆଖାଇ ଭେଟ-ଘାଟ

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦଙ୍କ ରିପୋର୍ଟ ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କନ୍ଧରାଭଟ୍ଟା ଜଳମହାଦେବ ମନ୍ଦିର ଠାରେ ଗନ୍ଧମାର୍ଦ୍ଧନ ପାରମ୍ପରିକ ବୈଦ ମହାସଂଘ ତରଫରୁ ନୂଆଖାଇ ଭେଟ ଘାଟ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ବ୍ଲକ ଜିଲ୍ଲା ପରିଷଦ ଜୋନ…

ମାଓବାଦୀ ନାରେ ଧମକ ଦେଇ ଟଙ୍କା ମାଗୁଥିବା ଅଭିଯୋଗ : ୨ ଅଭିଯୁକ୍ତ ଗିରଫ

ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହେଉଛି  ଏକ ଘଞ୍ଚ ଜଙ୍ଗଲ ଘେରା ଅଞ୍ଚଳ ସହ ମାଓ ପ୍ରବଣ ଅଞ୍ଚଳ ଭାବେବି ପରିଚିତ। ତେଣୁକରି ଏହି ଅଞ୍ଚଳର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଅନେକ ପୋଲିସ ଫୋର୍ସ ମୁତୟନ କରାଯାଇଛି। କାହିଁକି ନା ବେଲେ ବେଲେ ଏଠାରେ ମାଓ ନାମରେ…

ଖାଦ୍ୟ ସୁରକ୍ଷା ଯୋଜନାରେ ଅନିୟମିତତା,ଚାଉଳ ବସ୍ତାରେ ୩/୫ କିଲୋଗ୍ରାମ ଚାଉଳ କମ ଥିବା ଅଭିଯୋଗ

 ନୂଆପଡ଼ାରୁ ଯଶୋବନ୍ତ କୁମାର : ଖାଦ୍ୟ ସୁରକ୍ଷା କୁ ଆଇନ ପ୍ରଣୟନ କରି ଖାଦ୍ୟ ସାମଗ୍ରୀ ବଣ୍ଟନ ହେଉଅଛି। ଖାଦ୍ୟ ସାମଗ୍ରୀ ରେ ଓଜନ କାମ ରହିଥିବା ଅଭିଯୋଗ । ଏହିବଭିଯୋଗ କୁ ଭିତ୍ତି କରି ତାର ସତ୍ୟା ସତ୍ୟ ତଦନ୍ତ ପାଇଁ ବସ୍ତା ଓଜନ କରାଯାଇଅଛି। ସିନାପାଲି ବ୍ଲକ ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତ…

ସୁନାବେଡା ଅଭୟାରଣ୍ୟ ଚକୋଟିଆ ଭୁଞ୍ଜିଆ ଆଧିଷ୍ଠାତ୍ରୀ ସୁନାଦେଈ ଯାତ୍ରା ଅନୁଷ୍ଠିତ

 ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ମଧ୍ୟରେ କୋଭିଡ କଟକଣା ମଧ୍ୟରେ ଦେବୀ ସୁନାଦେଈଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆୟୋଜିତ ହୋଇ ଯାଇଛି ।ଦେବୀଙ୍କ ଛତର ଗାଁ ପରିକ୍ରମା କରି ଥିଲା ।ଲିଙ୍ଗ ଗୁଡି ଠାରେ ଦେବୀଙ୍କ ବାର୍ଷିକ ହିସାବ ନିକାସ ହୋଇଥିଲା। ଏହି ଯାତ୍ରା…