ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲର ଛାତ୍ର ଲଗ୍ନଜିତ୍ ମହାନ୍ତିଙ୍କ ପୁଣି କୃତିତ୍ୱ : ଆଇ୍.ଏ.ଏ.ସି ଜର୍ମାନୀର ଅନ୍ ଲାଇନ୍…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଅନ୍ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ଲଗ୍ନଜିତ୍ ମହାନ୍ତି ଜ୍ୟୋତିବିଜ୍ଞାନ ଓ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ଆନ୍ତର୍ଜାତିକ ସଂସ୍ଥା ଆଇ୍.ଏ.ଏ.ସି (I.A.A.C) ଜର୍ମାନୀର ଅନ୍ ଲାଇନ୍ ପ୍ରତିଯୋଗିତାରେ ଅନ୍ତିମ ପର୍ଯ୍ୟାୟ ଉତ୍ତୀଣ୍ଣ…