ଆଗଲପୁର : ଏସ୍ ଏଚ୍ ଜି ମହିଳାଙ୍କୁ ଆମ୍ବ ଚାରା ବଣ୍ଟନ
ଲୋଇସିଂହା/ଆଗଲପୁର (ସନ୍ତୋଷ କୁମାର ଠାକୁର ): ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରଣୀପାଲି ପଂଚାୟତର ୮୫ ଏସଏଚଜିର ୮୫୦ରୁ ଉର୍ଦ୍ଧ ମହିଳା ମାନଙ୍କୁ ଆମ୍ବଚାରା ବଣ୍ଟନ କରାଯାଇଛି ଓ ଗଛର ଯତ୍ନପାଇଁ ପ୍ରତି ଗ୍ରୁପକୁ ୨ ହଜାର ଟଙ୍କା ଲେଖାଏଁ ପଂଚାୟତ ନିଜସ୍ୱ ପାଣ୍ଠିରୁ ପ୍ରଦାନ କରିଛି l…