ସମସ୍ତଙ୍କୁ ଧନ୍ୟବାଦ-ମୁଖ୍ୟମନ୍ତ୍ରୀ

ଭଲରେ  ଭଲରେ ସରିଲା ମହାପ୍ରଭୁଙ୍କ ନବଦିନ ଯାତ୍ରା ଭୁବନେଶ୍ୱର(ଶାସକ ପ୍ରଶାସକ) : କୋ‍ଭିଡ କଟକଣା ମଧ୍ୟରେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନନ୍ଦ ପ୍ରକାଶ କରିଛନ୍ତି। ଏହି କଠିନ ପରିସ୍ଥିତିରେ…

ଏଫସିଆଇ ସମ୍ମୁଖରେ ବିଜୁ ଜନତା ଦଳର ଗଣଧାରଣା 

ବରଗଡ :- ବର୍ତ୍ତମାନ ଅନ୍ନଦାତା ବିଭିନ୍ନ ସମସ୍ୟାକୁ ନେଇ ରାଜରାସ୍ତାରେ ପ୍ରଦର୍ଶନ କରୁଛି । ଚାଷୀ ମାନଙ୍କ ସୁବିଧା କରିବା ପରିବର୍ତ୍ତେ କେନ୍ଦ୍ର ସରକାର ସେମାନଙ୍କର ଉପରେ ପ୍ରତକ୍ଷ ଓ  ପରୋକ୍ଷ ଭାବରେ ନାନା ପ୍ରକାରର ଦାଉ ସାଧୁଚନ୍ତି । ବିଗତ ଆଠ ମାସରୁ ଉର୍ଦ୍ବ ସମୟ ବିତି ଯାଇଛି ଦିଲ୍ଲୀ ରେ…

ଅସୁରକ୍ଷିତ ପଦ୍ମପୁର କଚେରୀ ପରିସର, ମାତିଛନ୍ତି ଗାଡି ଚୋର  

ଏତଲା ପଞ୍ଜୀକରଣ ପରେ ଫଳ ଶୂନ, ଏତଲାକାରୀଙ୍କ ଉଣା ହେଉଛି ମନ   ପଦ୍ମପୁର(ଶାସକ ପ୍ରଶାସକ)- ବଡ଼ବଡ଼ ଅକ୍ଷର ସାଇନ ବୋର୍ଡ ଲେଖାହୋଇଛି, ଆଦର୍ଶ ଥାନା ପଦ୍ମପୁର ଜିଲ୍ଲା -ବରଗଡ଼ | ଭାରି ସୁନ୍ଦର ଦେଖିବାକୁ ବି ଲାଗୁଛି | ଆହୁରି ବଡ଼ବଡ଼ ଅକ୍ଷରରେ ଲେଖା ହୋଇଛି ଆପଣଙ୍କ ସେବାରେ ପଦ୍ମପୁର ଥାନା |…

ସମ୍ ରେ କୋଭିଡରୁ ସୁସ୍ଥ ହେଲେ ୯୪ ବର୍ଷୀୟ ବ୍ୟକ୍ତି

ଭୁବନେଶ୍ୱର, ୨୦/୦୭: ସମ୍ କୋଭିଡ ହସ୍ପିଟାଲ୍‌ରେ କୋଭିଡ୍‌-୧୯ କୁ ପୁଣି ପରାସ୍ତ କଲେ ଜଣେ ବୟୋଜ୍ୟେଷ୍ଠ । ପୁରୀ ଅଂଚଳର ୯୪ ବର୍ଷୀୟ ବ୍ୟକ୍ତି ସୁରଥ ରାଉତରାୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସମ୍ କୋଭିଡ…

ରେଲୱେ ବୋର୍ଡ ପାସେଞ୍ଜର ଆମେନିଟିଜ୍ ଜାତୀୟ କମିଟିରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ 

ଭୁବନେଶ୍ୱର : ରେଲୱେ ବୋର୍ଡ ପାସେଞ୍ଜର ଆମେନିଟିଜ୍ କମିଟି (ପିଏସି)ର ସର୍ବ ଭାରତୀୟ ସ୍ତରର ସଦସ୍ୟ ଭାବେ ଓଡ଼ିଶାର ବିଜେପିର ଟାଣୁଆ ଯୁବ ନେତା  ଦିଲ୍ଲୀପ ମଲ୍ଲିକଙ୍କୁ  ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ କରାଯାଇଛି | ପି କେ କୃଷ୍ଣଦାସଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଜାତୀୟ କମିଟିରେ…

ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି ସାଙ୍ଗଠନିକ ବୈଠକ  ।

ପଦ୍ମପୁର(ଶାସକ ପ୍ରଶାସକ): ପାଇକମାଲ ସ୍ଥିତ ନୃସିଂହନାଥ ଆଇଓସିଏଲ ଅତିଥି ଭବନ ଠାରେ ଭାରତୀୟ ଜନତାପାର୍ଟି ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି  । ବରଗଡ ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ପୂର୍ବତନ…

ଆରମ୍ଭ ହେଲା ଅଭିନବ କାର୍ଯ୍ୟକ୍ରମ  “ମୋ ବାଡ଼ି-ମୋ ବଗିଚା’

କୃଷି ମନ୍ତ୍ରୀ ଡ. ସାହୁଙ୍କ ଦ୍ୱାରା ରାଜଧାନୀରେ ହେଲା କାର୍ଯ୍ୟକ୍ରମର ଶୁଭାରମ୍ଭ ଭୁବନେଶ୍ୱର(ଶାସକ ପ୍ରଶାସକ) : ଭୁବନେଶ୍ୱରକୁ ସବୁଜସୁନ୍ଦର କରିବା ସହ ତଟକା ଫଳ, ପନିପରିବା ଇତ୍ୟାଦି ନିଜ ବାରିରୁ ପାଇବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ "ମୋ ବାଡ଼ି-ମୋ…

ଅଜଣା ରୋଗ : ୧୫ଦିନରେ ନେଲାଣି ୫ଶିଶୁଙ୍କ ଜୀବନ ।

ଭୟଭୀତ ଗ୍ରାମବାସୀ, ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନାହିଁ  ମାଲକାନଗିରି : ମାଲକାନଗିରି ଜିଲ୍ଳା କାଲିମେଳା ବ୍ଲକ ଅନ୍ତର୍ଗତ ସୁଧାଖୁଣ୍ଟା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଆତଙ୍କ  l ଖବର ନେବାରୁ ଜଣାପଡ଼ିଛି ଯେ ବିଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ୫ ଜଣ ନିଷ୍ପ୍ରାପ୍ୟ ଶିଶୁ ମୃତ୍ୟୁ…

ଭିଜିଲାନ୍ସ ଖାପଚରେ ଆସିଷ୍ଟାଣ୍ଟ ଇଞ୍ଜିନିୟର : ପ୍ରାଥମିକ ଠାବ ତିନି ମହଲା କୋଠା ଓ ଦ୍ୱିତଳ ମାର୍କେଟ କମ୍ପ୍ଲେକ୍ସ

 ବାରିପଦା ( ଦିଲ୍ଲୀପ ମହାନ୍ତି) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଂଜ ଜିଲ୍ଲା କୁଳିଅଣା ବ୍ଲକରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଇଞ୍ଜିନିୟର ଧୀରେଇ ମାଝୀ@ହାଁସଦାଙ୍କ ଘରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢାଉ ଏକ ସଂଗରେ ପାଂଚଟି ଜାଗାରେ କରାଯାଉଛି।…

କାରଣ ଯଦି ସତ ତେବେ ସାଙ୍ଘାତିକ : ଜମି ବିକି ନପାରି ବିଷ ପିଇଲେ ବୃଦ୍ଧ ଗଜିନ୍ଦ୍ର !

ତହସିଲ ସମସ୍ୟା କାରଣରୁ ଦୀର୍ଘ ଦିନ ତହସିଲ ଅଫିସକୁ ଦୌଡି ନୟାନ୍ତ ହେଲା ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କିଟନାଶା ପିଇ ଆତ୍ମହତ୍ୟା ଉଦ୍ୟମ କଲେ୬୫ ବର୍ଷୀୟ ଗଜିନ୍ଦ୍ର ! ବରଗଡ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ତହସିଲ ଅଫିସ ସମ୍ମୁଖରେ ଆଜି ରାଇସଲପଦର ଗ୍ରାମର ଗଜିନ୍ଦ୍ର ବାରିକ…