ମିନି ଟ୍ରକ୍‌ରୁ ୨୩୦ କେଜି ଗଞ୍ଜେଇ ଜବତ: ଡ୍ରାଇଭର ସହ ୩ ଗିରଫ

 ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ପୋଲିସ୍ ପୁରୁଣାଗଡ ଛକ ଠାରେ ଗାଡି ଚେକିଙ୍ଗ ଓ ନାକା ଡ୍ୟୁଟି କରୁଥିବା ସମୟରେ ୨ ଟି ଗାଡିରୁ ୨୩୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତକାଲି ସଂଧ୍ୟାରେ ରେଢାଖୋଲ ସହର ନିକଟସ୍ଥ…

ଦୁଇବାଇକ ମୁହାଁମୁହିଁ ଧକ୍କା : ୧ ମୃତ,୨ଆହତ 

ସୁନ୍ଦରଗଡ଼/ହୋରଚାନ୍ଦ ଦେଉରିଆ :-ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା ଥାନା ଅନ୍ତର୍ଗତ ଛଟେନପାଲି ଏବଂ ଝରିଆପାଳି  ମଝିରେ ଦେଇ ଅବବାହିତ ହୋଇ ଯାଇଥିବା  ଇଚ୍ଛାନଦୀ  ବ୍ରିଜ ପାଖାପାଖି ଆଜି ସକାଲ ପ୍ରାୟ ସାଢ଼େ ସାତଟାରେ ଦୁଇଜଣ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି |   ଦୁର୍ଘଟଣା…

କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଥିବା ବିଜେପି ସାଂସଦମାନଙ୍କ ଅଜ୍ଞତା ଅତ୍ୟନ୍ତ ହାସ୍ୟାସ୍ପଦ : ବିଜେଡି

ଭୁବନେଶ୍ୱର: ଓଡିଶାର ବିଜେପି ସାଂସଦମାନଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲଙ୍କୁ ଦିଆଯାଇଥିବା ସ୍ମାରକପତ୍ର ସେମାନଙ୍କ ଅଜ୍ଞତାର ଗଭୀରତାକୁ ଦର୍ଶାଉଛି ଯାହା ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।  ବିଜେପି ପକ୍ଷରୁ ଦିଆଯାଇଥିବା…

କର୍ତ୍ତବ୍ୟରତ ସାମ୍ବାଦିକ କୁ ମାଡ଼ ଘଟଣାରେ ଜିଲ୍ଲା ସାମ୍ବାଦିକ ଙ୍କ ବିରୋଧ ।

ମାଲକାନଗିରି: କେନ୍ଦ୍ରାପଡା ସାମ୍ବାଦିକ ଙ୍କୁ ମହିଳା ପୋଲିସର ମାଡ଼ ଏବଂ ଅଭଦ୍ର ବ୍ୟବହାର ଘଟଣା ରେ  ଆଜି UJA ସାମ୍ମିଳନୀ କକ୍ଷଠାରେ ମାଲକାନଗିରି ସାମ୍ବାଦିକ ଙ୍କ ପକ୍ଷରୁ ଏକ ପ୍ରତିବାଦ  ପ୍ରତିବାଦ ଆୟୋଜିତ ହୋଇଥିଲା  । ପ୍ରାୟ ୩୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଏକାଠି ହୋଇ ଏହି ଘଟଣାକୁ …

ହିଲଟପ ସ୍ନାତକ ମହାବିଦ୍ୟାଳୟରେ ଆଭାସୀ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ମୋହନା ଠାରେ ରହିଥିବା ସର୍ବ ବୃହତ୍ତମ ଡ଼ିଗ୍ରୀ ମହାବିଦ୍ୟାଳୟରେ IQAC ସେଲ ଓ ବିଭିନ୍ନ ବିଭାଗର ମିଳିତ ଆନୁକୂଲ୍ୟରେ ଏହାର ସଂଯୋଜକ ଡ଼.ପ୍ରାଣବାନନ୍ଦ ପାଟୁସୀଙ୍କ ସଂଯୋଜନାରେ ୪ ଦିନ ଧରି ହୋଇଥିବା ଆଭାସୀ କାର୍ଯ୍ୟକ୍ରମ ଗୁରୁବାର…

ନୂଆଗାଁ ପୁଲିସ୍ ଦ୍ଵାରା ଦେଶୀ ମଦ ଜବତ : ଜଣେ ଗିରଫ

ନୂଆଗାଁ/ସୁବ୍ରତ ପରିଡ଼ା: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଧୀନରେ ଥିବା ବାଲଣ୍ଡା ଗ୍ରାମ ନିକଟରୁ ନୂଆଗାଁ ପୁଲିସ୍ ୨୦ ଲିଟର  ଦେଶୀ ମଦ ଜବତ  କରିବା ସହ ମୋଟର  ସାଇକେଲ ଏବଂ ଜଣକୁ ଗିରଫ କରିଛି। ମହିପୁର ବକଳ ବନ୍ଧ ଗ୍ରାମର  ରାଜ କିଶୋର ସ୍ୱାଇଁ ଦେଶୀ ମଦ ନେଇ ଯାଉଥିବା ବେଳେ  କୌଣସି ସୂତ୍ରରୁ…

ମଧୁଚନ୍ଦ୍ରିକାରେ ନେତା-ଯନ୍ତ୍ରୀ-ଠିକାଦାର, ଲୋକ ହେଉଛନ୍ତି ହରବର !

ରାସ୍ତା ପାଲଟିଛି ମରଣଯନ୍ତା , ଚେଇଁ ଶୋଇଛି ପୂର୍ତ୍ତବିଭାଗ l ରଣପୁର ରୁ ପ୍ରସନ୍ନ କୁମାର ସାମନ୍ତରାୟ :ନୟାଗଡ ଜ଼ିଲ୍ଲା ରଣପୁର ପୂର୍ତ୍ତବିଭାଗ  ଅନ୍ତର୍ଗତ ଲୋଧାଚୁଆ ଠାରୁ ବେଗୁନିଆକୁ ସଂଯୋଗ କରୁଥିବା ଲୋଧାଚୁଆ ଠାରୁ ପାଟଣା ଚାରିଛକ ପର୍ଯ୍ୟନ୍ତ ମାତ୍ର 11କିଲୋମିଟର ପୂର୍ତ୍ତବିଭାଗ…

ଅଜଣା ରୋଗରୁ ଗୋଡ ପଚି ଯାଉଛି ,ତୁରନ୍ତ ଚିକିତ୍ସା ଆବଶ୍ୟକ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ର ସୁରୁଙ୍ଗିଦାଦାର ଗ୍ରାମର ବନମାଳୀ ଭୋଇ , ବୟସ ପାଖାପାଖି ପଚାଶ ବର୍ଷ । ଗତ କିଛି ସପ୍ତାହ ତଳେ କୋଣସି କାରଣ ବସତ ତାଙ୍କର ଡାହାଣ ଗୋଡ଼ ଖଣ୍ଡିଆ ହୋଇ ଯାଇଥିଲା । ଚିକିତ୍ସା କରିବା ପାଇଁ ସେ ନୂଆପଡା ଜିଲ୍ଲା ଚିକିତ୍ସାଲୟ…

ଗୋଏଲଙ୍କୁ ଭେଟି ସ୍ମାରକ ପତ୍ର ଦେଲେ ବିଜେପି ସାଂସଦ

ପିଏମଜିକେଏୱାଇ ଏବଂ ଏନଏଫଏସଏରେ ବ୍ୟାପକ ଦୁର୍ନୀତିର ତଦନ୍ତ କରାଯାଉ:ବିଜେପି ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ରାଜ୍ୟ ବିଜେପି ସାଂସଦର ଏକ ପ୍ରତିନିଧି ମଣ୍ଡଳି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ…