ବିଭିନ୍ନ  ୱାର୍ଡରେ ନର୍ଦମା ନିର୍ମାଣରେ ଅହେତୁକ ବିଳମ୍ବ ଏବଂ ପୁରୁଣା ନର୍ଦମା ଲାଇନ ଜନିତ ଅସୁବିଧା

ଅଧିକାରୀମାନଙ୍କ ସହ ବୈଠକ ନେଲେ ମଧ୍ୟ ବିଧାୟକ, ଆଶୁ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ  ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ବିଭିନ୍ନ  ୱାର୍ଡ ମାନଙ୍କରେ ନର୍ଦମା (sewerage) ନିର୍ମାଣରେ ଅହେତୁକ ବିଳମ୍ବ ଏବଂ ପୁରୁଣା ନର୍ଦମା ଲାଇନ…

“ଲୁହୁରେଟ ନଦୀରୁ ବାଳି ଚୋରା ଚାଲାଣ”

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହୁରେଟ ନଦୀରୁ ବେଧଡକ ଭାବେ ବାଲି ଚୋରା ଚାଲାଣ ହେଉଥିବାର ଅଭିଯୋଗ ହୋଇଛି!ଆହୁରି ମଧ୍ୟ ବାଲି ମାଫିଆ ମାନେ ବାଲି ଚୋରା ଚାଲାଣ କରି ଅଳ୍ପ ଦିନ ମଧ୍ୟରେ କୋଟି ପତି ପାଲଟୁଥିବା ବେଳେ କିନ୍ତୁ ସରକାର ବହାଦୁର ରାଜସ୍ବ…

କଲ୍ୟାଣୀ ଗାଁରେ ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟ

ଭଦ୍ରକ, ବ୍ଲକ,(ସୀତାକାନ୍ତ ପାଢ଼ୀ):ଭଦ୍ରକ ଧାମନଗର ଥାନା କଲ୍ୟାଣୀ ଗାଁ ବ୍ରାହ୍ମଣ ଶାସନରେ ଆଜି ଏକ  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲ୍ୟାଣୀ ଶାସନରେ ଥିବା ପ୍ରସନ୍ନ ପଣ୍ଡାଙ୍କ ସ୍ତ୍ରୀ ଶାନ୍ତିଲତା ପଣ୍ଡାଙ୍କ ମୃତ ଦେହ ଘରପାଖରେ ଥିବା ପୋଖରୀରୁ ମିଳିଛି । ଯାହାକୁ ନେଇ କଲ୍ୟାଣୀ…

ଜିଲ୍ଲା ଛାଡିବା ପରେ ବି ଭୁଲି ନାହାନ୍ତି ଗଜପତିବାସୀ  : ପୂର୍ବତନ ଏସପି ସାରାଙ୍କୁ  ଜଣାଇଲେ ଜନ୍ମଦିନର ଅଭିନନ୍ଦନ  

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତିର ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକା ସାରା ଶର୍ମାଙ୍କ ଶୁଭ ଜନ୍ମଦିନ ଅବସରରେ ଭାଗବତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ସନ୍ଧ୍ୟାରେ ଏକ ଅଭାସୀ (Virtual) ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାରିଛି। ସାରା ଶର୍ମାଙ୍କ ଦୀର୍ଘ ନିରାମୟ…

ଗଜପତି ଜିଲ୍ଲା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ସାହୁଙ୍କ ପିତା ସୁବାସ ସାହୁଙ୍କ ବିୟୋଗ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ସାହୁଙ୍କ ପିତା ସୁବାସ ସାହୁଙ୍କ  ବିୟୋଗ । ସେ ଜଣେ ବି ସି ସି ବ୍ୟାଙ୍କର ମ୍ୟାନେଜର ହିସାବରେ କାର୍ଯ୍ୟ ନିର୍ବାହୀ କରି ଅବସର ନେଇଥିଲେ। ସେ ବ୍ୟାଙ୍କ କାର୍ଯ୍ୟ ସମ୍ପାଦନ କରୁଥିବା…

ଯୁଗ୍ମ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ବିଦ୍ୟାଳୟ ପ୍ରାଧିକରଣ କର୍ତ୍ତୃପକ୍ଷ ଯୁଗ୍ମ ନିର୍ଦ୍ଦେଶକ ଡ଼. ସନାତନ ପଣ୍ଡା ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ , ମାଧ୍ୟମିକ ବିଦ୍ୟାଳୟ ଗୁଡିକୁ ପରିଦର୍ଶନ କରିଥିଲେ।  ପାରଳାଖେମୁଣ୍ଡି…

ପୋଲିସ , ଅବକାରୀ ବିଭାଗ ର ମିଳିତ ଚଢ଼ାଉ: ତିନି ଅଭିଯୁକ୍ତ ସହିତ ମଦ ଓ କଫ ସିରଫ ଜବତ

ବରଗଡ :- ବିଗତ କିଛିଦିନ ହେଲା ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୋଲିସ ତଥା ଅବକାରୀ ବିଭାଗ ବିପୁଲ ମାତ୍ରାରେ ନିଶା ଦ୍ରବ୍ୟ ଜବତ କରିବାରେ ସଫଳ ହୋଇଛି । କିନ୍ତୁ ଏବେ ମଧ୍ୟ ଚୋରା ନିଶା ବ୍ୟବସାୟୀ ମାନେ ନିଜର ଆର୍ଥିକ ଲାଭ ପାଇଁ ଯୁବସମାଜକୁ ପଙ୍ଗୁ କରୁଥିବା ନିଶା କାରବାର କରିଆସୁଛନ୍ତି ।…

ଠକୁଛି କେନ୍ଦ୍ର ଶୋଇଛି ରାଜ୍ୟ : କଂଗ୍ରେସ 

ଭୁବନେଶ୍ୱର-  ରାଜ୍ୟ ମାନଙ୍କର ବିକାଶରେ କେନ୍ଦ୍ରରେ ବିକାଶ ହୁଏ । ଦୃଢ଼ୋକ୍ତି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟମାନଙ୍କ ପ୍ରତି ଅବିଚାର କରିଚାଲିଛନ୍ତି । ରାଜ୍ୟମାନଙ୍କୁ ଦିଆଯାଉଥିବା କେନ୍ଦ୍ରୀୟ ସହାୟତା ରାଶି ୨୦୧୪-୧୫ ଠାରୁ ଧାରାବାହିକ ଭାବରେ କମିକମି ଚାଲିଛି ବୋଲି…

୪୦ ଲିଟର ଅପମିଶ୍ରିତ ଏସକଫ ସିରଫ ସହ ତିନି ଗିରଫ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା ବେପାରୀଙ୍କ ଦୌରାତ୍ମ । ଯାହା ଦ୍ୱାରା ଯୁବ ପିଢ଼ି ପଥଭ୍ରଷ୍ଟ ହେବା ସହ ବିଭିନ୍ନ ପ୍ରକାର ବିଶୄଙ୍ଖଳା କାର୍ଯ୍ୟ କରିବା ପାଇଁ ପଛାଉ ନାହାଁନ୍ତି । ଆଜି ପଦ୍ମପୁର ଥାନା ଅନ୍ତର୍ଗତ ବୁଧାପାଲି ଗ୍ରାମରେ ନିଶା ଔଷଧ…

ବବିଙ୍କ ବାସଭବନରେ ମିଶ୍ରଣ ପର୍ବ : ବିଜେଡିରେ ମିଶିଲେ ଅଧ୍ୟକ୍ଷା ଓ ସରପଂଚ 

ଭୁବନେଶ୍ୱର:  ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସରକାରୀ କ୍ୱାର୍ଟର ପରିସରରେ ତାଙ୍କ ଉପସ୍ଥିତିରେ କେନ୍ଦୁଝର ଜିଲ୍ଲା ସାହାରପଡ଼ାର ଅଧ୍ୟକ୍ଷା ଶ୍ରୀମତୀ ରମ୍ଭାବତି ଦେହୁରୀ ଏବଂ ରାଇଡିହା ସରପଞ୍ଚ ଶ୍ରୀମତୀ ପାର୍ବତୀ ହୋ ବିଜୁ ଜନତା ଦଳ ରେ…